Shuru
Apke Nagar Ki App…
ମୁରିବାହାଲ ପତ୍ରପାଲି(କ) ଗାଁ ମଝି ରାସ୍ତା ରେ ଡ୍ରେନ ପାଣି ଲୋକେ ଅସନ୍ତୋଷ। ମୁରିବାହାଲ ପତ୍ରପାଲି(କ) ଗାଁ ମଝି ରାସ୍ତା ରେ ଡ୍ରେନ ପାଣି ଲୋକେ ଅସନ୍ତୋଷ।
BHOJARAJ DANDASENA
ମୁରିବାହାଲ ପତ୍ରପାଲି(କ) ଗାଁ ମଝି ରାସ୍ତା ରେ ଡ୍ରେନ ପାଣି ଲୋକେ ଅସନ୍ତୋଷ। ମୁରିବାହାଲ ପତ୍ରପାଲି(କ) ଗାଁ ମଝି ରାସ୍ତା ରେ ଡ୍ରେନ ପାଣି ଲୋକେ ଅସନ୍ତୋଷ।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।1
- ତା.18/04/2026 ରିଖ ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇସାରିଛି । ଏହି ଉଦ୍ଘାଟନ ସମାରୋହରେ ଓଡ଼ିଶା ଅଲମ୍ପିକ୍ସ ସଂଘ୍ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ,ମୁଖ୍ୟ ବକ୍ତା ପୁରୀ ମହାନଗର ନିଗମ ର ନିର୍ବାହୀ ଅଧିକାରୀ ଅଭିମନ୍ୟ ବେହେରା, ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ ଖୋ ମହାସଂଘ୍ ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସାଂସଦ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ତଥା ତୃଣ ମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତାରେ ରେ ଓଡିଶା ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିବ ବୋଲି ସେମାନେ କହିଥିଲେ।କ୍ରୀଡ଼ାବିତ୍ ମାନଙ୍କ ମାର୍ଚ୍ଚ ପାଷ୍ଟ ରେ ଓଡ଼ିଶୀ ନୃତ୍ୟାଙ୍ଗନା, ଯାଦୁଗର, ଗରିଲା କଣ୍ଢେଇ ପ୍ରଭୃତି ଯୋଗଦେଇ କ୍ରୀଡ଼ା ମହୋଲ କୁ ଆକର୍ଷଣୀୟ କରିଥିଲେ। ଉଦଘାଟନ ରେ ଶାନ୍ତିର ପ୍ରତୀକ କପୋତ କୁ ଉଡ଼ାଇ ଥିଲେ। ଇ. ବି. ଦାସଙ୍କ ଦ୍ୱାରା ମ୍ୟାଜିକ ସୋ ବିମୁଗ୍ଧ କରିଥିଲା ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତାରେ ଖୋ ଖୋ ରେ ୬ ଟି ବାଳିକା ଦଳ ଅଂଶଗ୍ରହଣ କରି ଥିଲେ । ଖୋ ଖୋ ରେ ଡେଲାଙ୍ଗ ବ୍ଳକ୍ କେ. ପି. ପି ଚାମ୍ପିଅନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମାଳଙ୍ଗ ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଚନ୍ଦେଶ୍ୱରି ଉପ୍ରା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜୋନ୍ ପାଇଁ ଚୂଡ଼ାନ୍ତ ବାଳିକା ଦଳ ଚୟନ କରାଯାଇ ସମ୍ପାଦକ ମହୋଦୟଙ୍କୁ ହସ୍ତାନ୍ତର କରାଯିବ।ପ୍ରତ୍ୟୁଷରୁ ଫୁଟବଲ ଖେଳର ଖେଳାଳୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଉତ୍ସାହିତ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- Post by SONEPUR NEWS1
- Post by SAHADEV MEHER1
- Post by Purandar sahu1
- ଚୋର ମାଛାଏ ସୋର1
- ସୁବର୍ଣ୍ଣପୁର: ଅଭିଯୁକ୍ତ ଫେରାର। ବୀରମହାରାଜପୁର ଗୁଳିକାଣ୍ଡ ଘଟଣା। ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ମାମଲା ରୁଜୁ।1
- ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି । ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- Post by Sonepur news khulasa1