Shuru
Apke Nagar Ki App…
ଆରମ୍ଭ ହେଲା ଅପରେସନ ସାଇବର କବଚ ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
PABITRA BARIHA
ଆରମ୍ଭ ହେଲା ଅପରେସନ ସାଇବର କବଚ ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
More news from ଓଡ଼ିଶା and nearby areas
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ1
- ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ଯୋଗଗୁରୁ ଡ. ହୃଷିକେଶ ଦେହେରି । ସେ ତାଙ୍କ ପ୍ରୟାସ ରେ ଅନେକ ଗ୍ରାମାଞ୍ଚଲ ମାନଙ୍କର ଛୋଟଵଡ ସମସ୍ତଙ୍କୁ ନେଇ ଯୋଗ ପ୍ରୟାସ ଜାରିରଖିଛନ୍ତି । ତାଙ୍କ ଯୋଗ ଅଭ୍ୟାସ ର କିଛି ଅଭୂଲା ସୃତି ।2
- ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ ନିରୀହ ଦଳିତ ଯୋଗାଣ ସହାୟକ ଶ୍ରୀଯୁକ୍ତ ବିନୋଦ ଜଗଦଲା ଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଜାତିଆଣ ଆକ୍ଷେପ କରି କର୍ତ୍ତବ୍ୟରୁ ଛଟେଇ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା। ହସ୍ତଗତ ସୂଚନା ଅନୁସାରେ ଶ୍ରୀଯୁକ୍ତ ବିନୋଦ ଜଗଦଲା ପଞ୍ଚମହଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାର ଙ୍କ ଆଦେଶ ମୁତାବକ PDS ରେ ବଣ୍ଟନ ହେଉଥିବା ଚାଉଳ, ଗହମ, ତେଲ ଇତ୍ୟାଦି ସାମଗ୍ରୀ ସୂଚାରୁରୂପେ ବଣ୍ଟନ କରି ଆସୁଥିଲେ। ହେଲେ ବଡ଼ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା ଗ୍ରାମରେ ହେଉଥିବା ଗଣେଶ ପୂଜା କମିଟିକୁ ୨ କୁଇଣ୍ଟାଲ ଚାଉଳ ଓ କିରୋସିନ ଜାଳେଣି ୧୨ଲିଟର ଦେବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଯୋଗାଣ ସହାୟକ ନିରୁପାୟ ହୋଇ ଗଣେଶ ପୂଜା କମିଟିକୁ ୨କୁଇଣ୍ଟାଲ ଚାଉଳ ଓ ୧୨ଲିଟର କିରୋସିନ ଜାଳେଣି ଚାନ୍ଦା ଆକାରରେ ଦେବାକୁ ବାଧ୍ୟ ହୋଇଥିଲେ। ପରିତାପର ବିଷୟ କିଛି ଦିନ ପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ଆସି ଷ୍ଟକ ରୁମ ଚେକ କରିବାରୁ ଚାଉଳ ଓ କିରୋସିନ କମ ଥିବା ଦେଖିବାକୁ ପାଇଥିଲେ। ସରପଞ୍ଚ କୌଣସି ଲେଖା ନଦେଇ ମୌଖିକ ଭାବେ କହିଥିବାରୁ ଯୋଗାଣ ସହାୟକ ଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସଟ ହୋଇଥିବା ଚାଉଳ ଓ ତେଲ ତାଙ୍କ ଉପରେ ରିକଭରି କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଦେଲେ। ନିରୀହ ଅସହାୟ ଯୋଗାଣ ସହାୟକ ପ୍ରଶାସନ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବା ପରେ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଶ୍ରୟ ନେଇ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।ମାନ୍ୟବର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମହଲରେ ଥିବା ସମସ୍ତ ଅଧିକାରୀ ବିନୋଦଙ୍କୁ ନିର୍ଦ୍ଦୋଷ ପ୍ରମାଣ ପତ୍ର ଦେଇ ପୁନର୍ବାର ନିଯୁକ୍ତି ଦେବାପାଇଁ ଆଦେଶ ଦେଇଛନ୍ତି। ହେଲେ ଯୋଗାଣ ସହାୟକ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବାରୁ ସରପଞ୍ଚ ଅଶୋକ ପଣ୍ଡା ଆଜି କାଲି କହି ଶେଷରେ ଯୋଗାଣ ସହାୟକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ତୁ ଗଣ୍ଡା ଲୋକ ହୋଇଥିବାରୁ ମୁଁ ଅଶୋକ ପଣ୍ଡା ବଞ୍ଚିଥିବା ପର୍ଯ୍ୟନ୍ତ ତୋତେ ପଞ୍ଚାୟତରେ ନିଯୁକ୍ତି ଦେବି ନାହିଁ ତୁ ଯାହା କରିବା କଥା କରିଚାଲ ମୋ ଉପରେ ବଡ଼ ବଡ଼ ନେତା ମନ୍ତ୍ରୀ ଅଛନ୍ତି ବୋଲି ଧମକ ଦେଇଥିବା ଭଳି ସଙ୍ଗିନ୍ ଅଭିଯୋଗ ନେଇ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାନସିକ ଚିନ୍ତିତ ଓ ଭୟଭୀତ ହୋଇ ଏନେଇ ଯୋଗାଣ ସହାୟକ ବିନୋଦ ନିରୁପାୟ ହୋଇ ଉଲୁଣ୍ଡା ଥାନାରେ ଗତ ତା.୦୩/୦୩/୨୦୨୬ ରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଉଲୁଣ୍ଡା ପୋଲିସ ଆଜି ପର୍ଯ୍ୟନ୍ତ ଦୋଷୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏପରିକି ସରପଞ୍ଚ ପୁଣି ଆସି ଏତଲାକାରୀ ବିନୋଦ ଜଗଦଲା ଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କହୁଛି ତୁ ମୋର କିଛି ଉପାଡି ପାରିବୁ ନାହିଁ ବୋଲି କହୁଛନ୍ତି। ଏତଲାକାରୀଙ୍କ ପ୍ରତିକ୍ରିୟା ଅନୁସାରେ ମାନ୍ୟବର ଉଚ୍ଚତମ ନ୍ୟାୟାଧୀଶ ଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ କହି କ୍ଷୋଭ ପ୍ରକାଶ କରିଛନ୍ତି।1
- Post by Pitambar Sahu1
- ଆଜି ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ମେଳା ମାର୍ଚ୍ଚ 6 ତାରିଖ ଠାରୁ ଆରମ୍ଭ ହୋଇ 12 ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଛି l ଏହି ଉପଲକ୍ଷେ ମୋଟ 120 ଟି ଷ୍ଟଲ ଖୋଲା ଯାଇଛି l ଆଜିର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ1
- Post by Giri sahu1
- Post by Sonepur news khulasa1