Shuru
Apke Nagar Ki App…
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଟି ଶର୍ଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଶୁଭ ଉଦଘାଟନ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନମଣ୍ଡଳୀ ସମେତ ଖଲ୍ଲିକୋଟ ବ୍ଲକ ଓ ପଡୋଶୀ ଜିଲା ପୁରୀର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ନିର୍ଭର କରିଥାନ୍ତି। ଏହି ସେବା ଜରିଆରେ ଲୋକମାନେ ଆଉ ଦୁର ସ୍ଥାନକୁ ଯିବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Bhagabata Routtyiyyoju to ijhy

More news from Chhatrapur and nearby areas
- ଛତ୍ରପୁର:ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦଯାପିତବ୍ରହ୍ମପୁର ଦଳ ବିଜେତା,ନାଉଳି ଉପବିଜେତା1
- ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହେଲା ନିଶୁଳ୍କ ଡ଼ାଇଲିଶିଶ୍ ସେବା ll Jehoovah News1
- ଛତ୍ରପୁର ଆରିପଲୀ #vairalvideo #odia #youtubeshorts 🚗1
- ଗଂଜାମ ର ମହାନ୍ ପୌରାଣିକ ନାଟକ "ମହାଭାରତ "//ଭଗବାନପୁର1
- ଗଞ୍ଜାମ ଜିଲ୍ଲା ରମ୍ଭା ଅରୁଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା ଓ ପୁଅ ମୃତ ।1
- ରମ୍ଭା ଥାନା ଅରୁଣପୁରରେ ଟ୍ରକ ଧକ୍କାରେ ବାପା ପୁଅଙ୍କ ମୃତ୍ୟୁ1
- ଚକାଡୋଳା କ୍ଲୋଥ ଷ୍ଟୋର (ରମ୍ଭା)High schhol frant👌🤫🙏1
- going to ଗୋପାଳପୁର beach 🏖️ ll 2025 ପାଇଁ travel vlog ll (•_•) Narayan dancer boy (•_•) ll1