logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଂଲାଦେଶୀ ଜୟ ଭୀମ ରୋହିଙ୍ଗିଆ ତୁମ ବେଳ ସରିଲା ଗଣେଶ ପାଣିଗ୍ରାହୀ ରିପୋର୍ଟ

3 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
3 hrs ago

ବାଂଲାଦେଶୀ ଜୟ ଭୀମ ରୋହିଙ୍ଗିଆ ତୁମ ବେଳ ସରିଲା ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    1
    ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    17 hrs ago
  • ଛତ୍ରପୁର ୧୮/୨ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା l ଏହାକୁ ମୁକାବିଲା ଲାଗି ଜନ ସଚେତନତା ନିହାତି ଜରୁରୀ ଏଣୁ ସଚେତନତା କରାଯିବାକୁ କୁହାଯାଇଥିଲା l ବିଶେଷ କରି ପାନୀୟ ଜଳ ର ଯେପରି ସମସ୍ୟା ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା l ପାନୀୟ ଜଳ ସମସ୍ୟା ଦେଖାଗଲେ ୨୪ ଘଣ୍ଟା ମଧ୍ୟରେ ତାହାର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସିର ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଲାଯିବ l ଜଳ ଛତ୍ର ମାନଙ୍କରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ରଖାଯିବ l ଜଳ ଛତ୍ର ଦାୟିତ୍ୱରେ ଥିବା ସଂସ୍ଥା ଏହାର ବିଶେଷ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ କହିଥିଲେ l ଏହା ସହ ମେଡିକାଲ, ସ୍କୁଲ, କଲେଜ ମାନଙ୍କରେ ମଧ୍ୟ ଓଆରଏସ, ଶୁଦ୍ଧ ପାନୀୟ ଜଳ ରଖାଯିବ l ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କି ଗୁଡିକ ପ୍ରସ୍ତୁତ କରାଯିବ l ଆବଶ୍ୟକ ସ୍ଥଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲେ ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡା, ଛତ୍ରପୁର ଉପଜିଲ୍ଳାପାଳ ଶିବାଶିଷ ବରାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l
    1
    ଛତ୍ରପୁର ୧୮/୨ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା l ଏହାକୁ ମୁକାବିଲା ଲାଗି ଜନ ସଚେତନତା ନିହାତି ଜରୁରୀ ଏଣୁ ସଚେତନତା କରାଯିବାକୁ କୁହାଯାଇଥିଲା l ବିଶେଷ କରି ପାନୀୟ ଜଳ ର ଯେପରି ସମସ୍ୟା ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା l ପାନୀୟ ଜଳ ସମସ୍ୟା ଦେଖାଗଲେ ୨୪ ଘଣ୍ଟା ମଧ୍ୟରେ ତାହାର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସିର ବିଭିନ୍ନ ସ୍ଥାନରେ ଜଳ ଛତ୍ର ଖୋଲାଯିବ l ଜଳ ଛତ୍ର ମାନଙ୍କରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ରଖାଯିବ l ଜଳ ଛତ୍ର ଦାୟିତ୍ୱରେ ଥିବା ସଂସ୍ଥା ଏହାର ବିଶେଷ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ କହିଥିଲେ l ଏହା ସହ ମେଡିକାଲ, ସ୍କୁଲ, କଲେଜ ମାନଙ୍କରେ ମଧ୍ୟ ଓଆରଏସ, ଶୁଦ୍ଧ ପାନୀୟ ଜଳ ରଖାଯିବ l ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କି ଗୁଡିକ ପ୍ରସ୍ତୁତ କରାଯିବ l ଆବଶ୍ୟକ ସ୍ଥଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲେ ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡା, ଛତ୍ରପୁର ଉପଜିଲ୍ଳାପାଳ ଶିବାଶିଷ ବରାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l
    user_Santosh Kumar Sahu
    Santosh Kumar Sahu
    ସାମ୍ବାଦିକ ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    22 hrs ago
  • Post by RAJESH DIGAL
    1
    Post by RAJESH DIGAL
    user_RAJESH DIGAL
    RAJESH DIGAL
    ଫୁଲବାଣୀ ଟାଉନ୍, କନ୍ଧମାଳ, ଓଡ଼ିଶା•
    15 hrs ago
  • ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ରାସ୍ତା ଖଣ୍ଡେ ପାଇଁ ଚିତ୍କାର କରି ଥକିଗଲେ ଗ୍ରାମ ବାସି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଶିକ୍ଷକ ଠକିବାର ବାଟ କରିଛି ସରକାର ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଶିକ୍ଷକ ଠକିବାର ବାଟ କରିଛି ସରକାର 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
  • ଶିକ୍ଷକ ଠକିବାର ବାଟ କରିଛି ସରକାର ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଶିକ୍ଷକ ଠକିବାର ବାଟ କରିଛି ସରକାର 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.