Shuru
Apke Nagar Ki App…
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକର ସାଲେଭଟା ଗ୍ରାମରେ ପିଇବା ପାଣିକୁ ନେଇ ଅସୁବିଧା ଉପୁଜିଥିବା ଜଣାପଡ଼ିଛି।
Reporter Dilip ku Yadav
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକର ସାଲେଭଟା ଗ୍ରାମରେ ପିଇବା ପାଣିକୁ ନେଇ ଅସୁବିଧା ଉପୁଜିଥିବା ଜଣାପଡ଼ିଛି।
More news from ଓଡ଼ିଶା and nearby areas
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ସଦର ମେଡିକାଲ୍ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବାବେଳେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।1
- ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସୁରକ୍ଷା କର୍ମୀମାନେ ଧାରଣା ଦେଇଛନ୍ତି। ସେମାନଙ୍କୁ ଗତ ତିନି ମାସ ହେଲା ଦରମା ମିଳିନଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି।2
- ସୁବର୍ଣ୍ଣପୁର ଜିଲ୍ଲାର କର୍ଲାଯୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ ଡମ୍ବରୁଧର ଦୀପ କାର୍ଯ୍ୟ କରୁଛନ୍ତି।1
- କୋରାପୁଟର କୃଷକ କଲ୍ୟାଣ ମଞ୍ଚର ସଦସ୍ୟମାନେ ଧାରଣାରେ ବସିଛନ୍ତି। ଏହି ପ୍ରତିବାଦ କୋରାପୁଟ ଜିଲ୍ଲାରେ ଆୟୋଜିତ ହୋଇଛି।1
- ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।1
- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢ଼େପଗୁଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡି ଭିତରେ ଚାପିହୋଇ ଟ୍ୟାଙ୍କରର ଚାଳକଙ୍କ ମୃତ୍ୟୁ ଘଟିଛି।1