Shuru
Apke Nagar Ki App…
(anchalik news nuapada) *ନୂଆପଡ଼ା ୧୨।୧୦: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଥିବାବେଳେ ସୋମବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ଦିନ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍ କରାଯାଇଛି । ଏହାସହ ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଖୋଦ୍ ଏସ୍ପି ଅମ୍ରିତ ପାଲ୍ ସିଂ ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇ ୧୦ ପ୍ଲାଟୁନ ଫୋର୍ସ ଧରି ଚାଲି ଚାଲି ସହର ପରିକ୍ରମା କରିଛନ୍ତି । ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳାରେ କିଭଳି ନିର୍ବାଚନ ସମ୍ପାଦନ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସ୍ପି କହିଛନ୍ତି । ଏହାସହ ସହଯୋଗ ପାଇଁ ଜନ ସାଧାରଣଙ୍କୁ ଏସ୍ପି ନିବେଦନ କରିଛନ୍ତି ।*
Mukesh tiwari

More news from Kalahandi and nearby areas
- #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯1
- Post by Meena1
- Post by Banshidhar Bemal1
- चीन में लाइव कॉन्सर्ट के दौरान टेक्नोलॉजी ने नया इतिहास रच दिया। Unitree का G1 robot पहली बार स्टेज पर डांसर बना। Wang Leehom के चेंगदू कॉन्सर्ट में रोबोट्स ने उनके साथ परफॉर्म किया। जैसे ही गाना Open Fire शुरू हुआ, रोबोट्स ने इंसानों की तरह तालमेल में डांस कर दर्शकों को हैरान कर दिया। #AI #Robots #FutureTech #China #AIDance #LiveConcert #Automation #TechNews #FutureIsHere #ArtificialIntelligence1
- ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ1
- ଅନ ୱାଲ ଡେ ପ୍ରୋଗ୍ରାମ. ପଧାନ ପାଟ ଦେବଗଡ଼1
- nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE1
- ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh1