Shuru
Apke Nagar Ki App…
ଜୟ ଶ୍ରୀ ରାମ ତାରିଖ - ୦୮/୦୧/୨୦୨୫ ଢେଙ୍କାନାଳ ଜିଲ୍ଲା ଗୋଡିଆକାଟେଣୀ ପପୁ ଭାଇଙ୍କ ଦୋକାନରେ ଯେଉଁ ଗୋମାତା ତଳୁ ଉଠି ପାରୁନଥିଲେ, ଯୋଗାଡ ବନେଇ କରି ଠିଆ କରାଯାଇଥିଲା ସେ ଆଜି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଖବର ପାଇ ହିନ୍ଦୋଳ ରୋଡର ମହାବୀର ସ୍ଵେଚ୍ଛାସେବୀ ସଂଗଠନର ଭାଇମାନେ ତୁରନ୍ତ ପହଞ୍ଚି ଗୋମାତାଙ୍କୁ ଧୂପ, ପୁଷ୍ପ, ମାଲ୍ୟାର୍ପଣ ସିନ୍ଦୁର ଓ ଅବିର ଅର୍ପଣ କରି ସମାଧି ଦେଇଥିଲେ ଓ ଶେଷରେ ଶାନ୍ତି ପ୍ରାର୍ଥନା କରିଥିଲେ। ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମେ ହିଁ ସାହା ଭରସା, ଗୋମାତାଙ୍କର ଆତ୍ମା ବୈକୁଣ୍ଠ ପୁରକୁ ଯାଇ ଆପଣଙ୍କର ଚରଣ କମଳରେ ଲୀନ ହୁଅନ୍ତୁ । ଜୟ ଗୋମାତା
Umashankar Pattanaik

More news from Hindol and nearby areas
- ହିନ୍ଦୋଳ ବେଡ଼ାପଡ଼ା ଗାଁରେ କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ଆହତ | Nandighosha TV1
- ବିଜେଡି ର ପୂର୍ବତନ ସାଂସଦ ଢେଙ୍କାନାଳ ଓ ଅନଗୁଳ ଜିଲ୍ଲା ପାଇଁ ମକର ସଂକ୍ରାନ୍ତି ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି1
- ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ଗ୍ରାମପଞ୍ଚାୟତ ର ବରିଷ୍ଠ ଆଇନୀଜୀବୀ,ବିଜୁ ଜନତା ଦଳ ର ବରିଷ୍ଠ ସଂଗଠକ ତଥା ସମିତିସଭ୍ୟା ଙ୍କ ସ୍ୱାମୀ ସନାତନ ସାହୁ ଙ୍କର ଅକାଳ ବିୟୋଗ ହୋଥିବାରୁ ସ୍ବର୍ଗତ ଅମର ଆତ୍ମା ର ସଦଗତି କାମନା କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲି। Biju Yuva Janata Dal BJD I.T. Wing BJD Odisha - Forever BJD Odisha Biju Janata Dal Odisha JAY NAVEEN ଜୟ ଜଗନ୍ନାଥ BJD 4 ODISHA1
- //Prema khanjani/love songs ଭାଲିଆଡ଼ିହ ଆଶ୍ରମ ବିଦ୍ୟାଳୟ, ନରସିଂହପୁର/boys dance group1
- SATKOSIA GANDA//ସାତ କୋଶିଆ ଗଣ୍ଡ//, ଗଣିଆ, ନୟାଗଡ.1
- ବଡମ୍ବା ସାହିତ୍ୟ ଘର ପାଳିଲା ଦଶମ ବାର୍ଷିକ ଉତ୍ସବ |Badamba cuttack news |Times one odia |Odisha news |1
- ବଡମ୍ବା ଟି-ସେତୁ ୧୪ ରୁ ୧୬ ବନ୍ଦ, ମକରମେଳା ପାଇଁ କଟକଣା | Badamba Makar Mela1
- ମକରମେଳା ପାଇଁ ୧୪ରୁ ୧୬ ବନ୍ଦ ବଡମ୍ବା ଟି-ସେତୁ |Nandighosha TV1