ଢେଙ୍କାନାଳ ଭୁବନ ସାମ୍ବାଦିକାଙ୍କୁ ସୁନ୍ଦରମ ଫାଇନାନ୍ସ କର୍ମଚାରୀଙ୍କ ଅସଦାଚରଣ । ସାମ୍ବାଦିକାଙ୍କୁ ସୁନ୍ଦରମ ଫାଇନାନ୍ସ କର୍ମଚାରୀଙ୍କ ଅସଦାଚରଣ । ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ଦୁର୍ବ୍ୟବହାରର ଶିକାର ହେଲେ ଜିଲ୍ଲା ସାମ୍ବାଦିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 2 ର ନଟାକଟା ଗ୍ରାମର ବାଉଁଶକଣ ଶିଳ୍ପାଞ୍ଚଳରେ ଥିବା ସୁନ୍ଦରମ୍ ପ୍ରାଇଭେଟ୍ ଲିମିଟେଡ ଫାଇନାନ୍ସ କମ୍ପାନୀ ଡିପୋ ପରିସର ମଧ୍ୟରେ । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଜଣେ ଗାଡ଼ି ମାଲିକଙ୍କ ଚାରି ଚକିଆ ଗାଡ଼ିକୁ ଜୋର୍ ଜବରଦସ୍ତ ରାଜରାସ୍ତାରୁ ବେଆଇନ ଭାବରେ ଛଡ଼ାଇ ନେବା ପରେ ବିରୋଧ କରିଥିଲେ ସାମ୍ବାଦିକା ଯାହାକୁ ନେଇ ଉତଖିପ୍ତ ହୋଇଯାଇଥିଲା ଯୁବକ । ଡିପୋ ମଧ୍ୟରେ ଚାବି ପକାଇ ଦେଇଥିଲା ସାମ୍ବାଦିକାଙ୍କୁ । ଏନେଇ ଭୁବନ ଥାନାରେ ଏତଲା ଦେଇଥିଲେ ମହିଳା ସାମ୍ବାଦିକ।ତେବେ ଏନେଇ ଭୁବନ ପୋଲିସ ଏତଲା କ୍ରମେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଥିବା ଜଣାପଡିଛି । ତେବେ ପରିସ୍ରା ବାହାନାରେ ଯୁବକ ସୁଧାଂଶୁ ପାଢ଼ୀ ଥାନାରୁ ଫେରାର ହୋଇ ଯାଉଥିବାବେଳେ ଜାତୀୟ ରାଜପଥ 53 ରୁ ପୋଲିସ ଧରିକରି ନେଇଥିବା ଥାନା ପକ୍ଷରୁ ଜଣାପଡିଛି। #shuru#newsodiaodisha #bhuban #dhenkanal #vairalvidio

- ଢେଙ୍କାନାଳ ଭୁବନ ସାମ୍ବାଦିକାଙ୍କୁ ସୁନ୍ଦରମ ଫାଇନାନ୍ସ କର୍ମଚାରୀଙ୍କ ଅସଦାଚରଣ । ସାମ୍ବାଦିକାଙ୍କୁ ସୁନ୍ଦରମ ଫାଇନାନ୍ସ କର୍ମଚାରୀଙ୍କ ଅସଦାଚରଣ । ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ଦୁର୍ବ୍ୟବହାରର ଶିକାର ହେଲେ ଜିଲ୍ଲା ସାମ୍ବାଦିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 2 ର ନଟାକଟା ଗ୍ରାମର ବାଉଁଶକଣ ଶିଳ୍ପାଞ୍ଚଳରେ ଥିବା ସୁନ୍ଦରମ୍ ପ୍ରାଇଭେଟ୍ ଲିମିଟେଡ ଫାଇନାନ୍ସ କମ୍ପାନୀ ଡିପୋ ପରିସର ମଧ୍ୟରେ । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଜଣେ ଗାଡ଼ି ମାଲିକଙ୍କ ଚାରି ଚକିଆ ଗାଡ଼ିକୁ ଜୋର୍ ଜବରଦସ୍ତ ରାଜରାସ୍ତାରୁ ବେଆଇନ ଭାବରେ ଛଡ଼ାଇ ନେବା ପରେ ବିରୋଧ କରିଥିଲେ ସାମ୍ବାଦିକା ଯାହାକୁ ନେଇ ଉତଖିପ୍ତ ହୋଇଯାଇଥିଲା ଯୁବକ । ଡିପୋ ମଧ୍ୟରେ ଚାବି ପକାଇ ଦେଇଥିଲା ସାମ୍ବାଦିକାଙ୍କୁ । ଏନେଇ ଭୁବନ ଥାନାରେ ଏତଲା ଦେଇଥିଲେ ମହିଳା ସାମ୍ବାଦିକ।ତେବେ ଏନେଇ ଭୁବନ ପୋଲିସ ଏତଲା କ୍ରମେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଥିବା ଜଣାପଡିଛି । ତେବେ ପରିସ୍ରା ବାହାନାରେ ଯୁବକ ସୁଧାଂଶୁ ପାଢ଼ୀ ଥାନାରୁ ଫେରାର ହୋଇ ଯାଉଥିବାବେଳେ ଜାତୀୟ ରାଜପଥ 53 ରୁ ପୋଲିସ ଧରିକରି ନେଇଥିବା ଥାନା ପକ୍ଷରୁ ଜଣାପଡିଛି। #shuru#newsodiaodisha #bhuban #dhenkanal #vairalvidio1
- ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ Anc-କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍ରେ ପାଟ୍ରୋଲିଂ ପାଇଁ ଯାଜପୁରଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍ ମାରିବାକୁ ଉଦ୍ୟମ କରିଥିଲା। ବିପଦ ଆଶଙ୍କା କରି ଶ୍ରୀ ମୁଣ୍ଡା ରାମଠେଙ୍ଗା ପାଖରେ ବାଇକ୍ ଠିଆ କରି ସହାୟତା ପାଇଁ ଡୁବୁରୀର ସହକର୍ମୀମାନଙ୍କୁ ଫୋନ୍ କରିଥିଲେ। ଉକ୍ତ କାର୍ ପୁଣି ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍ ଖସାଇ ଦେବାରୁ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। କାର୍ଟି ଦ୍ରୁତ ଗତିରେ ଡୁବୁରୀ ଆଡ଼କୁ ପଳାଇଥିଲା। ନିଜେ ମାଲିକ କାର୍ ଚଳାଉଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ନୀଳପଥର ମାଫିଆ ଆଗ ସିଟ୍ରେ ଓ ଅନ୍ୟଜଣେ ପଛ ସିଟ୍ରେ ବସିଥିବା ସୂଚନା ମିଳିଛି। ଏ ସମ୍ପର୍କରେ କଟକ ଡିଏଫ୍ଓ ଅନୀଲ କୁମାର ରାୟଙ୍କୁ ପଚାରିବାରୁ ମାମଲାରେ ଟମକା ଥାନା ଚିତ୍ରି ଗାଁର ଜଣେ ନୀଳପଥର ମାଫିଆର ସମ୍ପୃକ୍ତି ଥିବା କହିଛନ୍ତି। ଧରପଗଡ଼ ଚାଲିଥିବାରୁ ମାଫିଆମାନେ ରାଗ ରଖି ଏହି ଉଦ୍ୟମ କରିଥାଇପାରନ୍ତି ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସନ୍ତୋଷ କୁମାର ପତି ଓ ଟମକା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ କହିଛନ୍ତି। କିଛିଦିନ ପୂର୍ବରୁ ଏହି କାର୍ ଟମକା ମହୁଲମୂଳ ଛକ ପାଖରେ ତାଙ୍କୁ ସାଇଡ୍ ମାରି ଅନୁରୂପ ହତ୍ୟା ଉଦ୍ୟମ କରିଥିଲା ବୋଲି ଶ୍ରୀ ମୁଣ୍ଡା ଏତଲାରେ ଦର୍ଶାଇଛନ୍ତି।1
- କାହାକୁ ଦରକାର ଏମିତି ମୋତେ କଲ କରନ୍ତୁ1
- Jay Jagannath 🙏1
- टेक्नोलॉजी ने एक बार फिर दुनिया को चौंका दिया! अमेरिका के The Cosm में दिखा Daytona 500 का नज़ारा लोगों को इतना रियल लगा कि किसी को यकीन ही नहीं हुआ कि ये सब सिर्फ एक 8K स्क्रीन थी। 87 फुट के इस कर्व्ड LED डोम ने दर्शकों को ऐसा भ्रम दिया जैसे वे सच में रेस ट्रैक के बीच खड़े हों। लाइव स्पोर्ट्स का भविष्य यहीं से बदल रहा है! #Daytona500 #NASCAR #TheCosm #Texas #Innovation #SportsTech #Experience #Racing1
- ରାସ୍ତା ପାଇଁ ରାସ୍ତା ରୋକ କଲେ ମହୁଲିଆ ଅଞ୍ଚଳ ବାସୀ, ଶୁଣନ୍ତୁ ପ୍ରତିକ୍ରିୟା1
- Post by Dharmu Oram1
- ବରକନ୍ଧ ଚିତ୍ରଡା ରାସ୍ତା ର ଗୁହାଲ୍ଡିଆ ଠାରେ ଦ୍ରୁତଗାମୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ,1