logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କପିଳାସରେ ଆବର୍ଜନା ମଧ୍ୟରେ ଗୋମାତା, ପ୍ରଶାସନର ଦୃଷ୍ଟି କେବେ? ଢେଙ୍କାନାଳ: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ଅଞ୍ଚଳରେ ଆବର୍ଜନା ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଶ୍ରାବଣ ବୋଲବମ୍ ସମୟରେ ଭକ୍ତଙ୍କ ଆଗମନ ପରେ ରାସ୍ତାପାଖ ଓ ଖୋଲା ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ଖାଦ୍ୟ ଅବଶିଷ୍ଟ ଓ ବିଭିନ୍ନ ଆବର୍ଜନା ଜମିଥିବା ଦେଖିବାକୁ ମିଳିଛି। ଏହି ଆବର୍ଜନା ମଧ୍ୟରେ ଗାଈ, ଷଣ୍ଢ ଓ ବାଛୁରୀ ଖାଦ୍ୟ ଖୋଜୁଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚିନ୍ତିତ କରିଛି। ଆବର୍ଜନା ସହ ପ୍ଲାଷ୍ଟିକ ଖାଇବା ଦ୍ୱାରା ପଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଶ୍ରାବଣ ସମୟରେ ସୃଷ୍ଟି ହୋଇଥିବା ଖାଦ୍ୟ ଅବଶିଷ୍ଟ, ପଲିଥିନ ଓ ଅନ୍ୟାନ୍ୟ ଅଳିଆ ଠିକ୍ ଭାବରେ ପରିଚାଳନା ନହୋଇ ଖୋଲା ସ୍ଥାନରେ ପଡ଼ିରହୁଛି। ଫଳରେ ଦୁର୍ଗନ୍ଧ ସହ ପରିବେଶ ପ୍ରଦୂଷଣର ଆଶଙ୍କା ମଧ୍ୟ ବଢ଼ୁଛି। ତେବେ ଆବର୍ଜନାର ସ୍ଥାୟୀ ପରିଚାଳନା ପାଇଁ ଉଚିତ ବ୍ୟବସ୍ଥା କେଉଁଠି? ରାସ୍ତାପାଖରେ ଏଭଳି ଆବର୍ଜନା ପଡ଼ିରହିବା ଦ୍ୱାରା ପର୍ଯ୍ୟଟକ, ଭକ୍ତ ଓ ସ୍ଥାନୀୟ ଲୋକଙ୍କ ସହ ପଶୁମାନଙ୍କ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି। କପିଳାସ ଭଳି ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀରେ ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପ୍ଲାଷ୍ଟିକ ଓ ଆବର୍ଜନାର ଉଚିତ ନିଷ୍ପତ୍ତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟମାନେ ଦାବି କରିଛନ୍ତି। ଏବେ ପ୍ରଶ୍ନ—କପିଳାସର ପବିତ୍ର ପରିବେଶ ଓ ଗୋମାତାଙ୍କ ସୁରକ୍ଷା ପାଇଁ ପ୍ରଶାସନ କେବେ ନେବ ଠୋସ ପଦକ୍ଷେପ? ଏହି ବିଷାକ୍ତ ଆବର୍ଜନା ଖାଇ ଗାଈ, ଷଣ୍ଢ, ବାଛୁରୀ ରୋଗଗ୍ରସ୍ତ ହେଉଛନ୍ତି। ରାସ୍ତା ପାଖରେ ସମସ୍ତ ଅଳିଆକୁ ଫିଙ୍ଗି ଦିଆଯାଉଛି। ନା ଅଛି ଡମ୍ପିଂ ୟାର୍ଡ, ନା ଅଛି ପରିଚାଳନା। ସରକାରୀ ନିୟମକୁ ଫୁ କରି ଖୋଲା ଆକାଶ ତଳେ ପ୍ଲାଷ୍ଟିକ ପାହାଡ ଗଢା ହେଉଛି। ଏହା କେବଳ ଅପରିଷ୍କାର ନୁହେଁ, ଏହା ଏକ ଅପରାଧ: 1. ପଶୁ ନିର୍ଯାତନା ଆଇନ ଉଲ୍ଲଂଘନ 2. ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ 3. ପ୍ଲାଷ୍ଟିକ ବ୍ୟାନ୍ ନିୟମର ଖୋଲା ଉଲ୍ଲଂଘନ

2 hrs ago
user_Tapasdas 6372788705
Tapasdas 6372788705
Photographer Dhenkanal Sadar, Odisha•
2 hrs ago
4f2c1a64-9c93-44e9-af05-96f2e75ea4fc

କପିଳାସରେ ଆବର୍ଜନା ମଧ୍ୟରେ ଗୋମାତା, ପ୍ରଶାସନର ଦୃଷ୍ଟି କେବେ? ଢେଙ୍କାନାଳ: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ଅଞ୍ଚଳରେ ଆବର୍ଜନା ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଶ୍ରାବଣ ବୋଲବମ୍ ସମୟରେ ଭକ୍ତଙ୍କ ଆଗମନ ପରେ ରାସ୍ତାପାଖ ଓ ଖୋଲା ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ଖାଦ୍ୟ ଅବଶିଷ୍ଟ ଓ ବିଭିନ୍ନ ଆବର୍ଜନା ଜମିଥିବା ଦେଖିବାକୁ ମିଳିଛି। ଏହି ଆବର୍ଜନା ମଧ୍ୟରେ ଗାଈ, ଷଣ୍ଢ ଓ ବାଛୁରୀ ଖାଦ୍ୟ ଖୋଜୁଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଚିନ୍ତିତ କରିଛି। ଆବର୍ଜନା ସହ ପ୍ଲାଷ୍ଟିକ ଖାଇବା ଦ୍ୱାରା ପଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଶ୍ରାବଣ ସମୟରେ ସୃଷ୍ଟି ହୋଇଥିବା ଖାଦ୍ୟ ଅବଶିଷ୍ଟ, ପଲିଥିନ ଓ ଅନ୍ୟାନ୍ୟ ଅଳିଆ ଠିକ୍ ଭାବରେ ପରିଚାଳନା ନହୋଇ ଖୋଲା ସ୍ଥାନରେ ପଡ଼ିରହୁଛି। ଫଳରେ ଦୁର୍ଗନ୍ଧ ସହ ପରିବେଶ ପ୍ରଦୂଷଣର ଆଶଙ୍କା ମଧ୍ୟ ବଢ଼ୁଛି। ତେବେ ଆବର୍ଜନାର ସ୍ଥାୟୀ ପରିଚାଳନା ପାଇଁ ଉଚିତ ବ୍ୟବସ୍ଥା କେଉଁଠି? ରାସ୍ତାପାଖରେ ଏଭଳି ଆବର୍ଜନା ପଡ଼ିରହିବା ଦ୍ୱାରା ପର୍ଯ୍ୟଟକ, ଭକ୍ତ ଓ ସ୍ଥାନୀୟ ଲୋକଙ୍କ ସହ ପଶୁମାନଙ୍କ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି। କପିଳାସ ଭଳି ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀରେ ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପ୍ଲାଷ୍ଟିକ ଓ ଆବର୍ଜନାର ଉଚିତ ନିଷ୍ପତ୍ତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟମାନେ ଦାବି କରିଛନ୍ତି। ଏବେ ପ୍ରଶ୍ନ—କପିଳାସର ପବିତ୍ର ପରିବେଶ ଓ ଗୋମାତାଙ୍କ ସୁରକ୍ଷା ପାଇଁ ପ୍ରଶାସନ କେବେ ନେବ ଠୋସ ପଦକ୍ଷେପ? ଏହି ବିଷାକ୍ତ ଆବର୍ଜନା ଖାଇ ଗାଈ, ଷଣ୍ଢ, ବାଛୁରୀ ରୋଗଗ୍ରସ୍ତ ହେଉଛନ୍ତି। ରାସ୍ତା ପାଖରେ ସମସ୍ତ ଅଳିଆକୁ ଫିଙ୍ଗି ଦିଆଯାଉଛି। ନା ଅଛି ଡମ୍ପିଂ ୟାର୍ଡ, ନା ଅଛି ପରିଚାଳନା। ସରକାରୀ ନିୟମକୁ ଫୁ କରି ଖୋଲା ଆକାଶ ତଳେ ପ୍ଲାଷ୍ଟିକ ପାହାଡ ଗଢା ହେଉଛି। ଏହା କେବଳ ଅପରିଷ୍କାର ନୁହେଁ, ଏହା ଏକ ଅପରାଧ: 1. ପଶୁ ନିର୍ଯାତନା ଆଇନ ଉଲ୍ଲଂଘନ 2. ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ 3. ପ୍ଲାଷ୍ଟିକ ବ୍ୟାନ୍ ନିୟମର ଖୋଲା ଉଲ୍ଲଂଘନ

More news from Odisha and nearby areas
  • #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ... ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ । ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ । ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ । ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ । ଅର୍ଥାତ୍‌, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । #ଟେଣ୍ଡର_ବିବାଦ #ଠିକାଦାର_ସଂଘ #ଢେଙ୍କାନାଳ #ଠିକାଦାରଙ୍କ_ଅସନ୍ତୋଷ #ଟେଣ୍ଡର_ପ୍ରକ୍ରିୟା #ଠିକାଦାରଙ୍କ_ସମସ୍ୟା #ସରକାରୀ_କାମ #ଉନ୍ନୟନମୂଳକ_କାମ #DhenkanalNews #Dhenkanal #OdishaNews #OdishaNewsToday #BreakingNews #LatestNews #ContractorAssociation #TenderIssue
    1
    #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ...

ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ ।
ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ ।
ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? 

ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି ।

କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ ।

ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ ।

ଅର୍ଥାତ୍‌, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି ।

ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

#ଟେଣ୍ଡର_ବିବାଦ
#ଠିକାଦାର_ସଂଘ
#ଢେଙ୍କାନାଳ
#ଠିକାଦାରଙ୍କ_ଅସନ୍ତୋଷ
#ଟେଣ୍ଡର_ପ୍ରକ୍ରିୟା
#ଠିକାଦାରଙ୍କ_ସମସ୍ୟା
#ସରକାରୀ_କାମ
#ଉନ୍ନୟନମୂଳକ_କାମ
#DhenkanalNews
#Dhenkanal
#OdishaNews
#OdishaNewsToday
#BreakingNews
#LatestNews
#ContractorAssociation
#TenderIssue
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି
    1
    କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    14 hrs ago
  • ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    1
    ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ 
ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    12 hrs ago
  • କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା 
କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
  • ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ..
ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ ଡଃ.ଅରବିନ୍ଦ ଢ଼ାଲି ।
    1
    ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ ଡଃ.ଅରବିନ୍ଦ ଢ଼ାଲି ।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    44 min ago
  • नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों
    1
    नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं।
इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ  ବୋଲି ଜଣାପଡ଼ିଛି 
ସ୍ତ୍ରୀକୁ ଭିଡିଓ କଲ୍ କରି ବିରୂପା ନଦୀକୁ ଡେଇଁ ନିଖୋଜ ଅଛନ୍ତି। ଯୁବକ ଜଣକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ  ବୋଲି ଜଣାପଡ଼ିଛି #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.