logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା କଣ୍ଠlଳ ନଦୀରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତ ଦେହ, ଉଦଳା -- ଲଗାଣ ବର୍ଷା ଅଞ୍ଚଳ ରେ ତାଣ୍ଡବ ରଚି ଥିବା ବେଳେ ଖୁଣ୍ଟା ଥାନା ବିସିପୁର ଗ୍ରାମ ପଞ୍ଚାୟତ ର ଖମଣ ସାହି ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ଘର ଭାଙ୍ଗି ଯାଇ ଥିବା ବେଳେ ଘର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି, କିନ୍ତୁ କାନ୍ଥ ପଡିଯିବାରୁ ଘର ଭିତରେ ଥିବା ଦୁଇଟି ଛେଳି ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବ୍ୟlପକ କ୍ଷୟ କ୍ଷତି ଘଟିଥିବା ସୂଚନା ମିଳିଛି l ସେହିଭଳି ଉଦଳା ଥାନା ନାବରା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟି ଯାଇଛି, ତେଵେ ଗ୍ରାମ ନିକଟ ଦେଇ ବହି ଯାଇଥିବା କଣ୍ଠlଳ ନଦୀରୁ ଏକ ଅଜଣା ଶବ ଠାବ ହୋଇଛି l ସକାଳ ସମୟରେ ନଦୀକୁ ଗ୍ରାମ ର କିଛି ଯୁବକ ମାନେ ଶୌଚ ହେଵାକୁ ଯିବା ସମୟରେ ନଦୀ ପଠାରେ ଠିଆ ହୋଇଛି ସାଇକେଲ ଆଉ ନଦୀ ଭିତରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ ..ଯାହାକୁ ଦେଖି ଲୋକଙ୍କ ଭିତରେ ଭାଳେଣି ପଡ଼ି ଥିବା, ଯେଉଁଘଟଣା ଚାରିଆଡେ ପ୍ରଘଟ ହୋଇ ଥିଲା,ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି.. ଏଭଳି କିଛି ଘଟଣା ଦେଖିବାକୁ ମିଳିଛି.. ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନlବରା ମହୁଲବଣୀ ଗ୍ରାମରେ l ଗ୍ରାମ ପାଖ ଦେଇ ବହି ଯାଇଥିବା କଣ୍ଠlଳ ନଦୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ମହୁଲ ବଣୀ ଗ୍ରାମର ମଙ୍ଗୁଳୁ ନାୟକ ଘରୁ ହାଟକୁ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରି ନଥିଲେ , ତେବେ ସୂଚନା କ୍ରମ ରେ ନଦୀପାର ହୋଇ ଘରକୁ ଫେରିବା ବାଟରେ ହଠାତ ନଦୀ ରେ ପାଣି ମାଡି ଆସିଥିଲା ଆଉ ମଙ୍ଗୁଳୁ ଭାସି ଯାଇ ଥିଲେ, ତେଵେ ରାତ୍ର ସମୟରେ ଘର ଲୋକେ ବହୁ ଖୋଜା ଖୋଜି କରି ଥିଲେ କୌଣସି ପତ୍ତା ପାଇ ନଥିବା ବେଳେ ସକାଳ ସମୟରେ ନଦୀରେ ଭାସୁଥିବା ଖବର ପାଇ ଥିଲେ, ତେଵେ ପୋଲିସ ତଦନ୍ତ କରି ୪୦/୨୫ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନା କୁ ପଠାଇ ଥିବା ବେଳେ , ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ l ତେଵେ ଘଟଣାକୁ ନେଇ ଗ୍ରାମ ବାସି ମାନେ ମୃତକ ଙ୍କ ପରିବାର କୁ ସରକାରୀ ଅନୁଦାନ ପାଇଁ ନିବେଦନ କରିଛନ୍ତି l

on 4 October
user_Rajib Behera
Rajib Behera
Journalist Mayurbhanj, Odisha•
on 4 October

ଉଦଳା କଣ୍ଠlଳ ନଦୀରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତ ଦେହ, ଉଦଳା -- ଲଗାଣ ବର୍ଷା ଅଞ୍ଚଳ ରେ ତାଣ୍ଡବ ରଚି ଥିବା ବେଳେ ଖୁଣ୍ଟା ଥାନା ବିସିପୁର ଗ୍ରାମ ପଞ୍ଚାୟତ ର ଖମଣ ସାହି ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ଘର ଭାଙ୍ଗି ଯାଇ ଥିବା ବେଳେ ଘର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି, କିନ୍ତୁ କାନ୍ଥ ପଡିଯିବାରୁ ଘର ଭିତରେ ଥିବା ଦୁଇଟି ଛେଳି ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବ୍ୟlପକ କ୍ଷୟ କ୍ଷତି ଘଟିଥିବା ସୂଚନା ମିଳିଛି l ସେହିଭଳି ଉଦଳା ଥାନା ନାବରା ଗ୍ରାମ ନିକଟରେ

ଅଭାବନୀୟ ଘଟଣା ଘଟି ଯାଇଛି, ତେଵେ ଗ୍ରାମ ନିକଟ ଦେଇ ବହି ଯାଇଥିବା କଣ୍ଠlଳ ନଦୀରୁ ଏକ ଅଜଣା ଶବ ଠାବ ହୋଇଛି l ସକାଳ ସମୟରେ ନଦୀକୁ ଗ୍ରାମ ର କିଛି ଯୁବକ ମାନେ ଶୌଚ ହେଵାକୁ ଯିବା ସମୟରେ ନଦୀ ପଠାରେ ଠିଆ ହୋଇଛି ସାଇକେଲ ଆଉ ନଦୀ ଭିତରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ ..ଯାହାକୁ ଦେଖି ଲୋକଙ୍କ ଭିତରେ ଭାଳେଣି ପଡ଼ି ଥିବା, ଯେଉଁଘଟଣା ଚାରିଆଡେ ପ୍ରଘଟ ହୋଇ ଥିଲା,ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି.. ଏଭଳି କିଛି ଘଟଣା

ଦେଖିବାକୁ ମିଳିଛି.. ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନlବରା ମହୁଲବଣୀ ଗ୍ରାମରେ l ଗ୍ରାମ ପାଖ ଦେଇ ବହି ଯାଇଥିବା କଣ୍ଠlଳ ନଦୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ମହୁଲ ବଣୀ ଗ୍ରାମର ମଙ୍ଗୁଳୁ ନାୟକ ଘରୁ ହାଟକୁ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରି ନଥିଲେ , ତେବେ ସୂଚନା କ୍ରମ ରେ ନଦୀପାର ହୋଇ ଘରକୁ ଫେରିବା ବାଟରେ ହଠାତ ନଦୀ ରେ ପାଣି ମାଡି ଆସିଥିଲା ଆଉ ମଙ୍ଗୁଳୁ

ଭାସି ଯାଇ ଥିଲେ, ତେଵେ ରାତ୍ର ସମୟରେ ଘର ଲୋକେ ବହୁ ଖୋଜା ଖୋଜି କରି ଥିଲେ କୌଣସି ପତ୍ତା ପାଇ ନଥିବା ବେଳେ ସକାଳ ସମୟରେ ନଦୀରେ ଭାସୁଥିବା ଖବର ପାଇ ଥିଲେ, ତେଵେ ପୋଲିସ ତଦନ୍ତ କରି ୪୦/୨୫ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନା କୁ ପଠାଇ ଥିବା ବେଳେ , ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ l ତେଵେ ଘଟଣାକୁ ନେଇ ଗ୍ରାମ ବାସି ମାନେ ମୃତକ ଙ୍କ ପରିବାର କୁ ସରକାରୀ ଅନୁଦାନ ପାଇଁ ନିବେଦନ କରିଛନ୍ତି l

More news from Odisha and nearby areas
  • ବନ୍ଧୁ ମିଳନ ଉଦଳାରେ
    1
    ବନ୍ଧୁ ମିଳନ ଉଦଳାରେ
    user_Rajib Behera
    Rajib Behera
    Journalist Mayurbhanj, Odisha•
    5 min ago
  • ବାରିପଦା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ 2025
    1
    ବାରିପଦା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ 2025
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    22 hrs ago
  • Post by Dipun Nayak
    1
    Post by Dipun Nayak
    DN
    Dipun Nayak
    Job Centre Kendrapara, Odisha•
    12 hrs ago
  • କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍
    1
    କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    11 hrs ago
  • Odisha pasi Ghata message mujhe Ek Kahani Samaj Re kitesh Hota
    1
    Odisha pasi Ghata message mujhe Ek Kahani Samaj Re kitesh Hota
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    23 hrs ago
  • Post by Sandeep Barla
    1
    Post by Sandeep Barla
    SB
    Sandeep Barla
    Talasara, Sundargarh•
    23 hrs ago
  • ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    1
    ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    10 hrs ago
  • ଶ୍ରୀରାମ ହେଲ୍ପ ଫର ଫାଉଣ୍ଡେସନ ଉଦଳା, ନୂଦଡିହା ସର୍ବଣା ନର୍ସରୀ ସାହି ଗ୍ରାମରେ ବାପମାଆ ଛେଉଣ୍ଡ ପରିବାର ପାଖରେ ପହଂଚି ମାଆ ର ଶୁଦ୍ଧି କ୍ରିୟା ପାଇଁ ସହାୟତା ର ହାତ ବଢ଼ାଇ ଛନ୍ତି...
    4
    ଶ୍ରୀରାମ ହେଲ୍ପ ଫର ଫାଉଣ୍ଡେସନ ଉଦଳା, ନୂଦଡିହା ସର୍ବଣା ନର୍ସରୀ ସାହି ଗ୍ରାମରେ ବାପମାଆ ଛେଉଣ୍ଡ ପରିବାର ପାଖରେ ପହଂଚି ମାଆ ର ଶୁଦ୍ଧି କ୍ରିୟା ପାଇଁ ସହାୟତା ର ହାତ ବଢ଼ାଇ ଛନ୍ତି...
    user_Rajib Behera
    Rajib Behera
    Journalist Mayurbhanj, Odisha•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.