Shuru
Apke Nagar Ki App…
ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ ।
Nilanchala Naik
ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ ।
More news from Ganjam and nearby areas
- ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଗଂଜାମ ଜିଲ୍ଲା ଗସ୍ତ..1
- ନୂଆ ବର୍ଷ ରେ ସମସ୍ତ ଙ୍କୁ ମୋ ତରପରୁ ଶୁଭକାମନା1
- Kebe asi tu1
- ଶେରଗଡ଼ ଚାଷୀଙ୍କ ଦୁଃଖ ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l1
- #ଡିସେମ୍ବର_୩୧ରେ_ଭାରତ_ବନ୍ଦ_ଡାକରା: ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି ମୋର୍ଚ୍ଚାର ବିଜୟ ସ୍ବାଇଁ ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ସୁମା ଦାସ ଅଧ୍ୟକ୍ଷତା କରି ଗତ ୧୭ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଉଦ୍ଦେଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଆସନ୍ତା ୩୧ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି lଏହା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟା ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ ଭାରତ ବନ୍ଦ ଆନ୍ଦୋଳନ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ରହିବ ବୋଲି ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ନାୟକ, ଜଗନ୍ନାଥ ପ୍ରଧାନ, କାଳୁ ଚରଣ ନାୟକ ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l1
- ରବିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ଏକାଧିକ ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଷ୍ମୀପୁର ପଂଚାୟତର ନାଉଳି ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଲକୁ ଯାଇ ପାଣିରେ ଭାସୁଥିବା ଫସଲକୁ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।1
- ଆଜି ରାଜ୍ୟ କିଷାନ କଂଗ୍ରେସ ସଭାପତିଙ୍କ ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲା ପୁର୍ବ ଓ ପଶ୍ଚିମ କିଷାନ କଂଗ୍ରେସ କମିଟିର ସଭାପତି ଶ୍ୟାମସୁନ୍ଦର ସାହୁ ଓ ପଦ୍ମ ଚରଣ ସାହୁ ଛତ୍ରପୁର କଂଗ୍ରେସ ବିଧାୟକ ପାର୍ଥି ଭାଗିରଥୀ ବେହେରା ଛତ୍ରପୁର କଂଗ୍ରେସ ସଭାପତି ମହେଶ୍ୱର ପାତ୍ର ଓ ଅନନ୍ୟ ନେତୃମଣ୍ଡଳୀ ବରଙ୍ଗ ଗ୍ରାମ ର ଚାଷୀ ଅଦିନିଆ ବର୍ଷାରେ ଧାନ ଫସଲ ପତିଶଢି ଯିବାରୁ ଋଣ ପରିଶୋଧ ନ କରିପାରିବା ଭୟରେ ବିଲରେ ଟଳି ପଡ଼ିଥିଲେ ତାଙ୍କ ପରିବାର କୁ ଦେକ୍ଷା କରିବା ପାଇଁ ଯାଇଥିଲୁ ଆମର ଦାବି ମୃତ୍ୟୁ ଘଟିଥିବା ପରିବାର କୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରଶାସନ ଅନୁରୋଧ1
- ଗଞ୍ଜାମ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ଦେଶ ଏକ ନିର୍ବାଚନକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର । କଲେଜ ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅର୍ଗସ୍ ନ୍ୟୁଜର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଯୋଗଦେଇ ସାମ୍ପ୍ରତିକ ସମୟରେ ଏକ ଦେଶ ଏକ ନିର୍ବାଚନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ।1