logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାତୀୟ ରାଜପଥରୁ ଅଜଣା ଉଲଗ୍ନ ମହିଳା ଉଦ୍ଧାର ଦେବଗଡ଼: ଆଜି ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ଦେବଗଡ ସଦର ମହକୁମାରୁ ବIରକୋଟ ବ୍ଲକ ଅଭିମୁଖେ ଯାଉଥିବା ସମୟରେ ଜଣେ ଅଜଣା ମହିଳା , ବୟସ ପାଖାପାଖି ୩୦ ଭିତରେ ହେବ , କIଲକଟ ଛକ ଜାତୀୟ ରାଜପଥରେ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ପାଇଲେ I ସେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଫୋନ ଯୋଗେ ସୂଚନା ଦେଲେ I ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ଅଫିସରୁ ଡୋର ସ୍କିନ ଖଣ୍ଡିଏ ସାଙ୍ଗରେ ନେଇ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରି ଧIଉନଲିଆ , ଚାଇଲ୍ଡଲାଇନର ତପସ୍ଵିନୀ ମହାକୁଳ ଓ ନଲିନୀ ମହାନନ୍ଦଙ୍କ ସହିତ ଘଟନା ସ୍ଥଳରେ ପହଞ୍ଚିଲେ I ଅଜଣା ମହିଳା ଜଣକୁ ଉଲଗ୍ନ ଅବସ୍ଥାରେ କIଲକଟ ଛକ ଦୁର୍ଗI ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା I ଜାତୀୟ ରାଜପଥରେ ଅନେକ ଟ୍ରକ କିଛି ସମୟ ଅଟକି ଉଲଗ୍ନ ମହିଳାକୁ ଚାହିଁ ଦେଇ ଚାଲି ଯାଉଥିଲେ I ପ୍ରାଥମିକ ତଦନ୍ତରୁ ଜଣ ପଡିଲା ମହିଳା ଜଣକ ଖଣ୍ଡି ଓଡିଆ କହୁଛନ୍ତି I ନିଜ ପରିଚୟ ଠିକରେ ଦେଇପାରୁ ନାହାନ୍ତି , ସୁନ୍ଦରଗଡ କିମ୍ବା ଝାରଖଣ୍ଡ ଅଞ୍ଚଳର ବୋଲି ମନେ ହେଉ ଥିଲା I କୌଣସି ଟ୍ରକ ଡ୍ରାଇଭର ଏଠାରେ ଛାଡି ଚାଲିଯାଇଥିବାର ବି ସନ୍ଦେହ କରାଯାଇପାରେ I ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ନିଜ ଠିକଣା କହିପାରୁ ନ ଥିଲେ I ଜାତୀୟ ରାଜପଥରୁ ମହିଳାଙ୍କୁ ଉଦ୍ଧାର କରି ନୂଆ ଡାକ୍ତରଖାନା ସ୍ଥିତ ସଖୀ କେନ୍ଦ୍ରରେ ସାମୟିକ ଭାବେ ଆଶ୍ରୟ ଦିଆଯାଇ ଥିବାର ସୂଚନା ମିଳିଛି I

on 4 October
user_Nilesh Anirudha Nayak
Nilesh Anirudha Nayak
Journalist Kundheigola, Deogarh•
on 4 October
6d88fb0c-24b3-4df1-9dc9-c2fcddd66b70

ଜାତୀୟ ରାଜପଥରୁ ଅଜଣା ଉଲଗ୍ନ ମହିଳା ଉଦ୍ଧାର ଦେବଗଡ଼: ଆଜି ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ଦେବଗଡ ସଦର ମହକୁମାରୁ ବIରକୋଟ ବ୍ଲକ ଅଭିମୁଖେ ଯାଉଥିବା ସମୟରେ ଜଣେ ଅଜଣା ମହିଳା , ବୟସ ପାଖାପାଖି ୩୦ ଭିତରେ ହେବ , କIଲକଟ ଛକ ଜାତୀୟ ରାଜପଥରେ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ପାଇଲେ I ସେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ଫୋନ ଯୋଗେ ସୂଚନା ଦେଲେ I ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ଅଫିସରୁ ଡୋର ସ୍କିନ ଖଣ୍ଡିଏ ସାଙ୍ଗରେ ନେଇ ସୁରକ୍ଷା ଅଧିକାରିଣୀ କ୍ରାନ୍ତି ମଞ୍ଜରି ଧIଉନଲିଆ , ଚାଇଲ୍ଡଲାଇନର ତପସ୍ଵିନୀ ମହାକୁଳ ଓ ନଲିନୀ ମହାନନ୍ଦଙ୍କ ସହିତ ଘଟନା ସ୍ଥଳରେ ପହଞ୍ଚିଲେ I ଅଜଣା ମହିଳା ଜଣକୁ ଉଲଗ୍ନ ଅବସ୍ଥାରେ କIଲକଟ ଛକ ଦୁର୍ଗI ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା I ଜାତୀୟ ରାଜପଥରେ ଅନେକ ଟ୍ରକ କିଛି ସମୟ ଅଟକି ଉଲଗ୍ନ ମହିଳାକୁ ଚାହିଁ ଦେଇ ଚାଲି ଯାଉଥିଲେ I ପ୍ରାଥମିକ ତଦନ୍ତରୁ ଜଣ ପଡିଲା ମହିଳା ଜଣକ ଖଣ୍ଡି ଓଡିଆ କହୁଛନ୍ତି I ନିଜ ପରିଚୟ ଠିକରେ ଦେଇପାରୁ ନାହାନ୍ତି , ସୁନ୍ଦରଗଡ କିମ୍ବା ଝାରଖଣ୍ଡ ଅଞ୍ଚଳର ବୋଲି ମନେ ହେଉ ଥିଲା I କୌଣସି ଟ୍ରକ ଡ୍ରାଇଭର ଏଠାରେ ଛାଡି ଚାଲିଯାଇଥିବାର ବି ସନ୍ଦେହ କରାଯାଇପାରେ I ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ନିଜ ଠିକଣା କହିପାରୁ ନ ଥିଲେ I ଜାତୀୟ ରାଜପଥରୁ ମହିଳାଙ୍କୁ ଉଦ୍ଧାର କରି ନୂଆ ଡାକ୍ତରଖାନା ସ୍ଥିତ ସଖୀ କେନ୍ଦ୍ରରେ ସାମୟିକ ଭାବେ ଆଶ୍ରୟ ଦିଆଯାଇ ଥିବାର ସୂଚନା ମିଳିଛି I

More news from Odisha and nearby areas
  • Post by ସୁବୁଦବାସକେ
    2
    Post by ସୁବୁଦବାସକେ
    SU
    ସୁବୁଦବାସକେ
    Odisha•
    4 hrs ago
  • କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews
    1
    କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ 
#boudhnews
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    5 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    4 hrs ago
  • girls ହଷ୍ଟେଲ viral ଭିଡ଼ିଓ 😱
    1
    girls ହଷ୍ଟେଲ viral ଭିଡ଼ିଓ 😱
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    6 hrs ago
  • କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ
    3
    କଟକ ବାରଙ୍ଗ  ନନ୍ଦନକାନ ରେ  ପସୁ ପକ୍ଷୀ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    5 hrs ago
  • good morning Orissa Happy New year
    1
    good morning Orissa Happy New year
    user_Mangu Mallik
    Mangu Mallik
    Jajapur, Odisha•
    8 hrs ago
  • ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    1
    ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    1
    ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.