ବିଧାୟକ ଏବଂ ଅଧକ୍ଷ ଙ୍କ କାର୍ଯ୍ୟକୁ ବିରୋଧ କରି ବ୍ଲକ ଘେରାଉକଲା ବିଜେଡି, କାଉଣ୍ଟର କଲା ବିଜେପି, ପୂର୍ବତନ ବିଧାୟିକା ଙ୍କ ପରିବାର ପୂର୍ବରୁ ଦୁର୍ନୀତୁ କରୁଥିଲେ ଏବଂ ବିକାଶ ଦେଖି ବିରୋଧି ସାହିପାରୁନଥିବା କହିଲେ ଅଧକ୍ଷ କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି l ବନଦେବୀ ମନ୍ଦିର ଠାରୁ ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ହାତରେ ଫ୍ଲାଗ କାର୍ଡ ଧରି ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ l ସାର ସମସ୍ୟା ଭଳି ଏଗାର ଦଫା ଦାବୀ ନେଇ ଦଳ ବ୍ଲକ କାର୍ଯ୍ୟାଳୟ ଘେରିଥିବା ବେଳେ ବିଶେଷ କରି ବ୍ଲକ ଅଧକ୍ଷ ଏବଂ ଆସିକା ବିଧାୟକ ଙ୍କ ବିରୋଧ ବିଷୋଦଗାର କରିଛି ଦଳ l ଉଭୟ ପିସି କାରବାର ରେ ଲିପ୍ତ ରହିବା ସହ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ଅଭିଯୋଗ କରି ଏକ ଦାବିପତ୍ର ବିଡିଓ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ବିଡିଓ ଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ଅନ୍ୟପଟେ ବିଜେଡି ପ୍ରତିବାଦ କୁ କାଉଣ୍ଟର କରିଛି ବିଜେପି l ଭାରପ୍ରାପ୍ତ ଅଧକ୍ଷ ବୀରେନ୍ଦ୍ର ଖଟେଇ ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ ଆଳରେ ଜନସମାଗମ ଆୟୋଜନ କରାଯାଇଥିଲା l ଏହି ସଭା ରେ ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନଙ୍କ କଳା କାରନାମା ର ଖୁଲାସା କରିଥିଲେ ଅଧକ୍ଷ l ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନେ ପୂର୍ବରୁ ବହୁ ଦୁର୍ନୀତି ରେ ଲିପ୍ତ ଥିଲେ l ବାଲି,ପଥର, ମଦ ବ୍ୟବସାୟ ରେ ସଶ୍ଳିଷ୍ଟ ରହି ଦୁର୍ନୀତି କରୁଥିଲେ l ବର୍ତମାନ ର ବିଜେପି ସରକାର ର ବିକାଶ କାର୍ଯ୍ୟ ଦେଖି ସେମାନେ ସାହିପାରୁନଥିବା କହିଛନ୍ତି ଅଧକ୍ଷ l ଗଣେଶ ପାଣିଗ୍ରାହୀ ରିପୋର୍ଟ

- ରାଉରକେଲା ପ୍ଲେନ୍ କ୍ରାସ୍ ରେ ମୁହଁ ଖୋଲିଲେ ପାଇଲଟ୍.. ଗୋଟିଏ ନିଷ୍ପତ୍ତିରେ ସମସ୍ତଙ୍କ ଜୀବନ ବଞ୍ଚାଇଦେଲେ ... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ ଏକର ଧାନ ପୋଡ଼ି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ବର୍ଷକର ଖାଦ୍ୟ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ଦାବି।1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- Post by Chocolate boy Kumar2
- Post by Swadhin kumar behera1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଆସିକା କାର୍ଯ୍ୟାଳୟ ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ତଥ୍ୟ ରଖିଲେ ଆସିକା କଂଗ୍ରେସ ସାଂସଦ ପାର୍ଥି ଦେବକାନ୍ତ ଶର୍ମା ଗଣେଶ ପାଣିଗ୍ରାହୀ ରିପୋର୍ଟ1