Shuru
Apke Nagar Ki App…
ସୁନ୍ଦରଗଡ଼ ଖଣିଜ ପାଣ୍ଠିରୁ ଯାଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହେଲେ ମୌଳିକ ସୁବିଧା ର ନାଁ ନହିଁ କୋଇଲା ବୋଜେଇ ପାଇଁ କୁଲଡା ମାଇନ୍ସ ଓ ଗର୍ଜନ ବାହାଲ ଓ ମନୋହର ପୁର କୋଇଲା ଖଣି ଠାରୁ ren କନିକା ସାୟଡିଙ୍ଗ ପର୍ଯ୍ୟନ୍ତ ବାୟ ପାସ ଓ ଫୋରଲାଇନ ରୋଡ଼ ତିଆରୀ ହୋଇଛି ଏହି ରାସ୍ତା ଦେଇ ରାତିମତ ଭାବରେ ସହ ସହ ସଂଖ୍ୟାରେ କୋଇଲାଟ୍ରକ ଯିବା ଆସିବା କରୁଅଛି ତାସହିତ ବସ ଦୁଇ ଚକିୟା ଚାରିଚକିୟା ଓ ଏମ୍ବୁଲେନ୍ସ ମଧ୍ୟ ଯିବା ଆସିବା କରୁଅଛି ହେଲେ ଲୋକଙ୍କ ପାଇଁ ସୁବିଧା ନହିଁ ଗର୍ଜନ ବାହାଲ ଠାରୁ କୁତାବଗା ଛକ ପର୍ଯନ୍ତ ସିଙ୍ଗଲ ରୋଡ଼ ଓଭର ଲୋଡିଙ୍ଗ ଟ୍ରକ ତ୍ରିପାଲ ଟିଏ ବନ୍ଧୁ ନାହାନ୍ତି କୋଇଲା ପଡୁଛି ଡଷ୍ଟ ଉଡ଼ୁଛି ରୋଡ଼ ସାଇଡରେ ଆସ ପାଉଡର ଗଦା ହୋଇଛି ରୋଡ଼ ରେ ଚାରି ପାଞ୍ଚ ଟା ଟ୍ରକ ବ୍ରେକଡାଉନ ଠିଆ ରହୁଛି ରୋଡ଼ ରୁଲସ ସିଗନାଲ ନାହିଁ ମାନୁନାହାନ୍ତି ଲୋକଙ୍କୁ ଯିବା ଆସିବାରେ ବହୁତ ଅସୁବିଧା ହେଉଅଛି ଏଥିରେ ସରକାରଙ୍କ ନଜର କିମ୍ବା ଦୃଷ୍ଟି ପଡିବା କଥା ଧନ୍ୟବାଦ ଜୟ ଯବାନ ଜୟ କିସାନ
Ballabha Oram

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରୁ ଗଞ୍ଜେଇ ଜବତ1