ବରିଷ୍ଠ କଂଗ୍ରେସ କର୍ମୀ ତଥା ଯୁବସାମ୍ବାଦିକ ନରେନ୍ଦ୍ର ପାତ୍ର ଙ୍କ ବାପାଙ୍କ ବିୟୋଗ । କୋଷାଗୁମୁଡ଼ା ବ୍ଲକ ସଦର ମହକୁମାର ପୁରୁଖା ବରିଷ୍ଠ କଂଗ୍ରେସ କର୍ମୀ ତଥା ସମାଜସେବୀ ରମେଶ ଚନ୍ଦ୍ର ପାତ୍ର (ବୁଢା ପାତ୍ର)ଙ୍କ ୬୨ବର୍ଷ ରେ ପରଲୋକ ଘଟିଛି ।କୋଷାଗୁମୁଡ଼ା ବ୍ଲକ ର ଯୁବ ସାମ୍ବାଦିକ ନରେନ୍ଦ୍ର ପାତ୍ର ଙ୍କ ବାପା ଅଟନ୍ତି। ଶ୍ରୀ ପାତ୍ର ନବରଙ୍ଗପୁର ଜିଲ୍ଲାର ଜଣେ ପୁରୁଖା ଓ ବରିଷ୍ଠ କଂଗ୍ରେସ କର୍ମୀ ଭାବରେ ସୁପରିଚିତ । ନିଜ ଜୀବନ କାଳ ରେ କଂଗ୍ରେସ ଦଳ ପ୍ରତୀ ନିଷ୍ଠା ଓ କର୍ମପରାୟୋଣ ଭାବରେ ସୁଦୃଡ଼ କରିଆସିଛନ୍ତି । ନବରଙ୍ଗପୁର ଜିଲ୍ଲା ଓ କୋଷାଗୁମୁଡ଼ା ବ୍ଲକ ରେ ବୁଢ଼ା ପାତ୍ର ଙ୍କ ନାମ ନେଲେ ସାନ ରୁ ବୁଢା ପର୍ଯ୍ୟନ୍ତ ଚିଂହନ୍ତି । ନବରଙ୍ଗପୁର ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ନିର୍ବାଚନ ମଇଦାନରେ ଶ୍ରୀ ପାତ୍ର ଙ୍କ ଦ୍ଵାରା ୩ଥର ବିଧାୟକ ଭାବେ ସଫଳତା ହାସଲ କରିଥିଲେ ।ବିଗତ ସୋମବାର ସନ୍ଧ୍ୟା ରେ ହଠାତ ଶରୀର ଅସୁସ୍ଥତା ଯୋଗୁଁ ଶ୍ରୀ ପାତ୍ର ଙ୍କୁ ତାଙ୍କ ସାନପୁଅ ଜଗଦଲପୁର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ଆଜି ସକାଳ ୭ଟା ୩୫ରେ ଚିକିତ୍ସିତ ଅବସ୍ଥାରେ ଜଗଦଲପୁର ସ୍ଥିତ ଡିମରାପାଲ ହସ୍ପିଟାଲରେ ଶ୍ରୀ ପାତ୍ର ଙ୍କ ପରଲୋକ ଘଟିଛି । ଆଜି କୋଷାଗୁମୁଡ଼ା ନିଜ ବାସଭବନରେ ଶ୍ରୀ ପାତ୍ର ଙ୍କ ମୋରୋଶରୀର ଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ଲିପିକା ମାଝୀ, ସଂଜୀବ ବିଶୋଇ, ପଦ୍ମନ ବିଶୋଇ, ବ୍ଲକ କଂଗ୍ରେସ ସଭାପତି ପଦ୍ମସାଇ ମାଳି, କେ ଏନ ରାଜୁ ପ୍ରମୁଖଙ୍କ ଙ୍କ ସହ ଅଞ୍ଚଳ ଓ ଜିଲ୍ଲାର ବିଭିନ୍ନ ଭଦ୍ରବ୍ୟକ୍ତି ଆସିଥିଲେ । କୋଷାଗୁମୁଡ଼ା ଭାସ୍କେଲ ନଦୀ ପ୍ରାଙ୍ଗଣରେ ଶବ ସତ୍କାର କରାଯାଇଛି । ଶେଷ ମୁହୂର୍ତ୍ତରେ ସାନ ପୁଅ ବୋହୂ,ଙ୍କ ସହ ପରିବାର ଲୋକ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

- ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya #kotpad #krushakadivas1
- ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି “ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି। ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।1
- ଗୀତ ଶୁଣନ୍ତୁ 🙏🙏🙏1
- ଭେଜାପୁଟ ସ୍ଥିତ ମା ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ମା'ଙ୍କ ଦୈନନ୍ଦିନ ନୀତି ସହ ମାର୍ଜନା,ମହାସ୍ନାନ,ବେଶ, ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ରଙ୍କ ସହ ପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସରୋଜ କୁମାର ସ୍ବାଇଁ, ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ ଜେନା ପ୍ରମୁଖ କମିଟି କାର୍ଯ୍ୟକର୍ତ୍ତାଙ୍କ ସମେତ ମାର୍କେଟର ବ୍ୟବସାୟୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- ରାୟଗଡ଼ା ଜିଲ୍ଲା ରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସବ1
- ମାଲକାନଗିରି ତା:- ୨୦/୦୪ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।4
- ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।1
- ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏1