Shuru
Apke Nagar Ki App…
#ଆସ_ବୁଲିଯିବା_ସୁନାବେଡ଼ା ଝର ଝର ଝରିଯାଉଛି ଅଳସୀ ଝରଣା । ଶୀତୁଆ ସକାଳ ସାଙ୍ଗକୁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି । ଆଉ ଏ ମନରୋମ ଦୃଶ୍ୟକୁ ଉପଭୋଗ କରୁଛି ପ୍ରକୃତି ପ୍ରେମୀ । କେଉଁଠି ଶାନ୍ତ ଝରଣା କୁଳୁକୁଳୁ ନାଦରେ ବୋହି ଯାଉଛି ତ ପୁଣି କେଉଁଠି ଭୀମ ଗର୍ଜନ କରି ଝରି ପଡୁଛି ଜଳ ପ୍ରପାତର ପାଣି ।
Dipankar pramanik

More news from Koraput and nearby areas
- ଆଇ ଲଭ ୟୁ //ନିର୍ଦେଶକ ଦାମୋଗୁରୁ //କଣ୍ଠ ଖଗଗୁରୁ //ତଳ ଗୁଞ୍ଜି //ବୈପାରୀଗୁଡ଼ା //କୋରାପୁଟ1
- Deomali Parab Utsav 2024(ଦେଓମାଳି ପରବ ଉତ୍ସବ ୨୦୨୪ ପାଳନ) କୋରାପୁଟ ଜିଲ୍ଲାର ଆଦିବାସି ପରବ ଉତ୍ସବ ପାଳନ .1
- Akele jeena hai zindagi ko Life begins at the end of your comfort zone Not all who wander are lost J.R.R Tolkien Travel light, live light, spread the light, be the light I haven't been everywhere, but it's on my list Adventure is worthwhile1
- ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ।। ମନ୍ଦୀର1
- ନୃଥ୍ୟ ପରିବେଶ । ଦେଓ ପଟ୍ଟାଙ୍ଗି ଗ୍ରାମ ରେ ଅନୁଷ୍ଠିତ ହେଉଛି।1
- ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ଓ ନନ୍ଦପୁର ଗ୍ରାମ ପଞ୍ଚାୟତର ବାସିନ୍ଦା ଏବେ ମୁହାଁମୁହିଁ ...1
- #ବିକାଶ ର ବହୁ ଦୂରରେ #ନନ୍ଦପୁର ବ୍ଲକ #ଭାଲୁଗୁଡା ଗାଁ,କେବେ #ନଜର ପଡିବ #ପ୍ରଶାସନ ର ,କେବେ #ମୁକୁଳିବ #ସମସ୍ୟା ରୁ ଏହି ଗାଁ।1
- କେକେ ରେଳପଥର ମାଛକୁଣ୍ଡ ଷ୍ଟେସନ ନିକଟରେ ମାଲଗାଡିରେ ନିଆଁ, ନନ୍ଦପୁର ଅଗ୍ନିଶମ ବିଭାଗ ନିଆଁକୁ କଲା ଆୟତ୍ତ1