logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାନୀୟ ଜଳ ଯୋଗାଇବାରେ ଅସମର୍ଥ କି କୋଷାଗୁମୁଡା ବ୍ଲକ ଏବଂ ପଂଚାୟତ ପ୍ରଶାସନ? ଦୁଇ ଦିନରୁ କୋଷାଗୁମୁଡା ଗ୍ରାମ ରେ ପାନୀୟ ଜଳ ଜଗାଣ ଠପ! ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ ଅନ୍ୟପଟେ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଛି ସ୍ଥାନୀୟ ପ୍ରଶାସନ।

12 hrs ago
user_ଉତ୍କଳ ସମାଜ
ଉତ୍କଳ ସମାଜ
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
12 hrs ago
c122a91c-1816-48a5-a33c-eafe270db68a

ପାନୀୟ ଜଳ ଯୋଗାଇବାରେ ଅସମର୍ଥ କି କୋଷାଗୁମୁଡା ବ୍ଲକ ଏବଂ ପଂଚାୟତ ପ୍ରଶାସନ? ଦୁଇ ଦିନରୁ କୋଷାଗୁମୁଡା ଗ୍ରାମ ରେ ପାନୀୟ ଜଳ ଜଗାଣ ଠପ! ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ ଅନ୍ୟପଟେ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଛି ସ୍ଥାନୀୟ ପ୍ରଶାସନ।

More news from ଓଡ଼ିଶା and nearby areas
  • ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
    1
    ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ

ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ Anchor: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ। କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    1
    Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ
Anchor:
କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ।
କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ।
କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    1
    କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    user_Trinath chapadi
    Trinath chapadi
    Aboriginal and Torres Strait Islander organisation କୋରାପୁଟ, କୋରାପୁଟ, ଓଡ଼ିଶା•
    12 hrs ago
  • ଦାସପୁରରେ ଛତିଶଗଡ଼ ବନ ବିଭାଗର ଚଢ଼ାଉ, ୩ ଲକ୍ଷ ଟଙ୍କାର କାଠ ଜବତ ଓଡ଼ିଶାରେ ଛତିଶଗଡ଼ ବନ ବିଭାଗର ଚଢ଼ାଉ
    1
    ଦାସପୁରରେ ଛତିଶଗଡ଼ ବନ ବିଭାଗର ଚଢ଼ାଉ, ୩ ଲକ୍ଷ ଟଙ୍କାର କାଠ ଜବତ
ଓଡ଼ିଶାରେ ଛତିଶଗଡ଼ ବନ ବିଭାଗର ଚଢ଼ାଉ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା. ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    1
    ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା.  ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    user_Siba.nayak
    Siba.nayak
    ମାଥିଲି, ମାଲକାନଗିରି, ଓଡ଼ିଶା•
    12 hrs ago
  • #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    1
    #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ
ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    13 hrs ago
  • ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର! ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର! ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!
    1
    ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!

ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!

ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି ପାଇଁ ପୁଣିଥରେ ଆସିଥିଲେ ଦଲାଳି ସ୍ଥାନୀୟ ଆଦିବାସୀ ଲୋକଙ୍କ ଜମି ଜଙ୍ଗଲ ଦେଖିବାକୁ ସ୍ଥାନୀୟ ଆଦିବାସୀ ଲୋକମାନେ ବିରୋଧ କରିବାକୁ ପୋଲେଇଗଲେ
    1
    କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି ପାଇଁ ପୁଣିଥରେ ଆସିଥିଲେ ଦଲାଳି  ସ୍ଥାନୀୟ ଆଦିବାସୀ ଲୋକଙ୍କ ଜମି ଜଙ୍ଗଲ ଦେଖିବାକୁ ସ୍ଥାନୀୟ ଆଦିବାସୀ ଲୋକମାନେ ବିରୋଧ କରିବାକୁ ପୋଲେଇଗଲେ
    user_Trinath chapadi
    Trinath chapadi
    Aboriginal and Torres Strait Islander organisation କୋରାପୁଟ, କୋରାପୁଟ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.