logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ର ସରକାରଙ୍କ #ମିଶନବାତ୍ସଲ୍ୟ ଯୋଜନାରେ ବାପା ମାଁ ଛେଉଣ୍ଡ ପିଲାମାନଙ୍କ ପାଇଁ ସରକାର ମାସିକ ୪ ହଜାର ଟଙ୍କାର ମାସିକ ସ୍ପନସରସିପ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।କିନ୍ତୁ ଆଜି ମଧ୍ୟ ଆମ ଅଞ୍ଚଳରେ ଶହ ଶହ ଶିଶୁମାନେ ଏଥିରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।ଯେତେବେଳେ ଏଭଳି କିଛି ଅଭିଯୋଗ ଆମେ କରୁଛୁ ତାହାର ସମାଧାନ କରିବା ପ୍ରତିବଦଳରେ ସେହି ଅସହାୟ ଶିଶୁମାନଙ୍କୁ ବରଗଡ଼ ଅଫିସ ଯିବା ପାଇଁ କୁହାଯାଉଛି ଯାହାକି ଅନେକାଂଶରେ ସମ୍ଭବ ହେଉନାହିଁ।ଅନେକ ପିଲାମାନେ ବର୍ଷ ବର୍ଷ ଧରି ଏଭଳି ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି ଯାହା କି ପ୍ରଶାସନିକ ବିଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।କିଛି ଦିନ ତଳେ ଏଭଳି ୫-୬ ଜଣ ଶିଶୁଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।। ଆହୁରି ମଧ୍ୟ କହିବାକୁ ଚାହୁଁଛୁ ଯେ ବାପ ମାଁ ଛେଉଣ୍ଡ/ବାପ ଛେଉଣ୍ଡ ଛାତ୍ରଛାତ୍ରୀ ମାନଙ୍କ ପାଇଁ #ଗ୍ରୀନପ୍ୟାସେଜ ଯୋଜନା ରେ ମାଗଣାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ରହିଛି କିନ୍ତୁ ଆଜିମଧ୍ୟ ଏହି ଯୋଜନା ର ସଫଳ ରୂପାୟନ ହୋଇପାରୁନାହିଁ।କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ସହ ସମ୍ପୃକ୍ତ ବିଭାଗ ତଥା ଶିଶୁ ସୁରକ୍ଷା ସମିତି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି।ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଜିଲ୍ଲାର ଗୋଟିଏ ଅଫିସ ଅଛି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି ତେବେ ତାହାର ମଧ୍ୟ ବ୍ୟବସ୍ଥା ସରକାରୀ ସ୍ତରରେ ହେବା ଉଚିତ କିନ୍ତୁ କୌଣସି ବ୍ୟବସ୍ଥା ନ କରି କେବଳ କାଗଜପତ୍ର ଏବଂ ବ୍ୟାନର ପୋଷ୍ଟରରେ ଯୋଜନା ରହିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏଥିପ୍ରତି ସରକାର ତଥା ପ୍ରଶାସନ ନିଶ୍ଚିତ ଭାବେ ଧ୍ୟାନ ଦେବେ ବୋଲି ଆଶା।ଏଭଳି ଅସହାୟ ବର୍ଗ ଜୀବନରେ ଅନେକ ସଂଘର୍ଷ କରିଆସୁଛନ୍ତି, କାରଣ ବିଧବା ମହିଳା ହେଉ ଅବା ବାପ ମାଁ ଛେଉଣ୍ଡ ପିଲାମାନେ ଅଫିସ ପହଞ୍ଚି ଅଭିଯୋଗ କରିବା ପ୍ରାୟ ଅସମ୍ଭବ ସଦୃଶ କାରଣ ଆମେ ଯାହା ଦେଖୁଛୁ ବିନା କୌଣସ କେନ୍ଦ୍ର ସରକାରଙ୍କ #ମିଶନବାତ୍ସଲ୍ୟ ଯୋଜନାରେ ବାପା ମାଁ ଛେଉଣ୍ଡ ପିଲାମାନଙ୍କ ପାଇଁ ସରକାର ମାସିକ ୪ ହଜାର ଟଙ୍କାର ମାସିକ ସ୍ପନସରସିପ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।କିନ୍ତୁ ଆଜି ମଧ୍ୟ ଆମ ଅଞ୍ଚଳରେ ଶହ ଶହ ଶିଶୁମାନେ ଏଥିରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।ଯେତେବେଳେ ଏଭଳି କିଛି ଅଭିଯୋଗ ଆମେ କରୁଛୁ ତାହାର ସମାଧାନ କରିବା ପ୍ରତିବଦଳରେ ସେହି ଅସହାୟ ଶିଶୁମାନଙ୍କୁ ବରଗଡ଼ ଅଫିସ ଯିବା ପାଇଁ କୁହାଯାଉଛି ଯାହାକି ଅନେକାଂଶରେ ସମ୍ଭବ ହେଉନାହିଁ।ଅନେକ ପିଲାମାନେ ବର୍ଷ ବର୍ଷ ଧରି ଏଭଳି ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି ଯାହା କି ପ୍ରଶାସନିକ ବିଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।କିଛି ଦିନ ତଳେ ଏଭଳି ୫-୬ ଜଣ ଶିଶୁଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।। ଆହୁରି ମଧ୍ୟ କହିବାକୁ ଚାହୁଁଛୁ ଯେ ବାପ ମାଁ ଛେଉଣ୍ଡ/ବାପ ଛେଉଣ୍ଡ ଛାତ୍ରଛାତ୍ରୀ ମାନଙ୍କ ପାଇଁ #ଗ୍ରୀନପ୍ୟାସେଜ ଯୋଜନା ରେ ମାଗଣାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ରହିଛି କିନ୍ତୁ ଆଜିମଧ୍ୟ ଏହି ଯୋଜନା ର ସଫଳ ରୂପାୟନ ହୋଇପାରୁନାହିଁ।କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ସହ ସମ୍ପୃକ୍ତ ବିଭାଗ ତଥା ଶିଶୁ ସୁରକ୍ଷା ସମିତି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି।ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଜିଲ୍ଲାର ଗୋଟିଏ ଅଫିସ ଅଛି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି ତେବେ ତାହାର ମଧ୍ୟ ବ୍ୟବସ୍ଥା ସରକାରୀ ସ୍ତରରେ ହେବା ଉଚିତ କିନ୍ତୁ କୌଣସି ବ୍ୟବସ୍ଥା ନ କରି କେବଳ କାଗଜପତ୍ର ଏବଂ ବ୍ୟାନର ପୋଷ୍ଟରରେ ଯୋଜନା ରହିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏଥିପ୍ରତି ସରକାର ତଥା ପ୍ରଶାସନ ନିଶ୍ଚିତ ଭାବେ ଧ୍ୟାନ ଦେବେ ବୋଲି ଆଶା।ଏଭଳି ଅସହାୟ ବର୍ଗ ଜୀବନରେ ଅନେକ ସଂଘର୍ଷ କରିଆସୁଛନ୍ତି, କାରଣ ବିଧବା ମହିଳା ହେଉ ଅବା ବାପ ମାଁ ଛେଉଣ୍ଡ ପିଲାମାନେ ଅଫିସ ପହଞ୍ଚି ଅଭିଯୋଗ କରିବା ପ୍ରାୟ ଅସମ୍ଭବ ସଦୃଶ କାରଣ ଆମେ ଯାହା ଦେଖୁଛୁ ବିନା କୌଣସି ସହାୟତା ପାଇ ଏଭଳି ଛାତ୍ରଛାତ୍ରୀ ବହୁ କଷ୍ଟରେ ପାଠ ପଢ଼ୁଛନ୍ତି ଏବଂ ଜୀବନ ସଂଘର୍ଷ କରୁଛନ୍ତି. CMO Odisha #childwelfare #ChildRightsMatter #RightToEducation

9 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
9 hrs ago
24779ffe-2736-402d-9c8d-5f7a306687aa

More news from ଓଡ଼ିଶା and nearby areas
  • #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    1
    #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ
ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ।
#ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    14 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।
    1
    ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    11 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • କୁଟି ସେ ଆ ନା ଜାନା
    1
    କୁଟି ସେ ଆ ନା ଜାନା
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.