Shuru
Apke Nagar Ki App…
ପଞ୍ଚାୟତ ସମିତି ବିଷମକଟକ ପରିସରରେ ୭୯ ତମ ସ୍ଵାଧୀନତା ଦିବସ ପାଳନ । ରିପୋର୍ଟର ନରୋତ୍ତମ ପାଢ଼ୀ ବିଷମ କଟକ:୧୫/୮/୨୫ରାୟଗଡ଼ ଜିଲ୍ଲା ବିଷମ କଟସଦରମହକୁମାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷା , ଶ୍ରୀମତୀ ଯଶୋଦା ହୁଇକା, ବ୍ଲକ ଉପାଧ୍ୟକ୍ଷ, ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଝରଣା ତ୍ରିପାଠୀ, ସହକାରୀ ଯନ୍ତ୍ରୀ, ରାଜଶ୍ରୀ ପାତ୍ର, ଯୋଗାଣ ନିରୀକ୍ଷକ, ଦେବଦତ୍ତ ଲେଙ୍କା, ସାମାଜିକ ସୁରକ୍ଷା ଅଧିକାରୀ, ମୁନ୍ନା ତାଡିଙ୍ଗି, Computer ପ୍ରୋଗ୍ରାମର , ବିନାୟକ ମିଶ୍ର କନିଷ୍ଠ ଯନ୍ତ୍ରୀ, ବି. ବି. ବେହେରା କନିଷ୍ଠ ଯନ୍ତ୍ରୀ, ସଂଜୟ ଜେନା କନିଷ୍ଠ ଯନ୍ତ୍ରୀ, ସାଗର ଗଉଡ କନିଷ୍ଠ ଯନ୍ତ୍ରୀ, ସ୍ରିନିବାସ ମହାନ୍ତି ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସୂଚାରୁ ରୂପେ ପାଳନ କରାଗଲା।
Narattam Kumar padhy

More news from Rayagada and nearby areas
- Post by Gouranga Sabar1
- bahut Sundar Kavita te1
- Post by Ajaya Kumar khemundu1
- #ଡରଭ ଏ ନେ ଇ ନବ ଛ ଇ ଲା ରାତି ବୁଲୁଛ ଏ କେ ଲା ଗୋ ନବ ଛ ଏ ଲା #🇹🇯🇹🇯🇹🇯🇹🇯💋💋💋🇹🇯🇹🇯🇹🇯1
- କଣ୍ଟାବାଞ୍ଜି ଲୋକ ମହୋତ୍ସବ ୨୦୨୫1
- ନୂଆବର୍ଷ ଯାଏ କମିବନି ଶୀତ ପ୍ରକୋପ, ୧୦ ସହର ୧୦ ଡିଗ୍ରୀ ତଳେ ପାରଦ ଥଣ୍ଡା ଲାଗି ରହିବ । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ ।1
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia1