ଆମ ନରସିଂହପୁର (କଟକ) ରେ ଏକତ୍ରିତ ହୋଇଛନ୍ତି ୫ ଟି ଜ଼ିଲ୍ଲାର ସମର ଶିକ୍ଷାର୍ଥୀ (cadet) ଵାହିନୀ । ସେମାନଙ୍କର କ଼୍ୟାପଟେନ୍ ଡାକ୍ତର ଆଶୁତୋଷ ତ୍ରିପାଠୀ ଜଣେ ଚିକିତ୍ସକ ଓ ସେନା ଅଧିକାରୀ ହୋଇ ମଧ୍ୟ ନିଜେ ଶାକାହାରୀ । ସ୍ୱାସ୍ଥ୍ୟ ପାଇଁ ଶାକାହାର ଖାଦ୍ୟର ଉପାଦେୟତା ସମ୍ପର୍କରେ ପିଲାମାନଙ୍କୁ ଅଵଗତ କରାଇଵା ଉଦ୍ଦେଶ୍ୟରେ ମୋତେ ପିଲାଙ୍କ ସହ ଆଲୋଚନା କରିଵାକୁ କହିଲେ । ଆନନ୍ଦିତ ହେଲି ଯେ ଯେଉଁ ପରିଵେଶ ଚାହୁଁଥିଲି ସେ ତାହାରି ଆୟୋଜନ କରିଦେଲେ । ଆଲୋଚନା ଫଳପ୍ରଦ ହେଲା ଏଥିପାଇଁ ଯେ ପିଲାମାନେ ପ୍ରତିଟି କଥାର ମର୍ମ ବୁଝୁଥିଵାର ଏଵଂ ସକାରାତ୍ମକ ମନଵୃତ୍ତି ନେଇ ସକ୍ରିୟ ଭାଵେ ଅଂଶଗ୍ରହଣ କରିଥିଵାର । . ଏପରି ଆଲୋଚନା ପାଇଁ ମୋତେ ମଞ୍ଚାସୀନ କରାଇଥିଵାରୁ କ଼୍ୟାପଟେନଙ୍କୁ ଅଶେଷ ଧନ୍ୟଵାଦ । ଵିଭିନ୍ନ ଵିଦ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ମୋର ନିଵେଦନ ଯେ ନିଜ ନିଜର ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସାତ୍ତ୍ୱିକ ଜୀଵନ ଧାରଣ ପାଇଁ ପ୍ରଵର୍ତ୍ତାଇଵା ପାଇଁ ମୋତେ ଵ୍ୟଵହାର କରନ୍ତୁ , ତାହେଲେ କୃତଜ୍ଞ ଓ ଋଣୀ ହେଵି ।

- ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ବତୀ ।। ଜୟ ଗୁରୁ।। ନରସିଂହପୁର ଶାଖା। ଭକ୍ତ ସମ୍ମିଳନୀ୨୦୨୫1
- ମା କଳା ପାଟ ଠାକୁରାଣୀଙ୍କ ମନ୍ଦିର1
- ହିନ୍ଦୋଳ ବନ ବିଭାଗର ଆଭେନ୍ୟୁ ପ୍ଳାଣ୍ଟେସନରେ ମହାଦୁର୍ନୀତି; ଭୂତ ଖାଇଗଲା ଶହଶହ ଗଛ ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ1
- ହିନ୍ଦୋଳ 2 ଯୁବନେତାଙ୍କୁ ନବୀନ ପଟ୍ଟନାୟକ ଦେଲେ ଏହି ଗୁରୁମନ୍ତ୍ର1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ପର୍ଯ୍ୟଟନ ସ୍ଥଳରେ ଆଜି ଚଳିତ ବର୍ଷ ର ସବୁଠାରୁ ବେଶୀ ପର୍ଯ୍ୟଟକ l1
- ଢେଙ୍କାନାଳ / ହିନ୍ଦୋଳ ସମାଚାର1