logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

140କୋଟି ଭାରତୀୟ ଙ୍କ ସ୍ଵପ୍ନ ପୁରଣ କରିଛନ୍ତି ଭାରତୀୟ ପୁରୁଷ କ୍ରିକେଟ ଦଳ। ଭାରତୀୟ ପୁରୁଷ କ୍ରିକେଟ ଦଳ ବିଶ୍ଵକପ ଫାଇନାଲ ମ୍ୟାଚ ରେ ୨୦ ଅଭର୍ ରେ ୨୫୫ ରନ୍ କରିଥିବା ବେଳେ ନ୍ୟୁଜଲାଣ୍ଡ ଟିମ୍ ସମସ୍ତ ଉଇକେଟ ହରାଇ ମାତ୍ର ୧୫୯ ରନ୍ କରିବାରେ ସକ୍ଷମ ହୋଇଥିଲେ ଓ ୯୬ ରନ୍ ରେ ଭାରତୀୟ ଦଳ ଚମ୍ପିୟାନ ହୋଇଛନ୍ତି।

16 hrs ago
user_Padmanabha Naik
Padmanabha Naik
Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
16 hrs ago
8d000586-4954-4600-ba44-e5b8c87bfbd9
25319697-2c66-4470-903a-cfe740231142

140କୋଟି ଭାରତୀୟ ଙ୍କ ସ୍ଵପ୍ନ ପୁରଣ କରିଛନ୍ତି ଭାରତୀୟ ପୁରୁଷ କ୍ରିକେଟ ଦଳ। ଭାରତୀୟ ପୁରୁଷ କ୍ରିକେଟ ଦଳ ବିଶ୍ଵକପ ଫାଇନାଲ ମ୍ୟାଚ ରେ ୨୦ ଅଭର୍ ରେ ୨୫୫ ରନ୍ କରିଥିବା ବେଳେ ନ୍ୟୁଜଲାଣ୍ଡ ଟିମ୍ ସମସ୍ତ ଉଇକେଟ ହରାଇ ମାତ୍ର ୧୫୯ ରନ୍ କରିବାରେ ସକ୍ଷମ ହୋଇଥିଲେ ଓ ୯୬ ରନ୍ ରେ ଭାରତୀୟ ଦଳ ଚମ୍ପିୟାନ ହୋଇଛନ୍ତି।

More news from ଓଡ଼ିଶା and nearby areas
  • ଆସନ୍ତା 20 ତାରିଖରୁ ଆରମ୍ଭ ହେବ ବୀରମହାରାଜପୁର ଲୋକ ମହୋତ୍ସବ ମଲେଶ୍ରୀ ଳ ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି
    1
    ଆସନ୍ତା 20 ତାରିଖରୁ ଆରମ୍ଭ ହେବ ବୀରମହାରାଜପୁର ଲୋକ ମହୋତ୍ସବ ମଲେଶ୍ରୀ ଳ ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ବୀରମହାରାଜପୁର - ଚାରମାଳ ରାସ୍ତାର ଅମରପାଲି ନିକଟରେ ରାସ୍ତାରେ ଖାଲ ଥିଲା। ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଥିଲା। ଏନେଇ ବିଭାଗ ତରଫରୁ କୌଣସି ପ୍ରକାର ମରାମତି କରାଯାଉ ନ ଥିଲା। ଆଜି ଅମରପାଲି ଗ୍ରାମର ୱାର୍ଡସଭ୍ୟ ସଦାନନ୍ଦ ସେଠୀ ନିଜେ ଉକ୍ତ ଖାଲ କୁ ମରାମତି କରିଛନ୍ତି। ତାଙ୍କର ଏହି କାମକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।
    1
    ବୀରମହାରାଜପୁର - ଚାରମାଳ ରାସ୍ତାର ଅମରପାଲି ନିକଟରେ ରାସ୍ତାରେ ଖାଲ ଥିଲା। ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଥିଲା। ଏନେଇ ବିଭାଗ ତରଫରୁ କୌଣସି ପ୍ରକାର ମରାମତି କରାଯାଉ ନ ଥିଲା। ଆଜି ଅମରପାଲି ଗ୍ରାମର ୱାର୍ଡସଭ୍ୟ ସଦାନନ୍ଦ ସେଠୀ ନିଜେ ଉକ୍ତ ଖାଲ କୁ ମରାମତି କରିଛନ୍ତି। ତାଙ୍କର ଏହି କାମକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    18 hrs ago
  • ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    1
    ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ଆଜି ଦିନ ଦିପହର ପ୍ରାୟ ୧୨ଟା ସମୟରେ ସହରର କପିଳାସ ରୋଡ଼ରେ ଘଟିଛି ଏକ ଲୁଟ ଘଟଣା।
    1
    ଆଜି ଦିନ ଦିପହର ପ୍ରାୟ ୧୨ଟା ସମୟରେ ସହରର କପିଳାସ ରୋଡ଼ରେ ଘଟିଛି ଏକ ଲୁଟ ଘଟଣା।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    19 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • Post by Samanta Sekhar Nayak
    2
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    19 hrs ago
  • ସୋନପୁର ଜିଲ୍ଲା ମେଘନାଦ ପାଚେରି ଦୋଳପୂର୍ଣ୍ଣିମାରେ ହରିହର ଭେଟଘାଟ ହେବାସହ ସଂସ୍କୃତିକ ପୋଗ୍ରାମ ଅନୁଷ୍ଠିତ ହୋଇଛି।
    1
    ସୋନପୁର ଜିଲ୍ଲା ମେଘନାଦ ପାଚେରି ଦୋଳପୂର୍ଣ୍ଣିମାରେ ହରିହର ଭେଟଘାଟ ହେବାସହ ସଂସ୍କୃତିକ ପୋଗ୍ରାମ  ଅନୁଷ୍ଠିତ ହୋଇଛି।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.