Shuru
Apke Nagar Ki App…
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା କୁ ବିତିଛି ୧୯ ବର୍ଷ
Thutu Mohanta
କଳିଙ୍ଗନଗର ଗୁଳିକାଣ୍ଡ ଘଟଣା କୁ ବିତିଛି ୧୯ ବର୍ଷ
More news from Kalinganagar and nearby areas
- ମହୋତ୍ସବ ନାଁରେ ଘଡେଇ ବାପପୁଅ ଭଲ ଭଣ୍ଡେଇଲେ ଆଉ ଚାନ୍ଦୀ ମୁଣ୍ତରେ ବାଳ ଅଛି ଯେ ଖାଇବ ସୁନ୍ ପାମ୍ପୁଡୀ ଖଣି ଅଂଚଳରେ ପଇସା ଅଛିତ ଦେଖା କମାଲ କିଏ ମନା କରୁଛି. ବାଳ ବିକି ସୁନୁ ପାମ୍ପଡ଼ ଖାଇଲା ଭଳି ପରିସ୍ଥିତି ଏବେ ଘଡେଇ ବାପପୁଅଙ୍କର ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ. ଏହି ଚଣ୍ଡାଳଙ୍କୁ ଆଉ କେଉଁ ଖଣି ମାଲିକ କି କାରଖାନା ମାଲିକ ପଇସା କାହିଁକି ଓ କି ସ୍ୱାର୍ଥରେ ଦେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଅ ଏବେ ଓଏମସି ଠାରେ ଲୋକ ଲଗେଇ ଯେଉଁ ଗେଣ୍ଠୁ ମାରିବା କାଳିଆପାଣିରେ ଦେଖା ଦେଇଛି ତାହା ସୌରୀକ ସମ୍ପ୍ରଦାୟ ପ୍ରତି ନିଶ୍ଚୟ ଘୋର ଅପମାନ କହିଲେ କିଛି ଭୁଲ ହେବ ନାହିଁ. ଆଉ ଯେଉଁ କେତୋଟି ଲୋକ ଏହି ବାପପୁଅଙ୍କ କଥାରେ ମାତି ଚାଲିଛନ୍ତି ସେଠାରେ ଗାଣ୍ଡି ହଲା ନାଚ ଦେଖିବା ପାଇଁ ସେଣେ ବାପପୁଅ ବୁଦ୍ଧିରେ ପଡି ଯେ ନିଜ ପେଟକୁ ନାତ ମାରୁଛନ୍ତି ଏଡାଇ ଗଲେ ହେବ ନାହିଁ. ସୁକିନ୍ଦା ଏବେ ବିନାଶକୁ ଏଡାଇ ବିକାଶ ରାସ୍ତା ଧରିବାକୁ ଗଲା ବେଳେ ଏଥିରୁ ବିଚ୍ୟୁତ ହୋଇ ଯିବାକୁ ଯେଉଁମାନେ ବିନାଶକାରୀଙ୍କ ପିଛା ନ ଛାଡିବାକୁ ଚାଁହୁ ନାହାନ୍ତି ଭଲ କିନ୍ତୁ ବାପପୁଅଙ୍କ ସୁନ ପାମ୍ପୁଡ଼ି ଖାଇବା ଅବସ୍ଥା ନ ହେଉ.1
- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଳିଙ୍ଗନଗର ଠାରେ ଥିବା ଟାଟା ଅଧିକୃତ (NINL) ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ କାରଖାନାର Coke Plant ରୁ ନିବୃତ ବିଷାକ୍ତ ଧୂଆଁ ଯାହା ବାୟୁମଣ୍ଡଳ ପ୍ରଦୂଷଣ ର ମୁଖ୍ୟ କାରଣ ଏବଂ ପରିବେଶ ପାଇଁ ବହୁତ କ୍ଷତିକାରକ l1
- ନିଳାଚଳ ଇସ୍ପାତ ନିଗମ ଲିମିଟେଡ (ଟାଟା) ର ୧.୧ ମିଲିୟନ ଟନରେ ଏତିକି ପ୍ରଦ୍ୟୁଷଣ, ଯଦି ୧୦ ମିଲିୟନ ଟନର ସଂପ୍ରସାରଣ ହେବ ପରିସ୍ଥିତି କ'ଣ ହେବ!! ଶ୍ରମିକ ଓ କଳିଙ୍ଗନଗର ର ଜନସାଧାରଣ କଣ ବିଷ ବଳୟ ଭିତରେ ଏମିତି ହନ୍ତସନ୍ତ ହେବେ ଆଉ ମରିବେ?? ଯୁବନେତା ବାବୁନୀ ଓ ମନ୍ତ୍ରୀ ଟୁଟୁ ବଳ ଉତ୍ତର ଦିଅ1
- ସରକାରୀ ଯୋଜନା ସାତଶପନ, କଳିଙ୍ଗନଗର ଶିଳ୍ପାଞ୍ଚଳ ର ବିକଳ ଚିତ୍ର1
- End ଯାଏ ଦେଖ 😂 📍Ashokjhar Waterfall , Sukinda , Jajpur1
- ଏମିତି ପ୍ରତ୍ୟେକ ଦିନ ଶାୟିରୀ ପଢ଼ିବା ପାଇଁ ଆମ ପୃଷ୍ଠା କୁ ଲାଇକି ଓ FOLLOW କରନ୍ତୁ 🙏❤️🙏❤️odishashayari72 FOLLOW 🙏❤️🙏❤️odishashayari72 LIKE 🙏❤️🙏❤️odishashayari72 COMMENT 🙏❤️👍❤️odishashayari721
- କୋରେଇ ନିର୍ବାଚନ ମଣ୍ଡଳୀ, ଶଙ୍ଖଚିଲ୍ଲା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ "ପ୍ଲାଟିନମ୍ ଜୁବିଲି " ପାଳନ କରିଛି। #jajpurmirror #Odisha #jajpur Akash Dasnayak1
- ଆଜି କୋରେଇ ବିଧାୟକ ଆକାଶ ଭାଇ ଶୋତି ଗ୍ରାମର ନୀଳ ମାଧବ ଘରେ ପହଞ୍ଚି ସମ ବେଦନା ଜଣାଇଲେ1