ଗଞ୍ଜାମ ଜିଲ୍ଲାର#ଜନ_ସମ୍ପର୍କ_ପଦଯାତ୍ରା #ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସଭାପତି ତଥା ଓଡିଶା ର ମାନ୍ୟବର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଆହ୍ୱାନ କ୍ରମେ ସାନଖେମୁଣ୍ଡି ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର-୦୨ଠାରୁ ଆରମ୍ଭ ହୋଇ ନଭେମ୍ୱର -୦୨ ପର୍ଯ୍ୟନ୍ତ ଚାଲିବ। ଏହି ଜନ ସମ୍ପର୍କ ପଦଯାତ୍ରା ସମୟରେ ପ୍ରତି ଘରେ ଘରେ ନବୀନ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଜନ ହିତକାରୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବର୍ତମାନ ର ସରକାର ଙ୍କ ଅପାରଗତା ଏବଂ ମିଥ୍ୟା ପ୍ରେସ ଇସ୍ତାହାର ବାହାର କରି ଲୋକ ମାନଙ୍କୁ ଭୁଆଁ ବନାଉଥିବା ଏବଂ ସେମାନଙ୍କ ମିଥ୍ୟା ପ୍ରତିଶୃତି ବିଷୟରେ ଅବଗତ କରାଇଥିଲୁ l ମିଥ୍ୟା ସେମାନଙ୍କ ମାଗଣା ବିଜୁଳି ଦବା ଏବଂ ମିଥ୍ୟା ସେମାନଙ୍କ 3000 ଟଙ୍କା ଭତ୍ତା ଏବଂ ମିଥ୍ୟା ହେଇଚି ପ୍ରତେକ ମହିଳା ଙ୍କୁ 50000 ଦବା କଥା l ଏଣୁ ଆପଣ ମାନଙ୍କୁ ଅନୁରୋଧ ସେଇ ମିଥ୍ୟା ସରକାର କୁ ତୀବ୍ର ବିରୋଧ କରନ୍ତୁ l ଆଜିର ଜନ ସମ୍ପର୍କ ପଦଯାତ୍ରା ରେ ଆଜି ମୁଖ୍ୟ ଅତିଥି ଭାବେ ପୋଲସରା ର ପୂର୍ବତନ ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଏବଂ ସାନଖେମୁଣ୍ଡି ବ୍ଲକ ଅଧ୍ୟାକ୍ଷ ଏବଂ ସମସ୍ତ ଜୋନ ର ଜିଲ୍ଲାପରିଷଦ ଏବଂ ସମସ୍ତ ପଞ୍ଚାୟତ ର ବିଜୁ ଜନତା ଦଳ ର କର୍ମୀ ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ମାନେ ଉପସ୍ଥିତ ରହିଥିଲେ l ଗଣେଶ ପାଣି ଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲାର#ଜନ_ସମ୍ପର୍କ_ପଦଯାତ୍ରା #ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସଭାପତି ତଥା ଓଡିଶା ର ମାନ୍ୟବର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଆହ୍ୱାନ କ୍ରମେ ସାନଖେମୁଣ୍ଡି ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର-୦୨ଠାରୁ ଆରମ୍ଭ ହୋଇ ନଭେମ୍ୱର -୦୨ ପର୍ଯ୍ୟନ୍ତ ଚାଲିବ। ଏହି ଜନ ସମ୍ପର୍କ
ପଦଯାତ୍ରା ସମୟରେ ପ୍ରତି ଘରେ ଘରେ ନବୀନ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଜନ ହିତକାରୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବର୍ତମାନ ର ସରକାର ଙ୍କ ଅପାରଗତା ଏବଂ ମିଥ୍ୟା ପ୍ରେସ ଇସ୍ତାହାର ବାହାର କରି ଲୋକ ମାନଙ୍କୁ ଭୁଆଁ ବନାଉଥିବା ଏବଂ ସେମାନଙ୍କ ମିଥ୍ୟା ପ୍ରତିଶୃତି ବିଷୟରେ ଅବଗତ କରାଇଥିଲୁ l ମିଥ୍ୟା ସେମାନଙ୍କ ମାଗଣା
ବିଜୁଳି ଦବା ଏବଂ ମିଥ୍ୟା ସେମାନଙ୍କ 3000 ଟଙ୍କା ଭତ୍ତା ଏବଂ ମିଥ୍ୟା ହେଇଚି ପ୍ରତେକ ମହିଳା ଙ୍କୁ 50000 ଦବା କଥା l ଏଣୁ ଆପଣ ମାନଙ୍କୁ ଅନୁରୋଧ ସେଇ ମିଥ୍ୟା ସରକାର କୁ ତୀବ୍ର ବିରୋଧ କରନ୍ତୁ l ଆଜିର ଜନ ସମ୍ପର୍କ ପଦଯାତ୍ରା ରେ ଆଜି ମୁଖ୍ୟ ଅତିଥି ଭାବେ ପୋଲସରା ର ପୂର୍ବତନ ବିଧାୟକ ଶ୍ରୀ
ଶ୍ରୀକାନ୍ତ ସାହୁ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଏବଂ ସାନଖେମୁଣ୍ଡି ବ୍ଲକ ଅଧ୍ୟାକ୍ଷ ଏବଂ ସମସ୍ତ ଜୋନ ର ଜିଲ୍ଲାପରିଷଦ ଏବଂ ସମସ୍ତ ପଞ୍ଚାୟତ ର ବିଜୁ ଜନତା ଦଳ ର କର୍ମୀ ଏବଂ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ମାନେ ଉପସ୍ଥିତ ରହିଥିଲେ l ଗଣେଶ ପାଣି ଗ୍ରାହୀ ରିପୋର୍ଟ
- ବିଧାନସଭାରେ ମୋହନ ସରକାରର ବାଜା ବଜାଇ ଦେଲେ ରାଜା | THE POLITICS I ODISHA1
- 5T ରୂପାନ୍ତରଣ ନେଇ ନବୀନଙ୍କୁ ଟାର୍ଗେଟ କଲେ ମୋହନ ll NNEWS ll NABANEETA ll Bolangir ll1
- **ଓଡିଶୀ କୀର୍ତନ 🙏🙏🙏ଗାୟକ ଶ୍ରୀ ପବିତ୍ର ମୋହନ ପ୍ରଧାନ 🌹🌹🌹(ଭାଗ 6)1
- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମଝି ପୁରସ୍କୃତ କଲେ ବିଜେତାଙ୍କୁ1
- ମୋ ବିପି ଭିଡିଓ ଭାଇରଲ କରିଥିବା ଟୋକା କେବେ ଯିବ ମାମୁଁ ଘର ମୋହନ ସରକାର || insta Queen Arpita viral video1
- ମୁଖ୍ୟମନ୍ତ୍ରୀ ଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଚ୍ୟାଲେଞ୍ଜ ଦେଲେ ଅଙ୍ଗନବାଡ଼ି କର୍ମୀମାନେ।1
- Why Didn't Mohan's Government Give The Remaining Money? କାହିଁକି ଦେଲେନି ମୋହନ ସରକାର ବାକି ପଇସା |1
- ଅଳିଆଗଦା ସଫା ପାଇଁ ଦିନେ ମୋହନ ସତ୍ୟାଦ୍ରହ କରୁଥିଲେ ଆଉ ଆଜି ଲୁଚୁଛନ୍ତି: Yashir Nawaz || Odisha Congress1
- ନବୀନ - ମୋହନ ମୁହାଁମୁଁହି | ଗାଁରେ ଭୂତ କୋଠି ତାତିଲେଣି ଲୋକେ1