Shuru
Apke Nagar Ki App…
Jay Jagannath Swami Nayan Patha Gami Bhaba Tume ⭕❗⭕🙏
Rajesh Samantaray
Jay Jagannath Swami Nayan Patha Gami Bhaba Tume ⭕❗⭕🙏
More news from Odisha and nearby areas
- କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha1
- ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll ଶବ ନେଇ ଆସିଥିଲେ ହେଲେ ଘଟିଲା ଏମିତି ll ସ୍ୱର୍ଗ ଦ୍ୱାରରେ ଅଭାବନୀୟ ଘଟଣା ll ଦେଖନ୍ତୁ ପୂରା ଘଟଣା ll1
- କଟକ ଜିଲ୍ଲା ସାଲେପୁର ଠାରେ ଆଇଚର ସହ ଟାଟାଏସି ମୁହାଁ ମୁହିଁ ଧକ୍କା ଘଟଣାସ୍ଥଳରେ ଜଣେ ଆରୋହୀ ଗୁରୁତର ତୁଇ ଡ୍ରାଇଭର ଫେରାର1
- ଲୋକ ଙ୍କ ପାଇଁ ସରକାର ଙ୍କ ତରଫରୁ ଶିଳାନ୍ୟାସ କରାଯାଇଛି ବିଭିନ୍ନ ଯୋଜନା1
- 📢 ଖୁସି ଖବର! ଖୁସି ଖବର! ନୂଆଗାଁ ଅଞ୍ଚଳରେ ପ୍ରଥମ ଥର ପାଇଁ... 📢 🎓 CIT COURSE (Certificate in Information Technology) 🎓 ✨ କୋର୍ସର ବିଶେଷତା: 🇮🇳 ସର୍ବଭାରତୀୟ ସ୍ତରରେ ମାନ୍ୟତା ପ୍ରାପ୍ତ (Valid all over India) 🏛️ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର (UGC / AICTE Approved University Certificate) 💼 ସମସ୍ତ ସରକାରୀ ଓ ବେସରକାରୀ ଚାକିରି ପାଇଁ ଅତ୍ୟନ୍ତ ଉପଯୋଗୀ ⏱️ ଅବଧି: ମାତ୍ର ୩ ମାସ 🔥 ସୀମିତ ସମୟ ପାଇଁ ବିଶେଷ ଅଫର୍! 🔥 ଚଳିତ ମାସ ପାଇଁ କୋର୍ସ ଫି: ମାତ୍ର ₹୨,୫୦୦/- ଟଙ୍କା 👉 ଆଉ ଡେରି କାହିଁକି? ଆଜି ହିଁ ନିଜର ସିଟ୍ ବୁକ୍ କରନ୍ତୁ! 📍 ଅନୁଷ୍ଠାନ: ଆଦର୍ଶ କମ୍ପ୍ୟୁଟର, ନୂଆଗାଁ 📞 ଯୋଗାଯୋଗ: 70087028232
- चोरी से चोरी से छुप छुप के मैने तिनका तिनका चुन के सपना एक बनाया, डोरी से डोरी से बुन बन के मैने तिनका तिनका बुन के सपना एकबनाया1
- ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ବିଜେପିରେ ବଡ ହଲଚଲବ। କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । #LatestNews #UpdateNews #apanankakhabara #cuttack #news #OdishaNews #odisha1
- #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ..... ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। #ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha1
- ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll ନେପାଳ ବନ୍ୟା ରୁ ଯୁବକଙ୍କୁ ପିଠିରେ ବସାଇ ବଂଚାଇଲା ଷଣ୍ଢ ll Big Breaking News ll1