logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

27 ଅଗଷ୍ଟ ରେ ନିମାପଡା ସ୍ୱୟ ଶାସିତ କଲେଜରେ ହେବ ବିକଶିତ ଭାରତ ଗଠନ

55 min ago
user_Prasanta Kumar Nayak
Prasanta Kumar Nayak
Graphic designer ନିମାପଡା, ପୁରୀ, ଓଡ଼ିଶା•
55 min ago
a7ed470e-1b79-4e47-bd57-e1e0c208c42f

27 ଅଗଷ୍ଟ ରେ ନିମାପଡା ସ୍ୱୟ ଶାସିତ କଲେଜରେ ହେବ ବିକଶିତ ଭାରତ ଗଠନ

More news from ଓଡ଼ିଶା and nearby areas
  • ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    1
    ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    1 hr ago
  • ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ
    1
    ରାଜ୍ୟ ସରକାରଙ୍କ ସହ ମିଶି ଓଲା ଉବର ରାପିଡେ ଆଣିଲେ ଓନ୍ଲି ଡ୍ରାଇଭର ଙ୍କ ପାଇଁ ନୂଆ ନିୟମ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    13 hrs ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    22 hrs ago
  • *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_
    1
    *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* 

_दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    43 min ago
  • ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି‌ । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    1
    ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି 
ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି‌ । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ତ୍ୟାଗ, ତପସ୍ୟା ଓ ସେବାର ପ୍ରତୀକ ଥିଲେ ଦାଦି ପ୍ରକାଶମଣି। ପୁରୀ, ୨୫/୦୮/୨୦୨୬: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପୁରୀ ଶାଖା ପକ୍ଷରୁ ସଂସ୍ଥାର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟତିଥି ଅବସରରେ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି। ପୁରୀ ରାମଚଣ୍ଡୀ ସାହିସ୍ଥିତ ଆଶ୍ରମ ପରିସରରେ ପୂର୍ବାହ୍ନ ୮ଟା ୩୦ରେ ଏହି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସୂରଜମଲ ଶାହା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଧନୁର୍ଦ୍ଧର ମୁଦୁଲି ଯୋଗଦେଇ ଦାଦି ପ୍ରକାଶମଣିଜୀଙ୍କ ତ୍ୟାଗ, ତପସ୍ୟା, ସେବା ଓ ନମ୍ରତାର ସ୍ମୃତିଚାରଣ କରିଥିଲେ। ପଦପଦବୀ ଅନ୍ୟମାନଙ୍କୁ ଦିଗଦର୍ଶନ, ସମବେଦନା, ସହାନୁଭୂତି ଓ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ, ଅହଙ୍କାରରେ ଶାସନ କରିବା ପାଇଁ ନୁହେଁ ବୋଲି ସେ କହିଥିଲେ। ଦୀର୍ଘ ୩୮ ବର୍ଷ ଧରି ନିଃସ୍ୱାର୍ଥ ଆଧ୍ୟାତ୍ମିକ ସେବା ମାଧ୍ୟମରେ ଦାଦି ପ୍ରକାଶମଣିଜୀ ସଂସ୍ଥାର ବାର୍ତ୍ତାକୁ ବିଶ୍ୱର ୧୪୦ଟି ଦେଶରେ ପହଞ୍ଚାଇବାରେ ଅବଦାନ ରଖିଥିବାରୁ ସେ ପ୍ରାତଃସ୍ମରଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପୁରୀ ସବ୍‌ଜୋନ୍‌ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡାକ୍ତର ନିରୁପମା ଦାଦି ପ୍ରକାଶମଣିଜୀଙ୍କ ସହ ନିଜର ଦୀର୍ଘଦିନର ସୁଖଦ ଅନୁଭୂତି ବଖାଣିଥିଲେ। ସଂସ୍ଥାର ସହନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରତିମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ସମର୍ପିତ ଭ୍ରାତା ଡାକ୍ତର ସତ୍ୟାନନ୍ଦ ମଞ୍ଚ ସଂଯୋଜନା କରିଥିଲେ। ପରେ ପୂର୍ବାହ୍ନ ୯ଟା ୩୦ରେ ସଂସ୍ଥାର ବ୍ରହ୍ମାଧାମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କ ଅଫିସର ଡାକ୍ତର ଦୀପକ କୁମାର ସାହୁ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସହକାରୀ ପ୍ରଫେସର ଡାକ୍ତର ବିମଳ କୁମାର ସାହୁ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟସ୍ମୃତି ଉଦ୍ଦେଶ୍ୟରେ ଗତକାଲି ଅସ୍ତରଙ୍ଗ ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ
    4
    ତ୍ୟାଗ, ତପସ୍ୟା ଓ ସେବାର ପ୍ରତୀକ ଥିଲେ ଦାଦି ପ୍ରକାଶମଣି।

ପୁରୀ, ୨୫/୦୮/୨୦୨୬:
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପୁରୀ ଶାଖା ପକ୍ଷରୁ ସଂସ୍ଥାର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟତିଥି ଅବସରରେ ସ୍ମୃତି ସମାରୋହ ଆୟୋଜିତ ହୋଇଯାଇଛି। ପୁରୀ ରାମଚଣ୍ଡୀ ସାହିସ୍ଥିତ ଆଶ୍ରମ ପରିସରରେ ପୂର୍ବାହ୍ନ ୮ଟା ୩୦ରେ ଏହି ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ସୂରଜମଲ ଶାହା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଧନୁର୍ଦ୍ଧର ମୁଦୁଲି ଯୋଗଦେଇ ଦାଦି ପ୍ରକାଶମଣିଜୀଙ୍କ ତ୍ୟାଗ, ତପସ୍ୟା, ସେବା ଓ ନମ୍ରତାର ସ୍ମୃତିଚାରଣ କରିଥିଲେ। ପଦପଦବୀ ଅନ୍ୟମାନଙ୍କୁ ଦିଗଦର୍ଶନ, ସମବେଦନା, ସହାନୁଭୂତି ଓ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ, ଅହଙ୍କାରରେ ଶାସନ କରିବା ପାଇଁ ନୁହେଁ ବୋଲି ସେ କହିଥିଲେ।
ଦୀର୍ଘ ୩୮ ବର୍ଷ ଧରି ନିଃସ୍ୱାର୍ଥ ଆଧ୍ୟାତ୍ମିକ ସେବା ମାଧ୍ୟମରେ ଦାଦି ପ୍ରକାଶମଣିଜୀ ସଂସ୍ଥାର ବାର୍ତ୍ତାକୁ ବିଶ୍ୱର ୧୪୦ଟି ଦେଶରେ ପହଞ୍ଚାଇବାରେ ଅବଦାନ ରଖିଥିବାରୁ ସେ ପ୍ରାତଃସ୍ମରଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଏହି ଅବସରରେ ପୁରୀ ସବ୍‌ଜୋନ୍‌ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡାକ୍ତର ନିରୁପମା ଦାଦି ପ୍ରକାଶମଣିଜୀଙ୍କ ସହ ନିଜର ଦୀର୍ଘଦିନର ସୁଖଦ ଅନୁଭୂତି ବଖାଣିଥିଲେ। ସଂସ୍ଥାର ସହନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରତିମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ସମର୍ପିତ ଭ୍ରାତା ଡାକ୍ତର ସତ୍ୟାନନ୍ଦ ମଞ୍ଚ ସଂଯୋଜନା କରିଥିଲେ।
ପରେ ପୂର୍ବାହ୍ନ ୯ଟା ୩୦ରେ ସଂସ୍ଥାର ବ୍ରହ୍ମାଧାମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କ ଅଫିସର ଡାକ୍ତର ଦୀପକ କୁମାର ସାହୁ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସହକାରୀ ପ୍ରଫେସର ଡାକ୍ତର ବିମଳ କୁମାର ସାହୁ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ସେହିପରି ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟସ୍ମୃତି ଉଦ୍ଦେଶ୍ୟରେ ଗତକାଲି ଅସ୍ତରଙ୍ଗ ବ୍ରହ୍ମାକୁମାରୀ ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    14 hrs ago
  • iphone ନୁହେଁ, ବରଂ ଏହି କାରଣ ପାଇଁ ଆତ୍ମହତ୍ୟା କୁ ବାଛି ନେଲା କୁନାଲ । ପରିବାରରେ ସବୁଲେବେଲେ ଝଗଡ଼ା ନେଲା ଭୟଙ୍କର ରୂପ । ଶେଷରେ ଚାଲିଗଲା ତିନି ତିନିଟି ଜୀବନ । ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା କୁନାଲ ନିଜର ଜିଦ୍ ବା ଆସନ୍ତୋଷ ପାଇଁ ଜୀବନ ହରାଇଲା ।
    1
    iphone ନୁହେଁ, ବରଂ ଏହି କାରଣ ପାଇଁ ଆତ୍ମହତ୍ୟା କୁ ବାଛି ନେଲା କୁନାଲ ।
ପରିବାରରେ ସବୁଲେବେଲେ ଝଗଡ଼ା ନେଲା ଭୟଙ୍କର ରୂପ । ଶେଷରେ ଚାଲିଗଲା ତିନି ତିନିଟି ଜୀବନ । ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା କୁନାଲ ନିଜର ଜିଦ୍ ବା ଆସନ୍ତୋଷ ପାଇଁ ଜୀବନ ହରାଇଲା ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର
    1
    ଆସନ୍ତା 28ତାରିଖ ରେ ସୁଭଦ୍ରା ଭଉଣୀ ଙ୍କ ଆକାଉଣ୍ଟ କୁ ଆସିବା ପଞ୍ଚମ କିସ୍ତି ଟଙ୍କା ଘୋଷଣା କଲେ ମୋହନ ସରକାର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.