Shuru
Apke Nagar Ki App…
ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ରାସ୍ତା ତଳକୁ ଏକ ସ୍କୁଲ ଭ୍ୟାନ ଓଲଟି ପଡିବାରୁ ଅଳ୍ପକେ ବର୍ତ୍ତିଛନ୍ତି ୧୦ ଜଣ ଛାତ୍ର ଛାତ୍ରୀ l ଦିଗଛିଆ ନିକଟସ୍ଥ ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରରୁ ଛାତ୍ର ଛାତ୍ରୀଙ୍କୁ ନେଇ ସ୍କୁଲ ଭ୍ୟାନ ଫେରୁଥିବା ବେଳେ ନାଲଗୁଣ୍ଡା ଛକ ନିକଟରେ ଏକ ପୋଖରୀ ମଧ୍ୟକୁ ଓଲଟି ପଡିଥିଲା ସ୍କୁଲ ଭ୍ୟାନ l ଏଥିରେ ୧୦ ରୁ ଉର୍ଦ୍ଧ ଶିଶୁ ଛାତ୍ର ଛାତ୍ରୀ ଗ୍ରୁତୁତୁର ଆହତ ହୋଇ କିଛି ତିହିଡି ମେଡିକାଲ ଓ ଚାନ୍ଦବାଲି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି l ଯାହା ସ୍ପଷ୍ଟ ଭାବରେ ଜଣା ପଡିଛି ଡ୍ରାଇଭର ଜଣକ ଦୃତ ଗତିରେ ଗାଡ଼ିଟି ଚଲାଉ ଥିଲେ। ମୁଖ୍ୟତଃ ଯେଉଁ ଗାଡ଼ିରେ ସ୍କୁଲ ଛାତ୍ରଛାତ୍ରୀମାନେ ଯାଉ ଥିଲେ। ସେହି ଭ୍ଯାନର ଫିଟ୍ ନେସ କାର୍ଯ୍ୟ କାଳ ସରି ଯାଇ ଥିବା ସୂଚନା ମିଳିଛି। ଏମିତି ଗାଡ଼ି ଚାଳକ ଏବଂ ବିଦ୍ୟାଳୟ ଶିକ୍ଷା ଅନୁଷ୍ଠାନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି #KKNewsodia #Breaking #News #Bhubaneswar #Odisha l
Karishma Marki

More news from Bhadrak and nearby areas
- ଭଦ୍ରକ : ତୃତୀୟ ପର୍ଯାୟରେ ଜବର ଦଖଲ ଉଛେଦ1
- ଆଜି ଭଦ୍ରକ ବ୍ଲକ ପରିସରେ ନୂତନ ଭତା ବଣ୍ଟନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ଉପସ୍ଥିତ ଥିବା ବେଳେ ଯେଉଁ ଭଳି ଅବ୍ୟବସ୍ଥା କରାଯାଇଥିଲା ତାହା ଏକ ଷଡଯନ୍ତ୍ର ରଚାଯାଇଥିଲା. ଏଥିରେ ସମ୍ପୂର୍ଣ BDO ହିଁ ଦାଈ ବୋଲି ଅଭିଯୋଗ ଆଣିଥିଲେ। Sitansu Sekhar Mohapatra1
- ଭଦ୍ରକ ଫେକର ରୁ ବାହାରୁଥିବା ପାଉଁଶ ଆଗାମୀ ଦିନରେ ରେଳ ଦୃଘଟଣା ର କାରଣ ହେବ !1
- ଝାଡ଼ାବାନ୍ତି ବ୍ଯାପିବା ପରେ ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ବଗମରା ଆଦିବାସୀ ସାହି ପରିଦର୍ଶନ କଲେ ବିଧାୟକ1
- ଭଦ୍ରକ ଜିଲ୍ଲାରେ Beautician"s Welfare Association ତରଫରୁ ଚରମ୍ପା, ବରାଳ ପୋଖରୀ ସ୍ଥିତ ସପନା ବିୟୁଟିପାର୍ଲର ଠାରେ ଏକ ଜିଲ୍ଳା ସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ସଭା ଅନୁଷ୍ଟିତ....1
- ହେଇ..ଭଦ୍ରକ ବିଧାୟକ କହିଲେଣି ଝମିଲା କରିବେ..1
- ମୋବାଇଲ ଲାଇଟରେ ସରିଲା ଭତ୍ତା ବଣ୍ଟନ କାର୍ଯ୍ଯକ୍ରମ....ଭଦ୍ରକ ବ୍ଲକରେ ଅବ୍ୟବସ୍ଥା ଦେଖି ରାଗି ଗଲେ ବିଧାୟକ....କହିଲେ ଏହା ଷଡ଼ଯନ୍ତ୍ର | Sitansu Sekhar Mohapatra1
- ଭଦ୍ରକ ପିଲା1