logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭକ୍ତି ଓ ନିଷ୍ଠାରେ ଶ୍ରୀକ୍ଷେତ୍ର ପୁରୀରେ ବୁଧେଇ ଓଷା ପାଳିତ। ପୁରୀ: ବୁଧେଇ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଓଡ଼ିଶାର ଗାଁଠୁ ସହର ସବୁଠି ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି ବୁଧେଇ ଓଷା। ଭାଦ୍ରବ ମାସର ବୁଧବାରଗୁଡ଼ିକରେ ମହିଳାମାନେ ସନ୍ତାନଙ୍କ ମଙ୍ଗଳ ଓ ପରିବାରର ସୁଖଶାନ୍ତି କାମନା କରି ଏହି ଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ପୂଜାସ୍ଥଳୀକୁ ଗୋବରରେ ଲିପି ଶୁଦ୍ଧ କରାଯାଇଥିଲା। ଏହାପରେ ଶିଳ ଓ ଶିଳପୁଆଙ୍କୁ ଦେବଦେବୀ ଭାବେ ପୂଜା କରାଯାଏ। ଗଙ୍ଗାଜଳରେ ସ୍ନାନ କରାଇ ହଳଦୀକନା ଓ ସୂତାରେ ନାରୀବେଶ ଦିଆଯାଇଥାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଲଗାଇ ଫୁଲ, ଫଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଏ। ପ୍ରଥମ ପାଳିରେ ନଡ଼ିଆ ବସାଇବାର ପରମ୍ପରା ଥିବାବେଳେ ଶେଷ ପାଳିରେ ନଡ଼ିଆ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ଏଥିସହ ଶେଷ ପାଳିରେ ପାଞ୍ଚ ପ୍ରକାର ପିଠାପଣା ଭୋଗ କରାଯାଇଥାଏ। ଭକ୍ତି, ନିଷ୍ଠା ଓ ପରମ୍ପରାର ଏହି ପବିତ୍ର ଓଷା ପରିବାରର ମଙ୍ଗଳ କାମନାରେ ଓଡ଼ିଆ ଘରେ ଦୀର୍ଘଦିନ ଧରି ପାଳିତ ହୋଇଆସୁଛି।

3 hrs ago
user_Dr.Manoj kumar baliarsingh
Dr.Manoj kumar baliarsingh
ପୁରୀ (M), ପୁରୀ, ଓଡ଼ିଶା•
3 hrs ago

ଭକ୍ତି ଓ ନିଷ୍ଠାରେ ଶ୍ରୀକ୍ଷେତ୍ର ପୁରୀରେ ବୁଧେଇ ଓଷା ପାଳିତ। ପୁରୀ: ବୁଧେଇ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଓଡ଼ିଶାର ଗାଁଠୁ ସହର ସବୁଠି ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି ବୁଧେଇ ଓଷା। ଭାଦ୍ରବ ମାସର ବୁଧବାରଗୁଡ଼ିକରେ ମହିଳାମାନେ ସନ୍ତାନଙ୍କ ମଙ୍ଗଳ ଓ ପରିବାରର ସୁଖଶାନ୍ତି କାମନା କରି ଏହି ଓଷା ପାଳନ କରିଥାନ୍ତି। ପରମ୍ପରା ଅନୁଯାୟୀ ପୂଜାସ୍ଥଳୀକୁ ଗୋବରରେ ଲିପି ଶୁଦ୍ଧ କରାଯାଇଥିଲା। ଏହାପରେ ଶିଳ ଓ ଶିଳପୁଆଙ୍କୁ ଦେବଦେବୀ ଭାବେ ପୂଜା କରାଯାଏ। ଗଙ୍ଗାଜଳରେ ସ୍ନାନ କରାଇ ହଳଦୀକନା ଓ ସୂତାରେ ନାରୀବେଶ ଦିଆଯାଇଥାଏ। ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଲଗାଇ ଫୁଲ, ଫଳ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଏ। ପ୍ରଥମ ପାଳିରେ ନଡ଼ିଆ ବସାଇବାର ପରମ୍ପରା ଥିବାବେଳେ ଶେଷ ପାଳିରେ ନଡ଼ିଆ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ। ଏଥିସହ ଶେଷ ପାଳିରେ ପାଞ୍ଚ ପ୍ରକାର ପିଠାପଣା ଭୋଗ କରାଯାଇଥାଏ। ଭକ୍ତି, ନିଷ୍ଠା ଓ ପରମ୍ପରାର ଏହି ପବିତ୍ର ଓଷା ପରିବାରର ମଙ୍ଗଳ କାମନାରେ ଓଡ଼ିଆ ଘରେ ଦୀର୍ଘଦିନ ଧରି ପାଳିତ ହୋଇଆସୁଛି।

More news from Odisha and nearby areas
  • କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    1
    କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା  
କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    9 hrs ago
  • ଆଠଗଡ ବିଧାୟକ ଆଠଗଡ ତିଗିରିଆ ଜନ ସାଧାରଣଙ୍କୁ କଣ୍ଢେଇ କହି ଅପମାନିତ କରିଥିବା ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବିଧାୟକ ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା। ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ତିଗିରିଆ ଜନ ସାଧାରଣଙ୍କୁ କଣ୍ଢେଇ କହି ଅପମାନିତ କରିଥିବା ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବିଧାୟକ ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା।
    1
    ଆଠଗଡ ବିଧାୟକ ଆଠଗଡ ତିଗିରିଆ ଜନ ସାଧାରଣଙ୍କୁ କଣ୍ଢେଇ କହି ଅପମାନିତ କରିଥିବା ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବିଧାୟକ ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା।
ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ତିଗିରିଆ ଜନ ସାଧାରଣଙ୍କୁ କଣ୍ଢେଇ କହି ଅପମାନିତ କରିଥିବା ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବିଧାୟକ ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    1 hr ago
  • କଟକ ଜିଲ୍ଲା ସାଲେପୁର ଠାରେ ଆଇଚର ସହ ଟାଟାଏସି ମୁହାଁ ମୁହିଁ ଧକ୍କା ଘଟଣାସ୍ଥଳରେ ଜଣେ ଆରୋହୀ ଗୁରୁତର ତୁଇ ଡ୍ରାଇଭର ଫେରାର
    1
    କଟକ ଜିଲ୍ଲା ସାଲେପୁର ଠାରେ ଆଇଚର ସହ ଟାଟାଏସି ମୁହାଁ ମୁହିଁ ଧକ୍କା ଘଟଣାସ୍ଥଳରେ ଜଣେ ଆରୋହୀ ଗୁରୁତର ତୁଇ ଡ୍ରାଇଭର ଫେରାର
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    14 hrs ago
  • ଲୋକ ଙ୍କ ପାଇଁ ସରକାର ଙ୍କ ତରଫରୁ ଶିଳାନ୍ୟାସ କରାଯାଇଛି ବିଭିନ୍ନ ଯୋଜନା
    1
    ଲୋକ ଙ୍କ ପାଇଁ ସରକାର ଙ୍କ ତରଫରୁ ଶିଳାନ୍ୟାସ କରାଯାଇଛି ବିଭିନ୍ନ ଯୋଜନା
    user_Prime time press
    Prime time press
    Agistment service Nayagarh, Odisha•
    14 hrs ago
  • ​📢 ଖୁସି ଖବର! ଖୁସି ଖବର! ନୂଆଗାଁ ଅଞ୍ଚଳରେ ପ୍ରଥମ ଥର ପାଇଁ... 📢 ​🎓 CIT COURSE (Certificate in Information Technology) 🎓 ​✨ କୋର୍ସର ବିଶେଷତା: ​🇮🇳 ସର୍ବଭାରତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ (Valid all over India) ​🏛️ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର (UGC / AICTE Approved University Certificate) ​💼 ସମସ୍ତ ସରକାରୀ ଓ ବେସରକାରୀ ଚାକିରି ପାଇଁ ଅତ୍ୟନ୍ତ ଉପଯୋଗୀ ​⏱️ ଅବଧି: ମାତ୍ର ୩ ମାସ ​🔥 ସୀମିତ ସମୟ ପାଇଁ ବିଶେଷ ଅଫର୍! 🔥 ଚଳିତ ମାସ ପାଇଁ କୋର୍ସ ଫି: ମାତ୍ର ₹୨,୫୦୦/- ଟଙ୍କା ​👉 ଆଉ ଡେରି କାହିଁକି? ଆଜି ହିଁ ନିଜର ସିଟ୍ ବୁକ୍ କରନ୍ତୁ! ​📍 ଅନୁଷ୍ଠାନ: ଆଦର୍ଶ କମ୍ପ୍ୟୁଟର, ନୂଆଗାଁ 📞 ଯୋଗାଯୋଗ: 7008702823
    2
    ​📢 ଖୁସି ଖବର! ଖୁସି ଖବର! ନୂଆଗାଁ ଅଞ୍ଚଳରେ ପ୍ରଥମ ଥର ପାଇଁ... 📢
​🎓 CIT COURSE (Certificate in Information Technology) 🎓
​✨ କୋର୍ସର ବିଶେଷତା:
​🇮🇳 ସର୍ବଭାରତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ (Valid all over India)
​🏛️ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର (UGC / AICTE Approved University Certificate)
​💼 ସମସ୍ତ ସରକାରୀ ଓ ବେସରକାରୀ ଚାକିରି ପାଇଁ ଅତ୍ୟନ୍ତ ଉପଯୋଗୀ
​⏱️ ଅବଧି: ମାତ୍ର ୩ ମାସ
​🔥 ସୀମିତ ସମୟ ପାଇଁ ବିଶେଷ ଅଫର୍! 🔥
ଚଳିତ ମାସ ପାଇଁ କୋର୍ସ ଫି: ମାତ୍ର ₹୨,୫୦୦/- ଟଙ୍କା
​👉 ଆଉ ଡେରି କାହିଁକି? ଆଜି ହିଁ ନିଜର ସିଟ୍ ବୁକ୍ କରନ୍ତୁ!
​📍 ଅନୁଷ୍ଠାନ: ଆଦର୍ଶ କମ୍ପ୍ୟୁଟର, ନୂଆଗାଁ
📞 ଯୋଗାଯୋଗ: 7008702823
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    18 hrs ago
  • चोरी से चोरी से छुप छुप के मैने तिनका तिनका चुन के सपना एक बनाया, डोरी से डोरी से बुन बन के मैने तिनका तिनका बुन के सपना एकबनाया
    1
    चोरी से चोरी से छुप छुप के मैने तिनका तिनका चुन के सपना एक बनाया,
डोरी से डोरी से बुन बन के मैने तिनका तिनका बुन के सपना एकबनाया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । 
ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    10 hrs ago
  • ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll
    1
    ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll 
ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    2 hrs ago
  • #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ..... ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। #ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    1
    #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ.....

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା

ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି।

ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

#ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.