Shuru
Apke Nagar Ki App…
Chocolate boy Kumar
More news from ଓଡ଼ିଶା and nearby areas
- Post by GANESH PANlGRAHl1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚୂନଘାଟି ଜଙ୍ଗଲରୁ ମିଳିଥିବା ଅର୍ଦ୍ଧଦଗ୍ଧ ଶବ ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।1
- ଏକ ଦିବସୀୟ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ। ସରକାରୀ ମହିଳା ମହାବିଦ୍ୟାଳୟ ପୁରୀ ଠାରେ ଏକ ଦିବସୀୟ ଜାତୀୟ ସ୍ତରୀୟ ପାଠଚକ୍ର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି।ଏହି ପାଠଚକ୍ର କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧକ୍ଷ ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ବେହେରା ଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବିଜୟ କୁମାର ଶତପଥୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ବିଶ୍ୱ ଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନର ପ୍ରଫେସର ଡ଼ଃ ରବୀନ୍ଦ୍ର କୁମାର ଦାସ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ପ୍ରାକ୍ତନ ପ୍ରଫେସର ଡ଼ଃ ରଞ୍ଜିତ କୁମାର ପରିଡା ତଥା ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ନେତ୍ରାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରର ଶୀର୍ଷକ ଓଡ଼ିଆ ଅସ୍ମିତା ଓ ସାମ୍ପ୍ରତିକ ସ୍ଥିତିରେ ଆମ ଭାଷା ସାହିତ୍ୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅଧ୍ୟାପିକା ଶ୍ରୀମତି ସୁକାନ୍ତି ମହାନ୍ତି ,ପଙ୍କଜିନି ପଣ୍ଡା ,ପ୍ରଭାସିନୀ ପ୍ରଧାନ ,ପୁଷ୍ପ ମଞ୍ଜରୀ ଓଝା ,ବିଜୟଲକ୍ଷ୍ମୀ ମହାରଣା ଓ ଅଧ୍ୟାପକ ରଶ୍ମିକାନ୍ତ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ ସହଯୋଗ କରିଥିଲେ ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଅଧ୍ୟାପକ ଡ଼ଃ ବିଭୁ ପ୍ରସାଦ ଶତପଥୀ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଗବେଷକ ତଥା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।4
- Jay Jagannath 🙏1
- Post by User5115 Susanta Kumar Pattnaik1
- ଆମେ ଏଠି ସମସ୍ତଙ୍କୁ ଶାସନ କରିବାରେ ଦେଖିଛୁ. ସବୁ Corrupted. ସରକାର ଆଉ କାର୍ଯ୍ୟଶୈଳୀ କୁ ପରିବର୍ତନ କରିବା ସମୟ ଆସିଯାଇଛି. ରାଷ୍ଟ୍ରପତି ଶାସନ ଲାଗୁ କରିବା ସମୟ ଆସିଯାଇଛି ଏକତ୍ରିତ ହୁଅ ସନାତନୀ ମାନେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani1
- ଘୁ. ଉଦୟଗିରିରେ ତୁଷାରପାତ, ପ୍ରଚୁର ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ।ଆଜି ତାପମାତ୍ରା ୨.୬ ରହିଛି ।1