Shuru
Apke Nagar Ki App…
୨୩ ମସିହାରେ ମହିଳା ସଂରକ୍ଷଣ ବିଲ୍ ପାସ ହୋଇଥିଲା,୨୪ ମସିହା ଭୋଟରେ କାହିଁକି ଲାଗୁ କଲେନି
NEWS MANORANJAN
୨୩ ମସିହାରେ ମହିଳା ସଂରକ୍ଷଣ ବିଲ୍ ପାସ ହୋଇଥିଲା,୨୪ ମସିହା ଭୋଟରେ କାହିଁକି ଲାଗୁ କଲେନି
More news from ଓଡ଼ିଶା and nearby areas
- Post by NEWS MANORANJAN1
- Post by SOUMYA RANJAN1
- ଜିଲ୍ଲା ପୁରୀ ବ୍ଳକ / ତହସିଲ ଡେଲାଙ୍ଗ ପଥର ଡିହ ଜଗବନ୍ଧୁ ଦାସ ଟ୍ରକ୍ ଡ୍ରାଇଭର କ୍ୟାନସରରେ ମୃତ ଦଶାହ କର୍ମ ପାଇଁ ପିଲାର ପାଠ ପଢ଼ା ପାଇଁ ସହାୟତା ପାଇଁ ନିବେଦନ ସ୍ତ୍ରୀ ରୀନା ରାଣୀ ଦାସ ଫୋନ୍ ଓ ଫୋନ୍ ପେ 78150694391
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ଜିଲ୍ଲା ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଶାକ୍ତ ନାଗ ସାପ ବୁଲୁଥିବା ରୋଗୀ ମାନେ ଦେଖିବାକୁ ପାଇଥିଲେ । ମେଡିକାଲ କେମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମାନେ ମେଡିକାଲ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ତାତି ଥିବା ବେଳେ ବନ୍ୟ ଜନ୍ତୁ ସହର ମୁହା ହୋଇଥିବା ମେଡିକାଲ ମ୍ଯାନେଜର କହିଛନ୍ତି ।2
- Post by ମନୋଜ କୁମାର ପୁଣ୍ଟିଆ1
- ସ୍ତ୍ରୀ ଲୋକ ସହ ଗପି ଗପି ବସ୍ ଉଲଟାଇଦେଲା ଡ୍ରାଇଭର୍। ଖାଲି ଗପୁଥାଏ ସ୍ତ୍ରୀ ଲୋକକୁ ଅନାଉଥାଏ। ତାକୁ ଦେଖି ଦେଖି ଗାଡ଼ି ବିଲରେ ପୁରାଇ ଉଲଟାଇ ଦେଲା। ସ୍ତ୍ରୀ ଲୋକ ସହ ଗପି ଗପି ବସ୍ ଉଲଟାଇଦେଲା ଡ୍ରାଇଭର୍। ଖାଲି ଗପୁଥାଏ ସ୍ତ୍ରୀ ଲୋକକୁ ଅନାଉଥାଏ। ତାକୁ ଦେଖି ଦେଖି ଗାଡ଼ି ବିଲରେ ପୁରାଇ ଉଲଟାଇ ଦେଲା।1
- ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ପ୍ରଦେଶ ସ୍ତରୀୟ ଆଇଟି ଓ ପ୍ରଦର୍ଶନୀ ଟୋଲୀର ବୈଠକ. #apanankakhabara #LatestNews #UpdateNews #Odisha #Bhubaneswar Apananka Khabara2
- Post by NEWS MANORANJAN1