logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡିପାର୍ଟମେଣ୍ଟ ଅଫ କ୍ଲିନିକାଲ ଇମ୍ମୁନୋଲୋଜି ଏଣ୍ଡ ରୁମାଟୋଲୋଜି,ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ଦ୍ଵାରା ବିଶ୍ଵ ଲୁପସ୍ ଦିବସ ଅବସରରେ ଅନୁଷ୍ଠିତ ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସାମିଲ ହେଲି l ଲୁପସ୍ କୌଣସି ସଂକ୍ରାମକ ରୋଗ ନୁହ,ଏହାର ନିରାକରଣ ସମ୍ଭବପର l ତେଣୁ ଏହି ସଚେତନତା ବାର୍ତ୍ତା ପ୍ରତିଟି ବ୍ଯକ୍ତିଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ l ଏହି ଅବସରରେ ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ଗଣ,ଚିକିତ୍ସକ ବିଶେଷଜ୍ଞ,ଅଭୀଷ୍ଟ ଫାଉଣ୍ଡେସନର ସଂସ୍ଥାପିକା ତଥା ଅଧ୍ୟକ୍ଷା ଶ୍ରୀମତୀ ଏଲି ପାଢ଼ୀ,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା, ଛାତ୍ରଛାତ୍ରୀଗଣ ତଥା ଜନସାଧାରଣ ଉପସ୍ଥିତ ଥିଲେ l Babu Singh ଡିପାର୍ଟମେଣ୍ଟ ଅଫ କ୍ଲିନିକାଲ ଇମ୍ମୁନୋଲୋଜି ଏଣ୍ଡ ରୁମାଟୋଲୋଜି,ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ଦ୍ଵାରା ବିଶ୍ଵ ଲୁପସ୍ ଦିବସ ଅବସରରେ ଅନୁଷ୍ଠିତ ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସାମିଲ ହେଲି l ଲୁପସ୍ କୌଣସି ସଂକ୍ରାମକ ରୋଗ ନୁହ,ଏହାର ନିରାକରଣ ସମ୍ଭବପର l ତେଣୁ ଏହି ସଚେତନତା ବାର୍ତ୍ତା ପ୍ରତିଟି ବ୍ଯକ୍ତିଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ l ଏହି ଅବସରରେ ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ଗଣ,ଚିକିତ୍ସକ ବିଶେଷଜ୍ଞ,ଅଭୀଷ୍ଟ ଫାଉଣ୍ଡେସନର ସଂସ୍ଥାପିକା ତଥା ଅଧ୍ୟକ୍ଷା ଶ୍ରୀମତୀ ଏଲି ପାଢ଼ୀ,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା, ଛାତ୍ରଛାତ୍ରୀଗଣ ତଥା ଜନସାଧାରଣ ଉପସ୍ଥିତ ଥିଲେ l Babu Singh

2 hrs ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
2 hrs ago
8e2a36f4-d062-439d-9b83-19ceb6fc6ccf

ଡିପାର୍ଟମେଣ୍ଟ ଅଫ କ୍ଲିନିକାଲ ଇମ୍ମୁନୋଲୋଜି ଏଣ୍ଡ ରୁମାଟୋଲୋଜି,ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ଦ୍ଵାରା ବିଶ୍ଵ ଲୁପସ୍ ଦିବସ ଅବସରରେ ଅନୁଷ୍ଠିତ ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସାମିଲ ହେଲି l ଲୁପସ୍ କୌଣସି ସଂକ୍ରାମକ ରୋଗ ନୁହ,ଏହାର ନିରାକରଣ ସମ୍ଭବପର l ତେଣୁ ଏହି ସଚେତନତା ବାର୍ତ୍ତା ପ୍ରତିଟି ବ୍ଯକ୍ତିଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ l ଏହି ଅବସରରେ ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ଗଣ,ଚିକିତ୍ସକ ବିଶେଷଜ୍ଞ,ଅଭୀଷ୍ଟ ଫାଉଣ୍ଡେସନର ସଂସ୍ଥାପିକା ତଥା ଅଧ୍ୟକ୍ଷା ଶ୍ରୀମତୀ ଏଲି ପାଢ଼ୀ,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା, ଛାତ୍ରଛାତ୍ରୀଗଣ ତଥା ଜନସାଧାରଣ ଉପସ୍ଥିତ ଥିଲେ l Babu Singh ଡିପାର୍ଟମେଣ୍ଟ ଅଫ କ୍ଲିନିକାଲ ଇମ୍ମୁନୋଲୋଜି ଏଣ୍ଡ ରୁମାଟୋଲୋଜି,ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ଦ୍ଵାରା ବିଶ୍ଵ ଲୁପସ୍ ଦିବସ ଅବସରରେ ଅନୁଷ୍ଠିତ ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସାମିଲ ହେଲି l ଲୁପସ୍ କୌଣସି ସଂକ୍ରାମକ ରୋଗ ନୁହ,ଏହାର ନିରାକରଣ ସମ୍ଭବପର l ତେଣୁ ଏହି ସଚେତନତା ବାର୍ତ୍ତା ପ୍ରତିଟି ବ୍ଯକ୍ତିଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ l ଏହି ଅବସରରେ ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ଗଣ,ଚିକିତ୍ସକ ବିଶେଷଜ୍ଞ,ଅଭୀଷ୍ଟ ଫାଉଣ୍ଡେସନର ସଂସ୍ଥାପିକା ତଥା ଅଧ୍ୟକ୍ଷା ଶ୍ରୀମତୀ ଏଲି ପାଢ଼ୀ,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା, ଛାତ୍ରଛାତ୍ରୀଗଣ ତଥା ଜନସାଧାରଣ ଉପସ୍ଥିତ ଥିଲେ l Babu Singh

More news from ଓଡ଼ିଶା and nearby areas
  • ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।
    1
    ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।
    user_Am khabra
    Am khabra
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    4
    ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ସରକାରୀ ଜମି
    1
    ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ସରକାରୀ ଜମି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    40 min ago
  • ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida
    1
    ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ 
#rishitv #sandmafia #subarnapur #balimafia
#spsubarnapur #collectorsubarnapur
#highlight #miningsector #sonepur
#cmoodisha #mohoncharanmajhi
#mla #raghunathjagadala #peabhatiparida
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି
    1
    ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି
    user_Jagadish meher
    Jagadish meher
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
    1
    ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ - ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି
    1
    ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ
- ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    46 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.