ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ମହିଳା କ୍ରିକେଟ ଶନିବାର ! ରବିବାର ଅନୁଗୁଳ ଓ ତାଳଚେର ମଧ୍ୟରେ ଅନୁଷ୍ଠିତ ହେବ ! ତାଳଚେର: ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ରାଣୀ ପାର୍କ ଖେଳ ପଡିଆ ରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା ରବିବାର ଦିନ ମୁହାଁ ମୁହିଁ ହେବେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଓ ଅନୁଗୁଳ କ୍ରିକେଟ ଟିମ୍। ଏହି ସର୍ବ ଭାରତୀୟ କ୍ରିକେଟ ମ୍ୟାଚ୍ ରେ ଦେଶର ବଛା ବଛା ଆଠ ଟି ଟିମ୍ ଭାଗ ନେଇଥିଲେ। ତେବେ ସମସ୍ତ ଟିମ୍ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା ବେଳେ ଫାଇନାଲ କୁ ତାଳଚେର ର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଓ ଅନୁଗୁଳ କ୍ରିକେଟ ଟିମ ଉନ୍ନୀତ ହୋଇ ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବାକୁ ଯାଉଛି। ତେବେ କ୍ରୀଡା ପ୍ରେମୀ ଙ୍କ ଅନୁରୋଧ କ୍ରମେ ତଥା ମୋନରଞ୍ଜନ ପାଇଁ ଏକ ଦିବସ ୨୦-୨୦ ମହିଳା କ୍ରିକେଟ ମ୍ୟାଚ ୧୦ ତାରିଖ ଶନିବାର ଦିନ ଆକର୍ଷଣୀୟ ମହିଳା କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ରାଉରକେଲା ଓ ଭୁବନେଶ୍ୱର ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ତଥା ଫ୍ରେଣ୍ଡସ କ୍ରିକେଟ୍ କ୍ଲବ ର ସଭାପତି ତଥା ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୁତୀଆ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୪ ତାରିଖରୁ ଆରମ୍ଭ ହୋଇ ଥିବା ଏହି ଡ଼ାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ମ୍ୟାଚ ରେ ଦେଶର ଉତ୍ତର ପ୍ରଦେଶର ପ୍ରୟାଗ ରାଜ, କଲିକତା ଲକ୍ଷ୍ମୀ ରତନ ଶୁକ୍ଳା କ୍ରିକେଟ ଟିମ, ବିହାର ର ରାଞ୍ଚି ଓଡିଶା ପକ୍ଷରୁ କଟକ , ଭୁବନେଶ୍ୱର, ଅନୁଗୁଳ, ତାଳଚେର, ଓ ରାଉରକେଲାର କ୍ରିକେଟ ଦଳ ଗୁଡ଼ିକ ଭାଗ ନେଇଥିଲେ । ତେବେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସର୍ଵ ଭାରତୀୟ ସ୍ତରରୁ ୮ ଟି ଦଳ ଭାଗ ନେଇଥିବା ର ଜଣାପଡ଼ିଛି। ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ଲକ୍ଷ୍ୟ କରଯାଇଛି। ଏହି ମ୍ୟାଚ୍ କୁ ସହର ଓ ଗ୍ରାମାଞ୍ଚଳ ରୁ ଦେଖିବା ପାଇଁ ବହୁତ ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଛି।

- चीन ने बिना पटरी चलने वाली ट्रेन तकनीक ART (Autonomous Rail Rapid Transit) विकसित की है। यह ट्रेन सामान्य सड़कों पर चलती है और सेंसर, कैमरा व GPS की मदद से सड़क पर बनी वर्चुअल लाइनों को फॉलो करती है। पारंपरिक ट्राम के मुकाबले यह सस्ती, तेज़ और आसान है। ART बस की लचीलापन और मेट्रो जैसी क्षमता को एक साथ जोड़ती है। #FutureTech #ChinaInnovation #SmartTransport #NextGenTransit #ViralNews #TechExplained #PublicTransport1
- ବାଧକାମହେଉଛିଦେଖତୁ1
- ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଖେଳକୁଦ ସମାରୋହରେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ବକ୍ତବ୍ୟ1
- Dhenkanal ଜିଲ୍ଲାର ମେରାମଣ୍ଡଳି ରେଲୱେ devlopment ପାଇ କୋଟି କୋଟି ଟଙ୍କା ଆସିଥିଲା।କିନ୍ତୁ ରେଲୱେ ବିଭାଗ ବିରିଷ୍ଟ ଅଧିକାରୀ ଓ କଟ୍ରାକ୍ଟର ମଧ୍ୟ ଚନ୍ଦ୍ରିକା ରେ ଏତେ ନିମ୍ନ ମାନର କାମ ଖାଇଗଲେ କୋଟି କୋଟି ଟଙ୍କା।ଆଜି ବର୍ଷେ ନ ପୁରୁଣୁ ଭାଙ୍ଗିଯାଇଛି ନାଲ।ଯେତେ ଅପରିଷ୍କା ର ପାଣି ରାସ୍ତା ଉପରେ ବହିଁ ଚାଲିଛି । ରାସ୍ତାରେ ଯିବା ପାଇଁ ଲୋକେ ହନ୍ତସନ୍ତ।4
- ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା TATA STEEL, Dhenkanal, Marathon 20261
- Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି1
- ଆମ ବସ୍ ର ମନ ମାନି ଚାଲୁଛି ଓଡିଶା ସରକାର କୋ ବସ୍ ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,1
- ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))4