Shuru
Apke Nagar Ki App…
ବିଦ୍ୟାଳୟ ପରିସରରେ ମଦ ବୋତଲ ବର୍ତ୍ତମାନ ସାଧାରଣ ରେ ଏକ ଚର୍ଚ୍ଚାର ପରିସରକୁ ଆସିଛି ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
Santunu chanda
ବିଦ୍ୟାଳୟ ପରିସରରେ ମଦ ବୋତଲ ବର୍ତ୍ତମାନ ସାଧାରଣ ରେ ଏକ ଚର୍ଚ୍ଚାର ପରିସରକୁ ଆସିଛି ବିଦ୍ୟାଳୟ ଅଟେ ମଣିଷ ତିଆରି କାରଖାନା । ଏକ ପବିତ୍ର ଅନୁଷ୍ଠାନ କିନ୍ତୁ କିଛି ଅସମାଜିକ ବ୍ୟକ୍ତି ବିଶେଷ ଙ୍କ ଲାଗି ପବିତ୍ର ଅନୁଷ୍ଠାନ ବେଳେ ବେଳେ କଳଙ୍କିତ ହୋଇପଡ଼େ ସମାଜ ସମ୍ମୁଖ ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ଟେମ୍ରା ପଞ୍ଚାୟତ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ । ଶନିବାର ଦିନ ସାଧାରଣ ରେ ଦେଖିବାକୁ ମିଳିଛି, ବିଦ୍ୟାଳୟ ପରିସର ମଧ୍ୟରେ ମଦ ବୋତଲ ।
More news from ଓଡ଼ିଶା and nearby areas
- ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି1
- ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ମଇଦଳପୁର 20261
- ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏1
- ରାୟଗଡ଼ା ଜିଲ୍ଲା ରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସବ1
- ମାଲକାନଗିରି ତା:- ୨୦/୦୪ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।4
- ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।1
- ଜୟପୁରରେ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଏବେ ପୂରା Indian Premier League (ଆଇପିଏଲ୍) ଫର୍ମାଟ୍ରେ ଜୟପୁର ପ୍ରିମିୟର୍ ଲିଗ୍ (JPL) ଆୟୋଜିତ ହେବାକୁ ଯାଉଛି। ଏହି ନେଇ ଜେପିଏଲ୍ ଚେୟାରମ୍ୟାନ୍ ବାବୁଲା ରାଉତ ସୂଚନା ଦେଇ କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦଳ ମଧ୍ୟରେ ତୀବ୍ର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ ଓ ଖେଳ ପୂରାପୁରି ଆଇପିଏଲ୍ ଶୈଳୀରେ ଆୟୋଜିତ ହେବ। ସେ ଆହୁରି କହିଛନ୍ତି ଯେ, ଏହି ଲିଗ୍ର ମୁଖ୍ୟ ଆକର୍ଷଣ ହେଉଛି ପୁରସ୍କାର ରାଶି। ବିଜେତା ଦଳକୁ ଦିଆଯିବ ଦେଢ ଲକ୍ଷ ଟଙ୍କା, ଯାହା ଖେଳାଳିମାନଙ୍କୁ ଆହୁରି ଉତ୍ସାହିତ କରିବ।1
- ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି1