logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

https://www.instagram.com/p/DNQvvSdJaRJ/?igsh=MTZxZm9tOTN5eXRqOQ==

on 12 August
user_BAJRANG DAL ROURKELA
BAJRANG DAL ROURKELA
Electrician Sundargarh•
on 12 August
a0532588-c4f1-4c17-8b65-56a7406772b7
b15dde44-e9b6-4baa-9c07-52d909e247a5
7a71f5ba-4140-45bf-a6c7-20d7fd9dac49

https://www.instagram.com/p/DNQvvSdJaRJ/?igsh=MTZxZm9tOTN5eXRqOQ==

More news from Sundargarh and nearby areas
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Sundargarh•
    13 hrs ago
  • तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi #TamilnaduNews #modurai #LatestNews #p24newsexpress
    1
    तमिलनाडु के मदुरई में हुई दर्दनाक घटना को लेकर सुधांशु त्रिवेदी ने क्या कहा #sudhanshutrivedi  #TamilnaduNews #modurai #LatestNews #p24newsexpress
    user_Anuj Shrma
    Anuj Shrma
    Voice of people Sambalpur•
    55 min ago
  • ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    1
    ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    user_Gobinda
    Gobinda
    Actor Anugul•
    4 hrs ago
  • ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ ଉଦଳା (ମୟୁରଭଞ୍ଜ): - ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି। ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    4
    ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ
ଉଦଳା (ମୟୁରଭଞ୍ଜ): -
ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି।
ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ।
ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    user_Rajib Behera
    Rajib Behera
    Journalist Mayurbhanj•
    11 hrs ago
  • ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୯୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଅଭିଯୋଗ ପତ୍ର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ସପ୍ତାହ ୧୯-୨୫ ଡିସେମ୍ବର ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ସୁଶାସନ ସମ୍ପର୍କୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସୁଶାସନ କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ଉପରେ ଆଲୋଚନା କରାଯାଇଥିଲା।
    1
    ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼  ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୯୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଅଭିଯୋଗ ପତ୍ର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ସପ୍ତାହ ୧୯-୨୫ ଡିସେମ୍ବର ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ସୁଶାସନ  ସମ୍ପର୍କୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସୁଶାସନ କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ଉପରେ ଆଲୋଚନା କରାଯାଇଥିଲା।
    user_Ram Shankar Bhoi
    Ram Shankar Bhoi
    Journalist Sonepur•
    22 hrs ago
  • MGNREGA ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଉପିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମୁଖରେ ଧର୍ଣ୍ଣ ଓ ବିକ୍ଷୋଭ ପ୍ରଦର୍ଶନ,
    1
    MGNREGA ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଉପିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମୁଖରେ ଧର୍ଣ୍ଣ ଓ ବିକ୍ଷୋଭ ପ୍ରଦର୍ଶନ,
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Mayurbhanj•
    23 hrs ago
  • ARAVALLI IS SAFE
    1
    ARAVALLI  IS  SAFE
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    13 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.