Shuru
Apke Nagar Ki App…
ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ 135 ତମ ଜୟନ୍ତୀ ଟିଟିଲାଗଡ଼ ରେ ହର୍ଷ ଉଲ୍ଲାସ ର ସହିତ ଅନୁଷ୍ଠିତ ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l
ସଞ୍ଜୟ କୁମାର ବେହେରା

More news from ଓଡ଼ିଶା and nearby areas
- puni dakila Islamabad1
- Post by Sonepur news khulasa1
- Post by SonepurSambad1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ଆଜି ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟିକିରି ହନୁମାନ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼1
- Post by SonepurSambad1
- Post by Sonepur news khulasa1
- ସୁବର୍ଣ୍ଣପୁର: ବିପୁଳ ପରିମାଣର ଗଞ୍ଜେଇ ଜବତ ପୁଲିସ ବିଭାଗର ବଡ ବଡ ଅଧିକାରୀଙ୍କ ଗେହ୍ଲାପୁଅ ସାଜିଥିବା ଫାର୍ମ ହାଉସ ମାଲିକ ଚକ୍ର ପାତ୍ରଙ୍କ ଗଞ୍ଜେଇ ଡିପୋ ଉପରେ ଆଜି ପୁଲିସ ରେଡ୍ କରିଛି।1