Shuru
Apke Nagar Ki App…
ଦେବଗଡ଼ ବିଜେଡି କାର୍ଯ୍ୟାଳୟ ରେ ପୋଲିସ ରେଡ଼ । ଲକ୍ଷାଧିକ ଟଙ୍କା ଜବତ । ପୋଲିସ ଫ୍ଲାଇଙ୍ଗ ସ୍କ୍ୱାଡ ଦ୍ଵାରା ଜବତ SHG ମହିଳାଙ୍କୁ ଟଙ୍କା ବଣ୍ଟା ଯାଉଥିଲା । ହେଲେ ଏ ବିଷୟରେ ପୋଲିସକୁ ପଚାରିଲେ ମୁଁହ ଖୋଲୁ ନାହିଁ ପୋଲିସ ।
PJ
Prakasha Jana
ଦେବଗଡ଼ ବିଜେଡି କାର୍ଯ୍ୟାଳୟ ରେ ପୋଲିସ ରେଡ଼ । ଲକ୍ଷାଧିକ ଟଙ୍କା ଜବତ । ପୋଲିସ ଫ୍ଲାଇଙ୍ଗ ସ୍କ୍ୱାଡ ଦ୍ଵାରା ଜବତ SHG ମହିଳାଙ୍କୁ ଟଙ୍କା ବଣ୍ଟା ଯାଉଥିଲା । ହେଲେ ଏ ବିଷୟରେ ପୋଲିସକୁ ପଚାରିଲେ ମୁଁହ ଖୋଲୁ ନାହିଁ ପୋଲିସ ।
More news from Debagarh and nearby areas
- #ଗଣତନ୍ତ୍ରର_ମହାନ_ପର୍ବ_ଏକ୍ସିଟ୍_ପୋଲ୍_୨୦୨୪ ସମ୍ବଲପୁର ,ଦେବଗଡ ଆସନରେ ବିଜେଡି ଏବଂ ବିଜେପି ମଧ୍ୟରେ ହେବ କଡା ଟକ୍କର । ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ୮୩ଟି ହାତଉଥିବା ବେଳେ ୮ଟି ଆସନରେ ବିଜେପି ଜିତୁଥିବା ନେଇ ଆକଳନ କରାଯାଇଛି ।1
- ପେନ୍ସିଲ୍ ମୁନରେ ୧.୫ ସିମ୍ ର ଅତିଖୁଦ୍ର t20 କ୍ରିକେଟ୍ ୱାଲ୍ଡ କପ୍ ଟ୍ରଫି ବନେଇ ଚର୍ଚ୍ଚାରେ ଯୁବ କଳାକାର ବିଜୟ ରେଡ୍ଡୀ City News Odisha ICC T20 World Cup1
- ପିଲାବେଳେ ବାହାଘର ଭୋଜିରେ ପୋଇ ଚିଙ୍ଗୁଡି ଚେଞ୍ଚଡ଼ା ବହୁତ ଥର ଖାଇଛି .ଏବେ ଆଉ ସେ ସବୁ ର ନାଁ ଲିଭିବା ଲାଗି ବସିଲାଣି. ଘରେ ବି ବହୁତ ବନେ .ମୋ ମା ବନାଏ. ବହୁତ୍ ଦିନ ପରେ ଆଜି ବନେଇଛି । ସ୍ଵାଦ ପୁରା ଭୋଜି ଷ୍ଟାଇଲ . ପରିବା ଯାହା ଘରେ ଥିଲା ସେଥିରେ ବନେଇଛି । ବହୁତ୍ ବଢିଆ ହେଇଛି. ଆପଣମାନେ ଥରେ ପୋଇ ଚିଙ୍ଗୁଡି ଛେଞ୍ଚଡା ବନେଇ ପୁରୁଣା ଦିନର ମଜା ନିଅନ୍ତୁ1
- ପିଲା ମାନେ ଜିଦି କରିବାରୁ ଟିକେ ଚିକେନ ତରକାରୀ ବନେଇ ଦେଲୁ 👍🏻👍🏻1
- ଆଜି ବନେଇ ଥିଲି ପନିର sola ତରକାରୀ1
- ଘରେ ବନେଇ ଖାଆନ୍ତୁ 5 minutes ରେ readymade ଗୁପଚୁପ୍// pura market test pari ଲାଗିବ🤤❤️1
- ଘରେ ମୁଢି ଅଛି କି..?? ତାହାଲେ ଏହି କୁଡ଼ମୁଡ଼ିଆ ମୁଢି ଜଳଖିଆ ବନେଇ ଖାଉ ନାହାନ୍ତି କାହିଁକି..?? Mudhi Jalakhia1
- ପାନ ପତ୍ର ପକୋଡ଼ା ଥରେ ବନେଇ ଖାଆନ୍ତୁ।1