logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାଉଗାଁରେ ବଢୁଥିବା ଚୋରି ରାହାଜାନିକୁ ରୋକିବାପାଇଁ ଅଧିକ ଗୃହରଖି ନିଯୁକ୍ତି ପାଇଁ ଦାବୀ  ଜଗତସିଂହପୁର ୧୯/୪- ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ଅଞ୍ଚଳରେ ବଢୁଥିବା ଚୋରି ରାହାଜାନିକୁ ରୋକିବାପାଇଁ ଅଧିକ ଗୃହରଖି ନିଯୁକ୍ତି ଅଧିକ ପେଟ୍ରୋଲିଙ୍ଗ ପାଇଁ ଦାବୀ କରି ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଦାବୀ ଅନୁଯାଇ ନାଉଗାଁ ବ୍ଲକର ବିଭିନ୍ନ ଅଂଚଳ ଯଥା ନାଉଗାଁ ହାଟ, ବ୍ଲକ ଛକ, ମୁଣ୍ଡାଳ ବଜାର, ଅଲଣା ହାଟ, ଦେବୀଦେଉଳ, କଣ୍ଟୁଣିଆହାଟ, ବାହାଲିଆ ସାହି ବଜାର, ଗଙ୍ଗଦା ହାଟ, ଡେରିକି ବଜାର, ଗାରୋହୀ ବଜାର, ଶିଖର ପୋଲ, ଦେବୀ ଦେଉଳ ପୋଲ, ଡାହାଣୀଖିଆ ପୋଲ ପ୍ରମୁଖ ସ୍ଥାନମାନଙ୍କରେ ଅନ୍ଧାରୁଆ ନିଛାଟିଆ ହୋଇଥିବାରୁ ଚୋର ଡକାୟତମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି l ଏହି ସମସ୍ତ ସ୍ଥାନମାନଙ୍କରେ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଦାବୀ ହେଉଛ l ରାତ୍ରିବେଳା ଏହି ସବୁ ସ୍ଥାନମାନଙ୍କରେ ସାଧାରଣତଃ ଯାତାୟାତ ପାଇଁ ଲୋକମାନେ ଭୟଭିତ ହେଉଛନ୍ତି l ନିଜ ଜୀବନକୁ ବାଜିରେ ଲଗାଇ ଭଗବାନ ଭରସାରେ ଯାଇଥାନ୍ତି l ଲୋକାମାନଙ୍କ ମନରେ ଭଭୟ ଓ ଅସୁରକ୍ଷା ଭାବ ସୃଷ୍ଟି ହେଉଛି l ଏହି ରାସ୍ତା ମାନଙ୍କରେ ଵେବସାୟ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ନାଉଗାଁ ଅଞ୍ଚଳରେ ଅଧିକ ପୋଲିସ କର୍ମଚାରୀ ନଥିବାବେଳେ ପେଟ୍ରୋଲିଙ୍ଗ କମ ହେଉଥିବାରୁ ମଦ୍ୟପ, ଚୋର ଓ ଡକାୟତମାନଙ୍କର ପାଦ୍ରୁଭାବ ବଢିଯାଇଛି l ଯାହାଫଳରେ ସାଧାରଣ ଲୋକମାନେ ହଇରାଣରେ ପଡୁଛନ୍ତି l ଏହାକୁ ଦୃଷ୍ଟିରେ ସୁନୀଲ କୁମାର ମାଟିଆ, ସଂଜୟ କୁମାର ସାହୁ, ନିହାର ବସ୍ତିଆ, ପଦ୍ମ ଚରଣ ରାଉତ, ଅନିଲ ଲେଙ୍କା, ସୁବାଷ ମହାନ୍ତି, ନରେଶ ସେଠିଙ୍କ ସ୍ଥାନୀୟ ଅଞ୍ଚଳବାସୀ ଉକ୍ତ ଅଂଚଳମାନଙ୍କରେ ପୋଲିସ ପେଟ୍ରୋଲିଙ୍ଗ ବୃଦ୍ଧି, ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା, ଅଧିକ ସଂଖ୍ୟକ ଗୃହରଖି ମୃତୟନ କରାଯାଇ ଆବଶ୍ୟକ ସ୍ଥଳେ ସ୍ଥାୟୀ ପୋଲିସ ଚେକପୋଷ୍ଟ ସ୍ଥାପନ କରାଯିବାପାଇଁ ଏକ ଦସ୍ଥଖତ ସମ୍ବଳିତ ଦାବିପତ୍ର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି l

20 hrs ago
user_Ranjan Khuntia
Ranjan Khuntia
Jagatsinghapur, Odisha•
20 hrs ago
67cc1a20-3786-4ec3-93c9-55e7763f5bb1

ନାଉଗାଁରେ ବଢୁଥିବା ଚୋରି ରାହାଜାନିକୁ ରୋକିବାପାଇଁ ଅଧିକ ଗୃହରଖି ନିଯୁକ୍ତି ପାଇଁ ଦାବୀ  ଜଗତସିଂହପୁର ୧୯/୪- ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ଅଞ୍ଚଳରେ ବଢୁଥିବା ଚୋରି ରାହାଜାନିକୁ ରୋକିବାପାଇଁ ଅଧିକ ଗୃହରଖି ନିଯୁକ୍ତି ଅଧିକ ପେଟ୍ରୋଲିଙ୍ଗ ପାଇଁ ଦାବୀ କରି ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଦାବୀ ଅନୁଯାଇ ନାଉଗାଁ ବ୍ଲକର ବିଭିନ୍ନ ଅଂଚଳ ଯଥା ନାଉଗାଁ ହାଟ, ବ୍ଲକ ଛକ, ମୁଣ୍ଡାଳ ବଜାର, ଅଲଣା ହାଟ, ଦେବୀଦେଉଳ, କଣ୍ଟୁଣିଆହାଟ, ବାହାଲିଆ ସାହି ବଜାର, ଗଙ୍ଗଦା ହାଟ, ଡେରିକି ବଜାର, ଗାରୋହୀ ବଜାର, ଶିଖର ପୋଲ, ଦେବୀ ଦେଉଳ ପୋଲ, ଡାହାଣୀଖିଆ ପୋଲ ପ୍ରମୁଖ ସ୍ଥାନମାନଙ୍କରେ ଅନ୍ଧାରୁଆ ନିଛାଟିଆ ହୋଇଥିବାରୁ ଚୋର ଡକାୟତମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି l ଏହି ସମସ୍ତ ସ୍ଥାନମାନଙ୍କରେ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଦାବୀ ହେଉଛ l ରାତ୍ରିବେଳା ଏହି ସବୁ ସ୍ଥାନମାନଙ୍କରେ ସାଧାରଣତଃ ଯାତାୟାତ ପାଇଁ ଲୋକମାନେ ଭୟଭିତ ହେଉଛନ୍ତି l ନିଜ ଜୀବନକୁ ବାଜିରେ

9ef5c463-16ab-4ec7-aa61-1f95e32358f2

ଲଗାଇ ଭଗବାନ ଭରସାରେ ଯାଇଥାନ୍ତି l ଲୋକାମାନଙ୍କ ମନରେ ଭଭୟ ଓ ଅସୁରକ୍ଷା ଭାବ ସୃଷ୍ଟି ହେଉଛି l ଏହି ରାସ୍ତା ମାନଙ୍କରେ ଵେବସାୟ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ନାଉଗାଁ ଅଞ୍ଚଳରେ ଅଧିକ ପୋଲିସ କର୍ମଚାରୀ ନଥିବାବେଳେ ପେଟ୍ରୋଲିଙ୍ଗ କମ ହେଉଥିବାରୁ ମଦ୍ୟପ, ଚୋର ଓ ଡକାୟତମାନଙ୍କର ପାଦ୍ରୁଭାବ ବଢିଯାଇଛି l ଯାହାଫଳରେ ସାଧାରଣ ଲୋକମାନେ ହଇରାଣରେ ପଡୁଛନ୍ତି l ଏହାକୁ ଦୃଷ୍ଟିରେ ସୁନୀଲ କୁମାର ମାଟିଆ, ସଂଜୟ କୁମାର ସାହୁ, ନିହାର ବସ୍ତିଆ, ପଦ୍ମ ଚରଣ ରାଉତ, ଅନିଲ ଲେଙ୍କା, ସୁବାଷ ମହାନ୍ତି, ନରେଶ ସେଠିଙ୍କ ସ୍ଥାନୀୟ ଅଞ୍ଚଳବାସୀ ଉକ୍ତ ଅଂଚଳମାନଙ୍କରେ ପୋଲିସ ପେଟ୍ରୋଲିଙ୍ଗ ବୃଦ୍ଧି, ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା, ଅଧିକ ସଂଖ୍ୟକ ଗୃହରଖି ମୃତୟନ କରାଯାଇ ଆବଶ୍ୟକ ସ୍ଥଳେ ସ୍ଥାୟୀ ପୋଲିସ ଚେକପୋଷ୍ଟ ସ୍ଥାପନ କରାଯିବାପାଇଁ ଏକ ଦସ୍ଥଖତ ସମ୍ବଳିତ ଦାବିପତ୍ର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି l

More news from ଓଡ଼ିଶା and nearby areas
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    7 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    55 min ago
  • ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    1
    ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    1
    ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.