Shuru
Apke Nagar Ki App…
ପରଜଙ୍ଗ ବିଜେଡି ବିଧାୟକ ନୃସିଂହ ଚରଣ ସାହୁ ପ୍ରଚାର ବେଳେ ହଟ ହଟା କଙ୍କଡ଼ାହାଡ଼ ବ୍ଲକ ମାକୁଆକାଟେଣୀ ପଞ୍ଚାୟତ ଖଜୁରୀଆ ଗ୍ରାମ ଭୋଟର ଦୀର୍ଘ ୨୫ ବର୍ଷ ବିକାଶ ର ହିସାବ ମାଗିଲେ ହିସାବ ନ ଦେଇପରି ଫେରିଲେ, ତାଙ୍କ ବିଜେଡ଼ିର ଗୋଣ୍ଡା ମାନେ ସାଧାରଣ ଲୋକ ଙ୍କୁ ଡରାଉଛନ୍ତି , ହେଲେ ସାଧାରଣ ଜନତା ବୁଝି ଗଲେଣି
KM
Karan mangaraj

More news from Anugul and nearby areas
- ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ ! ଅନୁଗୁଳ: ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ମଧ୍ୟ ଆଉଟୁପାଉଟୁ ହେଉଛି।1
- ଅନୁଗୁଳ ନାଲକୋ ବିଶୋ ରୁପା ଶକ୍ତ ଯଜ୍ଞ କୁନି ପବ ଚକ୍ କେଶବ ଦାସ1
- କାଣ୍ଡସର ସବର ସହିତ ହେମସରପଡା ସବରଣୀ ମଧ୍ୟରେ ବାଦ ଦଣ୍ଡ ନୃତ୍ୟ ସ୍ଥାନ -ତଳମୂଳ ଅନୁଗୁଳ..1
- ହେମସରପଡା ସବର ସହିତ କାଣ୍ଡସର ସବରୁଣୀ ମଧ୍ୟରେ ବାଦ ଦଣ୍ଡ ନୃତ୍ୟ ସ୍ଥାନ -ତଳମୂଳ ଅନୁଗୁଳ..1
- ଆପଣ ମାନଙ୍କୁ ଭେଟିଦେବାକୁ ଯାଉଛି 01.06.2024 02,06,2024 ରିଖ ଦିନ, ହିନ୍ଦୋଳ ମାଟି ର ଅଗଣିତ ଯାତ୍ରା ପ୍ରେମୀ ଗଣ ମାନଙ୍କୁ ମା ସ୍ତମ୍ଭେଶ୍ଵରୀ କଳା ପରିଷଦ ଚିତଲପୁର ର (57 )ତମ ଅବଦାନ ଚଳିତ ବର୍ଷ ର ଦୁଇ ସାମାଜିକ ନାଟକ ଦୀପକ ଜେନା ଙ୍କ ରଚିତ ସେଇ ଗୋଟିଏ ଭୁଲ୍ ପାଇଁ ଓ ,ଭୁଲ୍ ତୋର ଭୋଗୁଛି ଯାତ୍ରା ନିର୍ଦେଶକ ଏବ - ଏଇ ଯାତ୍ରା ନଟକ ଭୁଲ ତୋର୍......... ମୁଁ ବାଙ୍କୀ ଟିମ୍ ଙ୍କୁ ପ୍ରାୟ 17 ଟି ମୁକ୍ତ ମଞ୍ଚ ନାଟକ ସଫଳ ନିର୍ଦ୍ଦେଶନା ଦେଇ 14 ଟି ଜାଗାରେ ସେ ଚମ୍ପିୟନ ରେକଡ଼ କରି ଆଜି ପୁଣି ଥରେ ସେଇ ଦମଦାର କାହାଣୀ, ମୋର ପ୍ରିୟ ଗୁରୁ ଶ୍ରୀଯୁକ୍ତ ବୁଲୁ ବିଶ୍ବାଳ ଙ୍କର ନିର୍ଦ୍ଦେଶନାରେ ଦୀପ୍ତିଭାନୁ ରଙ୍ଗମଞ୍ଚ,ଗଜ ବାରଣ , ଚିତଲପୁର ଠାରେ ଦୁଇ ରାତି ଜୁନ୍ ୦୧(ଶନିବାର), ଜୁନ୍ ୦୨(ରବିବାର) ମଞ୍ଚସ୍ଥ କରିବାକୁ ଯାଉଛି। ଆପଣ ମାନଙ୍କୁ ଅନୁରୋଧ ଆପଣ ମାନେ ସମସ୍ତେ ଯାତ୍ରା ଉପଭୋଗ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିବା ହେବେ।ଜୟ ମା ସ୍ତମ୍ଭେଶ୍ଵରୀ jatra Michael live 9040824095 ସବୁ ଠାରୁ ନିଆରା ଆକର୍ଷଣୀୟ ଯାତ୍ରା କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ମନରେ ସେ ଜଣେ ଭଲ କଳାକାର ର ପରିଚିତ, ଗାଁ ଡ୍ରାମା ଛୋଟ..... କିଛି ମୋର ପ୍ରିୟ ଯାତ୍ରା କଳାକାର ପିୟୁଷ ଭାଇ ଙ୍କ ପରି ଅଭିନୟ କରି ରେକଡ଼ ବି କରିଛିନ୍ତି, ଆଜି ବି ଦେଖିବାର ସୁଯୋଗ ରହିଛି,...... ନାରୀ ଅଭିନେତ୍ରୀ ଭାବେ ବେଷ୍ଟ ପରିଚିତ. ମୁଁ ଲାଇଭ ଦେଇଚି, ପ୍ରାୟ 2:15minit ଦର୍ଶକ 2200 ଦର୍ଶକ ଦେଖିଛନ୍ତି, ମୋର ପ୍ରଥମ ଥର ରେକର୍ଡ଼ ଏତେ ଦର୍ଶକ ଲାଇଭ ଙ୍କୁ........... ମୁଁ......... ଯାତ୍ରା ମିଡିଆ ସଂଯୋଜକ ଓଡିଶା ଯାତ୍ରା ରିପୋର୍ଟର ମାଇକେଲ ଲାଇଭ...... 9040824095 //1
- ଓଡ଼ିଶା ଡ୍ରାଇଭର ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ପଞ୍ଚାୟତ ର ସଞ୍ଜୟ ଭାଇ ଙ୍କୁ ସଦା ବେଳେ ମହାସଂଘ ମନେ ରଖିବ ଆଜି ,ଦିନରେ ଆମର ଭାଇ କୁ ହରାଇଥିଲେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆଜି ଜୟ ଜଗନ୍ନାଥ1