Shuru
Apke Nagar Ki App…
#ତାଲା_ମାରିଛେ_କିଏ? #କଲେକ୍ଟରର_ବାପାର୍_ଅଫିସ୍_କାଏଁ ବରଗଡ ଜିଲ୍ଲାପାଳ ଅଫିସ୍ ଗେଟ୍ ସାମ୍ନାରେ ଗର୍ଜିଲା ବିଜେଡ଼ି । ବିଜେଡି ନେତା ଓ ନେତ୍ରୀ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟିବାକୁ ଯାଉଥିବା ବେଳେ ହଠାତ୍ ମୁଖ୍ୟ ଗେଟ୍ ସାମ୍ନାରେ ତାଲା ପଡ଼ିଥିଲା । ଯାହାକୁ ନେଇ ବିଜେଡ଼ି ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସ୍ ପ୍ରଶାସନ ଉପରେ ଗର୍ଜିଥିଲେ।
Mangulu Sahu

- Jitendra Adabar Adabarବିଜେପୁର, ବରଗଡ଼, ଓଡ଼ିଶାତମର ସମୟରେ କେମିତି ଚାଲି ଥୀଲା କଣା ଭୁଲିଯାଇଛon 15 March
- Shuru UserBaliguda, Kandhamal🤝on 12 March
More news from ଓଡ଼ିଶା and nearby areas
- ବରଗଡ଼ କହେଁଇୟା ହୋଟେଲ ବିନା ପିଆଜ ରସୁଣ ରେ ତିଆରି ଫୁଲୁକା ରୁଟି ମାତ୍ର 10 ଟଙ୍କା1
- Post by ସାଥୀ ଟି ଭି1
- କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। 📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।1
- Post by SonepurSambad1
- It's been closed for two years. The administration refuses to listen even when I speak to them. That's why I'm leaving the news channel location chiplima chubdipada nf colony1
- बामरा में लखपति दीदी के तहत कई महिलाओं को आर्थिक सहायता1
- Post by Biswanath Patel1
- Post by SonepurSambad1