Shuru
Apke Nagar Ki App…
ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପିଜି ଡ଼ାକ୍ତର ଛାତ୍ରଙ୍କୁ ସିନିୟର ରେସିଣ୍ଡେଣ୍ଟ ଛାତ୍ରମାନେ ମାଡ଼ ମାରିବା ଘଟଣା । ଘଟଣାରେ ୪ ଡ଼ାକ୍ତରଙ୍କୁ ସେମାନଙ୍କ କାର୍ଯ୍ୟରୁ ବହିସ୍କାର ଓ ଜଣେ ଡ଼ାକ୍ତରଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା । ଡ଼ିଏମଇଟିଙ୍କ ନିର୍ଦ୍ଧେଶ ପ୍ରକାରେ ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ନେଲେ ନିଷ୍ପତ୍ତି । ଅର୍ଥପେଡ଼ିକ୍ ବିଭାଗର ଡ଼ାକ୍ତର ପୁରୁଷୋତ୍ତମ ସ୍ୱାଇଁ , ଆରିୟାନ କୁମାର ମହାନ୍ତି ଓ ଚିନ୍ମୟ ପ୍ରଧାନ ଏବଂ ସାଧାରଣ ସର୍ଜରୀ ବିଭାଗର ସିନିୟର ରେସିଣ୍ଡେଣ୍ଟ ଡ଼ାକ୍ତର ୟସ୍ବନ୍ତ ଭିରାଙ୍କୁ ନିଜ କାର୍ଯ୍ୟରୁ ବହିସ୍କାର କରିଛନ୍ତି ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ । ଅର୍ଥପେଡ଼ିକ ବିଭାଗର ଦ୍ଵିତୀୟ ବର୍ଷର ପିଜି ଡ଼ାକ୍ତର ପ୍ରିୟଜିତ୍ ସାହୁଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା କରାଯାଇଛି ।
Bikash sarkar

More news from Ganjam and nearby areas
- ମା କଳୁଆ 🙏🌺🔱 maakalua #kalua #maa jaymaakali #❤️maa❤️ #kalimaa1
- Gopalpur Sea Beach | ଗୋପାଳପୁର ବେଳାଭୂମି | Light House | Berhampur | ଓଡିଶା1
- ବାଳକୃଷ୍ଣ ଷଡ଼ଙ୍ଗୀ(ସରସ୍ଵତୀ ଶିଶୁମନ୍ଦିର ମଦନବିହାର ,ଗୋପାଳପୁର) KRISHNA NEWS ODISHA1
- ସୁନିଲ କୁମାର ତ୍ରିପାଠୀ(ସରସ୍ଵତୀ ଶିଶୁମନ୍ଦିର,ଗୋପାଳପୁର) KRISHNA NEWS ODISHA1
- ଗୋପାଳପୁର ବ୍ରିଜ ଏରିଆ NH 161
- New Year 2025 Celebration in Brahmapur | ନୂତନ ବର୍ଷ ୨୦୨୫କୁ ସ୍ୱାଗତ କଲେ ବ୍ରହ୍ମପୁର ବାସୀ | PrameyaNews71
- ମହୁରୀର ତାଳେ ତାଳେ ଢୋଲିଆ ନାଚ1
- ବ୍ରହ୍ମପୁର Vs କଟକ | Brahmapur Vs Cuttack Odia Custom Match | Odisha Free Fire ♥️ |1