Shuru
Apke Nagar Ki App…
ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
M NEWS ଓଡ଼ିଶା TV
ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।
More news from Khordha and nearby areas
- ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର1
- ଠିକା ଦାର କେମିତି ପଇସା ଛାପନ୍ତି 😱 । ଲୋକେ ସବୁ ଅନ୍ଧ ସବୁ ଦେଖିଲା ପରେ ବି ବିରୋଧ କରୁନାହାନ୍ତି ❌ ନିମାପଡ଼ା ଟ୍ରାଫିକ ରୁ ଉତ୍ତରା ରୋଡ କୁ bank of india ସାମ୍ନା ରେ ଏ କାର୍ଯ୍ୟ ଚାଲିଛି। ଧ୍ୟାନ ଦେବେ ଜନତା ଯେଉଁ କାମ ଯେ ପ୍ରକାର ହେବା କଥା ତାହା କରାଯାଉ ନାହିଁ । ସର୍ବ ସାଧାରଣ ଲୋକଙ୍କ ପଇସା କୁ ପାଣିରେ ପକାଉଛନ୍ତି। କଂକ୍ରିଟ ଆଡ ମିକ୍ସର କୁ ପାଣିରେ ପକାଉଛନ୍ତି ଏ କିଭଳି କାର୍ଯ୍ୟ । କିଏ ସେ ମହାନ୍ ଇଞ୍ଜିନିୟର ଯିଏ ଏଭଳି କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଅନ୍ୟାୟ ଏବଂ ଅନ୍ଧ କାନୁନ୍ ର ବ୍ୟବସ୍ଥା। ଏହା ବିରୋଧ ଯୋଗ୍ୟ 100% । ସଡ଼କ ମନ୍ତ୍ରୀ ଟିକେ ଦେଖ। jai hind 🇮🇳1
- Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l1
- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ନ ଚଲେଇବା ପାଇଁ ସିନେମା ହଲ ମାଲିକଙ୍କୁ ଅପିଲ କଲା ବିଶ୍ୱ ହିନ୍ଦୁ ପରିଷଦ1
- ଆକାଶ ଠୁ ବଡ ଜାଣି ଜଗା ତୋର କରୁଣା ସିଂହଦ୍ୱାର ହେଲେ କାଇଁ ହେଇଚି ମତେ ମନା ⭕❗⭕🙏1
- ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ1
- ହଂସପାଳ ଛକ କୁଆଖାଇ ନଦୀ ବ୍ରିଜ ଉପରୁ ପାଣିକୁ ଡେଇଁଲେ ଯୁବତୀ। ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ହଟାତ୍ ବ୍ରିଜ୍ ଉପରୁ ନଦୀ କୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନା କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପାହାଳ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ବହୁତ୍ ସମୟ ଖୋଜାଖୋଜି କରିଥିଲେ।ରାତି ହୋଇଯିବା ସହ କୁଆଖାଇ ନଦୀ ର ସ୍ରୋତ ପ୍ରଖର ଥିବାରୁ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଅଗ୍ନିଶମ ବାହିନୀ। ଯୁବତୀ ନଦୀ ସ୍ରୋତ ରେ ଭାସି ଭାସି ଦୟାନଦୀ କିମ୍ବା କୁଶଭଦ୍ରା ନଦୀ ମୁହାଣ କୁ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପୁଣି ସକାଳୁ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି।1