logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_Dharmu  Oram
Dharmu Oram
सतभक्ति Jharsuguda, Odisha•
2 hrs ago

More news from Sundargarh and nearby areas
  • Post by P S BADAL
    1
    Post by P S BADAL
    user_P S BADAL
    P S BADAL
    Electrician Kinjirkela, Sundargarh•
    1 hr ago
  • ଭୁବନ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ •••••••••••••••••••••••••••••••••••••••••••• BigBreaking BhubanSpecial LiveShowTelecast Follow Bhuban Dhenkanal Odisha BDO BEO ABEO HM TEACHER CRC STUDENTS
    1
    ଭୁବନ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
••••••••••••••••••••••••••••••••••••••••••••
BigBreaking BhubanSpecial
LiveShowTelecast Follow
Bhuban Dhenkanal Odisha
BDO BEO ABEO HM TEACHER CRC STUDENTS
    NK
    Nanda Kishor Naik
    Journalist Bhuban, Dhenkanal•
    15 hrs ago
  • ପ୍ରଥମେ ଦୁଷ୍କର୍ମର ଶିକାର, ଥାନାରେ ଅଭିଯୋଗ କଲେ ବି ପୋଲିସ କିଛି ବି ଶୁଣିଲାନି। ଦୁଷ୍କର୍ମଠାରୁ ବଳି ଗଲା ନ୍ୟାୟ ନ ପାଇବାର ହତାଶବୋଧ #dhenkanal #rapecase #suicide #shuru
    1
    ପ୍ରଥମେ ଦୁଷ୍କର୍ମର ଶିକାର, ଥାନାରେ ଅଭିଯୋଗ କଲେ ବି ପୋଲିସ କିଛି ବି ଶୁଣିଲାନି। ଦୁଷ୍କର୍ମଠାରୁ ବଳି ଗଲା ନ୍ୟାୟ ନ ପାଇବାର ହତାଶବୋଧ #dhenkanal #rapecase #suicide #shuru
    user_Tapasdas
    Tapasdas
    Journalist Gandia, Dhenkanal•
    21 hrs ago
  • ଟୋକୀ ମୋରା ଲୋକଗୀତ
    1
    ଟୋକୀ ମୋରା ଲୋକଗୀତ
    user_SHRABANA KUMAR
    SHRABANA KUMAR
    Journalist Kalahandi, Odisha•
    10 hrs ago
  • ଦେଖନ୍ତୁ ବିଜେପି ସରକାର ର କାରନାମା ଘୋର ଭାଙ୍ଗିବା ର ସୋଲଯନ୍ତ୍ରୋ ଲାଗିଛି
    1
    ଦେଖନ୍ତୁ ବିଜେପି ସରକାର ର କାରନାମା ଘୋର ଭାଙ୍ଗିବା ର ସୋଲଯନ୍ତ୍ରୋ ଲାଗିଛି
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    9 hrs ago
  • ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ Anc-କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍‌ରେ ପାଟ୍ରୋଲିଂ ପାଇଁ ଯାଜପୁରଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍‌ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍‌ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍‌-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍‌ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍‌ ମାରିବାକୁ ଉଦ୍ୟମ କରିଥିଲା। ବିପଦ ଆଶଙ୍କା କରି ଶ୍ରୀ ମୁଣ୍ଡା ରାମଠେଙ୍ଗା ପାଖରେ ବାଇକ୍‌ ଠିଆ କରି ସହାୟତା ପାଇଁ ଡୁବୁରୀର ସହକର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଉକ୍ତ କାର୍ ପୁଣି ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍‌ ଖସାଇ ଦେବାରୁ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଡୁବୁରୀ ଆଡ଼କୁ ପଳାଇଥିଲା। ନିଜେ ମାଲିକ କାର୍ ଚଳାଉଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ନୀଳପଥର ମାଫିଆ ଆଗ ସିଟ୍‌ରେ ଓ ଅନ୍ୟଜଣେ ପଛ ସିଟ୍‌ରେ ବସିଥିବା ସୂଚନା ମିଳିଛି। ଏ ସମ୍ପର୍କରେ କଟକ ଡିଏଫ୍‌ଓ ଅନୀଲ କୁମାର ରାୟଙ୍କୁ ପଚାରିବାରୁ ମାମଲାରେ ଟମକା ଥାନା ଚିତ୍ରି ଗାଁର ଜଣେ ନୀଳପଥର ମାଫିଆର ସମ୍ପୃକ୍ତି ଥିବା କହିଛନ୍ତି। ଧରପଗଡ଼ ଚାଲିଥିବାରୁ ମାଫିଆମାନେ ରାଗ ରଖି ଏହି ଉଦ୍ୟମ କରିଥାଇପାରନ୍ତି ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସନ୍ତୋଷ କୁମାର ପତି ଓ ଟମକା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ କହିଛନ୍ତି। କିଛିଦିନ ପୂର୍ବରୁ ଏହି କାର୍ ଟମକା ମହୁଲମୂଳ ଛକ ପାଖରେ ତାଙ୍କୁ ସାଇଡ୍‌ ମାରି ଅନୁରୂପ ହତ୍ୟା ଉଦ୍ୟମ କରିଥିଲା ବୋଲି ଶ୍ରୀ ମୁଣ୍ଡା ଏତଲାରେ ଦର୍ଶାଇଛନ୍ତି।
    1
    ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ
Anc-କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍‌ରେ ପାଟ୍ରୋଲିଂ ପାଇଁ ଯାଜପୁରଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍‌ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍‌ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍‌-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍‌ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍‌ ମାରିବାକୁ ଉଦ୍ୟମ କରିଥିଲା।  ବିପଦ ଆଶଙ୍କା କରି ଶ୍ରୀ ମୁଣ୍ଡା ରାମଠେଙ୍ଗା ପାଖରେ ବାଇକ୍‌ ଠିଆ କରି ସହାୟତା ପାଇଁ ଡୁବୁରୀର ସହକର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଉକ୍ତ କାର୍ ପୁଣି ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍‌ ଖସାଇ ଦେବାରୁ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଡୁବୁରୀ ଆଡ଼କୁ ପଳାଇଥିଲା। ନିଜେ ମାଲିକ କାର୍ ଚଳାଉଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ନୀଳପଥର ମାଫିଆ ଆଗ ସିଟ୍‌ରେ ଓ ଅନ୍ୟଜଣେ ପଛ ସିଟ୍‌ରେ ବସିଥିବା ସୂଚନା ମିଳିଛି। ଏ ସମ୍ପର୍କରେ କଟକ ଡିଏଫ୍‌ଓ ଅନୀଲ କୁମାର ରାୟଙ୍କୁ ପଚାରିବାରୁ ମାମଲାରେ ଟମକା ଥାନା ଚିତ୍ରି ଗାଁର ଜଣେ ନୀଳପଥର ମାଫିଆର ସମ୍ପୃକ୍ତି ଥିବା କହିଛନ୍ତି। ଧରପଗଡ଼ ଚାଲିଥିବାରୁ ମାଫିଆମାନେ ରାଗ ରଖି ଏହି ଉଦ୍ୟମ କରିଥାଇପାରନ୍ତି ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସନ୍ତୋଷ କୁମାର ପତି ଓ ଟମକା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ କହିଛନ୍ତି। କିଛିଦିନ ପୂର୍ବରୁ ଏହି କାର୍ ଟମକା ମହୁଲମୂଳ ଛକ ପାଖରେ ତାଙ୍କୁ ସାଇଡ୍‌ ମାରି ଅନୁରୂପ ହତ୍ୟା ଉଦ୍ୟମ କରିଥିଲା ବୋଲି ଶ୍ରୀ ମୁଣ୍ଡା ଏତଲାରେ ଦର୍ଶାଇଛନ୍ତି।
    user_Kalingnagar khabar
    Kalingnagar khabar
    Newsagent Jajpur, Odisha•
    2 hrs ago
  • Post by P S BADAL
    1
    Post by P S BADAL
    user_P S BADAL
    P S BADAL
    Electrician Kinjirkela, Sundargarh•
    1 hr ago
  • ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ
    1
    ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    11 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.