Shuru
Apke Nagar Ki App…
#ପାରମ୍ପାରିକ_ଖାଦ୍ୟ_ଦିବସ । #ଯୋଗଦେଲେ_ବିଭିନ୍ନ_ପଞ୍ଚାୟତ_ର_ସ୍ବୟଂ_ସହାୟକ_ଗୋଷ୍ଠୀ । #ନିଜ_ହାତରେ_ପ୍ରସ୍ତୁତ_କରି_ଆଣିଛନ୍ତି_ବିଭିନ୍ନ_ପ୍ରକାରର_ଖାଦ୍ୟ #mahimatv #BASTA #balasore #bdobasta #ପାରମ୍ପାରିକ_ଖାଦ୍ୟ_ଦିବସ । #ଯୋଗଦେଲେ_ବିଭିନ୍ନ_ପଞ୍ଚାୟତ_ର_ସ୍ବୟଂ_ସହାୟକ_ଗୋଷ୍ଠୀ । #ନିଜ_ହାତରେ_ପ୍ରସ୍ତୁତ_କରି_ଆଣିଛନ୍ତି_ବିଭିନ୍ନ_ପ୍ରକାରର_ଖାଦ୍ୟ #mahimatv #BASTA #balasore #bdobasta
Mahima tv Rajesh Kumar Giri
#ପାରମ୍ପାରିକ_ଖାଦ୍ୟ_ଦିବସ । #ଯୋଗଦେଲେ_ବିଭିନ୍ନ_ପଞ୍ଚାୟତ_ର_ସ୍ବୟଂ_ସହାୟକ_ଗୋଷ୍ଠୀ । #ନିଜ_ହାତରେ_ପ୍ରସ୍ତୁତ_କରି_ଆଣିଛନ୍ତି_ବିଭିନ୍ନ_ପ୍ରକାରର_ଖାଦ୍ୟ #mahimatv #BASTA #balasore #bdobasta #ପାରମ୍ପାରିକ_ଖାଦ୍ୟ_ଦିବସ । #ଯୋଗଦେଲେ_ବିଭିନ୍ନ_ପଞ୍ଚାୟତ_ର_ସ୍ବୟଂ_ସହାୟକ_ଗୋଷ୍ଠୀ । #ନିଜ_ହାତରେ_ପ୍ରସ୍ତୁତ_କରି_ଆଣିଛନ୍ତି_ବିଭିନ୍ନ_ପ୍ରକାରର_ଖାଦ୍ୟ #mahimatv #BASTA #balasore #bdobasta
More news from ଓଡ଼ିଶା and nearby areas
- #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।1
- ପୁଣି ଫେରିଛି ପିଠା,ଓଡ଼ିଆ ପକ୍ଷରେ ପିଠା ପ୍ରଦର୍ଶନୀ ଫାଷ୍ଟ ଫୁଡ୍ କୁ ବର୍ଜନ କରି ମା ମାନେ ପିଠା ତିଆରି କରନ୍ତୁ।1
- 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ1
- ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର1
- ସିମୁଳିଆ,-: ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ପଞ୍ଚୁକୁଣ୍ଡିଅ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ ମହାଯଜ୍ଞରେ ସୁଶାନ୍ତ ପଣ୍ଡା ଓ ଲୋପାମୁଦ୍ରା ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସ୍ଥାନୀୟ ରେବ ନଦୀରୁ କଳସ ଶୋଭା ଯାତ୍ରାରେ ବାହାରି ଯଜ୍ଞ ସ୍ଥଳକୁ ଆଣିଥିଲେ। ପରେ ବିଧି ଅନୁସାରେ ମହାଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ଶଶାଙ୍କ ଶେଖର ପତ୍ରୀ, ପ୍ରଫୁଲ ପାଢ଼ୀ, ପଣ୍ଡିତ ଦୟାନିଧି ପତ୍ରି, କୃପାସିନ୍ଧୁ ପାଢ଼ୀ, ଜନ୍ମେଜୟ ଦାଶ, କୃତିବାସ ଉପାଧ୍ୟାୟ, ଅଜୟ ପତ୍ରି, ରାମ ମିଶ୍ରଙ୍କ ସମେତ ୧୫ରୁ ଅଧିକ ପଣ୍ଡିତ ଉପସ୍ଥିତ ରହି ମହାଯଜ୍ଞ କରିଥିଲେ। ଏହି ମହାଯଜ୍ଞ କରିବା ଦ୍ୱାରା ଗ୍ରାମ ତଥା ଗ୍ରାମବାସୀଙ୍କ ସୁରକ୍ଷା ଏବଂ ସମାଜର କଲ୍ୟାଣ ନିମନ୍ତେ ଏହି ଯଜ୍ଞ ୧୨ବର୍ଷ ଧରି କରିଆସୁଛନ୍ତି। ଏଥିରେ ମୁଖ୍ୟ ଉଦ୍ୟକ୍ତା ରବୀନ୍ଦ୍ର ଭଞ୍ଜ, ବାସୁଦେବ ଦଳେଇ, ବାବୁ ମାଝୀ,, ବିଷୁରାମ ମାଝୀ, ନିରଞ୍ଜନ ବରାଳ, ଗୋବିନ୍ଦ ମାଝୀ, ଧ୍ରୁବ ମାଝୀ, ଉପେନ୍ଦ୍ର ଭଞ୍ଜ, ଅମୂଲ୍ୟ ଜେନା, ବିଷ୍ଣୁ ଦାଶ, ଶଙ୍କର୍ଷଣ ନାୟକ, ବୈକୁଣ୍ଠ ପାଣିଗ୍ରାହୀ,ଦୀନବନ୍ଧୁ ରାଉତ, ଗୋଲକ ଖୁଣ୍ଟିଆ, ଶିବ ମାଝୀ, ଶ୍ୟାମ ମାଝୀ, ଗୋଲକ ଖୁଣ୍ଟିଆ, ସନାତନ ଭଞ୍ଜ, ଦିନବନ୍ଧୁ ରାଉତ, ପ୍ରଭୁଜିତ ଜେନା, ମଣ୍ଟୁ ଭଞ୍ଜ, ସୁନୁ ଭଂଜ, ସୌରଭ ମହାକୁଡ଼, ଲମ୍ବୋଧର ଦାସ, ସୂର୍ଯ୍ୟନାରାୟଣ ଭଞ୍ଜ, ମନୋଜ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ମହାଯଜ୍ଞକୁ ସଫଳ କରାଇ ଥିଲେ। ଏଥିରେ ୫ରୁ ଅଧିକ ଗ୍ରାମର ଶତାଧିକ ଲୋକଙ୍କ ନିମନ୍ତେ ପ୍ରସାଦ ସେବନ କରିବା ବ୍ୟବସ୍ଥା କରାଯାଇଥିଲା।4
- ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ ବାରିପଦା ତା 14/4 (ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା, ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ, ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.1
- ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।1
- #ଗତକାଲି_ଡମ୍ଫର_କୁ_ପଛପଟୁ_ଧକ୍କାରେ_ଯୁବକ_ମୃତ_ଘଟଣାରେ ! #ଦାବି_ଶୁଣିଲେ_ପ୍ରଶାସନ । #ପ୍ରଶାସନ_ପ୍ରତିଶୃତି_ପରେ_ହଟିଲା_ରାସ୍ତାରୋକ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ବଜାରରେ ଗତକାଲି ଡମ୍ଫର କୁ ପଛପଟୁ ଧକ୍କା ଦେଇଥିଲା ବାଇକ ଆରୋହୀ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ଘଟଣା ରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ ।1