logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡିଏଭି ଗୁରୁକୁଳର ସଫଳତା , ନବୋଦୟ ଏବଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ୨୦ ଛାତ୍ରଛାତ୍ରୀ ଉତୀର୍ଣ୍ଣ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ସଦର ସ୍ଥିତ ଡିଏଭି ଗୁରୁକୁଳ ବିଦ୍ୟାଳୟର ୨୮ଜଣରୁ ୨୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇ ଯବାହାର ନବୋଦୟ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଚୟନ ହୋଇଛନ୍ତି ।ସୋମବାର ଦିନ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କାଲିମେଳା ଡିଏଭି ଗୁରୁକୁଳ ବିଦ୍ୟାଳୟ ପରିଷରରେ ବିଦ୍ୟାଳୟ ପ୍ରିନସିପାଲ ଜୟଦେବ ଦେଓ, ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଦାସ , ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ , ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଅଭିଭାବକ ଏବଂ ଗଣମାଧ୍ୟମପ୍ରତିନିଧିଙ୍କ ଉପସ୍ଥିତିରେ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରିମାନେ ହେଲେ ଜୟଦ୍ରତ ରାୟ, ବଦ୍ରିନାଥ ମାଡକାମୀ, ବିଦ୍ୟାସା ମାଢି, ମଧୁ ବୱାଲୀ, ନୁପୁର ହାଲଦାର, ଗଙ୍ଗା ରତନମା ଖିଲୋ, ବିଦ୍ୟାସା ମାଢି, ଜୟଦ୍ରତ ରାୟ, ଅଭୟ ମଣ୍ଡଳ , ଓମ ପ୍ରକାଶ ଡର୍ଲି, ସୁଧୀର କୁମାର ମାଡକାମୀ, ଶୁଭ କ୍ରିଷ୍ଣ ରାୟ, ଅଙ୍କିତ ମାଢି, ଲିଜ଼ା ହାଲଦାର, ବର୍ଣାଳୀ ଜୋରଦାର, ଅନୁଷ୍କା ରାୟ, ଅନୁଶ୍ରୀ ସରକାର ବଦ୍ରୀନାଥ ମାଡକାମୀ , ଅର୍ଣ୍ଣବ ଦାସ, ରାଜେଶ୍ୱରୀ ମାଡକାମୀ । ନବୋଦୟ ପ୍ରବେଶିକା ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସୁଯୋଗ ପାଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଅଭିଷେକ ମଲିକଙ୍କ କଠୋର ପରିଶ୍ରମ ବଳରେ ଡିଏଭି ଗୁରୁକୁଳର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପରି ଉନ୍ନତ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ଯାହା କାଲିମେଳା ଅଂଚଳ ପାଇଁ ବହୁତ ଗର୍ବର ବିଷୟ ବୋଲି କାଲିମେଳା ଡିଏଭି ଗୁରୁକୁଳ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଦାସ କହିଛନ୍ତି ।

5 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
5 hrs ago
221cceb0-476e-477c-a2bb-40c0089d880f

ଡିଏଭି ଗୁରୁକୁଳର ସଫଳତା , ନବୋଦୟ ଏବଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ୨୦ ଛାତ୍ରଛାତ୍ରୀ ଉତୀର୍ଣ୍ଣ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ସଦର ସ୍ଥିତ ଡିଏଭି ଗୁରୁକୁଳ ବିଦ୍ୟାଳୟର ୨୮ଜଣରୁ ୨୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇ ଯବାହାର ନବୋଦୟ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଚୟନ ହୋଇଛନ୍ତି ।ସୋମବାର ଦିନ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କାଲିମେଳା ଡିଏଭି ଗୁରୁକୁଳ ବିଦ୍ୟାଳୟ ପରିଷରରେ ବିଦ୍ୟାଳୟ ପ୍ରିନସିପାଲ ଜୟଦେବ ଦେଓ, ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଦାସ , ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ , ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଅଭିଭାବକ ଏବଂ ଗଣମାଧ୍ୟମପ୍ରତିନିଧିଙ୍କ ଉପସ୍ଥିତିରେ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରିମାନେ ହେଲେ ଜୟଦ୍ରତ ରାୟ, ବଦ୍ରିନାଥ ମାଡକାମୀ, ବିଦ୍ୟାସା ମାଢି, ମଧୁ ବୱାଲୀ, ନୁପୁର ହାଲଦାର, ଗଙ୍ଗା ରତନମା ଖିଲୋ, ବିଦ୍ୟାସା ମାଢି, ଜୟଦ୍ରତ ରାୟ, ଅଭୟ ମଣ୍ଡଳ , ଓମ ପ୍ରକାଶ ଡର୍ଲି, ସୁଧୀର କୁମାର ମାଡକାମୀ, ଶୁଭ କ୍ରିଷ୍ଣ ରାୟ, ଅଙ୍କିତ ମାଢି, ଲିଜ଼ା ହାଲଦାର, ବର୍ଣାଳୀ ଜୋରଦାର, ଅନୁଷ୍କା ରାୟ, ଅନୁଶ୍ରୀ ସରକାର ବଦ୍ରୀନାଥ ମାଡକାମୀ , ଅର୍ଣ୍ଣବ ଦାସ, ରାଜେଶ୍ୱରୀ ମାଡକାମୀ । ନବୋଦୟ ପ୍ରବେଶିକା ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସୁଯୋଗ ପାଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଅଭିଷେକ ମଲିକଙ୍କ କଠୋର ପରିଶ୍ରମ ବଳରେ ଡିଏଭି ଗୁରୁକୁଳର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପରି ଉନ୍ନତ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ଯାହା କାଲିମେଳା ଅଂଚଳ ପାଇଁ ବହୁତ ଗର୍ବର ବିଷୟ ବୋଲି କାଲିମେଳା ଡିଏଭି ଗୁରୁକୁଳ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଦାସ କହିଛନ୍ତି ।

More news from ଓଡ଼ିଶା and nearby areas
  • ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।
    4
    ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ
ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା।
ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି।
ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।”
ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    7 hrs ago
  • ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.
    3
    ନିଜ  ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ 
ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.
    user_Jalandhar gd
    Jalandhar gd
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • କୋଟପାଡ଼ର ଅବସର ପ୍ରାପ୍ତ ସେନା କର୍ମଚାରୀ ଗୌରାଙ୍ଗ ଚରଣ ନାୟକଙ୍କୁ ମିଳିଲା VETERAN ACHIEVER ଆୱାର୍ଡ l ବ୍ରହ୍ମପୁର ସ୍ଥିତ ଆର୍ମି,ଐର,ଡିଫେନ୍ସ କଲେଜରେ ସମ୍ମାନିତ ହୋଇଛନ୍ତି l #Kalingatv #kotpad #VETERANACHIEVER #indianarmy #koraput #Odisha
    1
    କୋଟପାଡ଼ର ଅବସର ପ୍ରାପ୍ତ ସେନା କର୍ମଚାରୀ ଗୌରାଙ୍ଗ ଚରଣ ନାୟକଙ୍କୁ ମିଳିଲା VETERAN ACHIEVER ଆୱାର୍ଡ l ବ୍ରହ୍ମପୁର ସ୍ଥିତ ଆର୍ମି,ଐର,ଡିଫେନ୍ସ କଲେଜରେ ସମ୍ମାନିତ ହୋଇଛନ୍ତି l #Kalingatv #kotpad #VETERANACHIEVER #indianarmy #koraput #Odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • ଜୟପୁର ରାଜମହଲରେ ବିଏସଏଫ (Border Security Force) ଓ ସିଆଇଏସଏଫ (Central Industrial Security Force) ତରଫରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    1
    ଜୟପୁର ରାଜମହଲରେ ବିଏସଏଫ (Border Security Force) ଓ ସିଆଇଏସଏଫ (Central Industrial Security Force) ତରଫରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    23 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Lawyer ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    20 hrs ago
  • ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଭାଇମାନେ
    1
    ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଭାଇମାନେ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ବେଦାନ୍ତ କମ୍ପାନୀର ଏକ ଛତ୍ରବାଦ ଓ ଜନବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ବିଶାଳ ବହୁଜନ ସମାବେଶ।
    1
    ବେଦାନ୍ତ କମ୍ପାନୀର ଏକ ଛତ୍ରବାଦ ଓ ଜନବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ବିଶାଳ ବହୁଜନ ସମାବେଶ।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    16 hrs ago
  • #ଢ଼ାମଣାହାଣ୍ଡି_ଘଟଯାତ୍ରାରେ_ଲକ୍ଷାଧିକ_ଲୋକଙ୍କ_ଭିଡ଼ କୋଟପାଡ଼ : ଢ଼ାମଣାହାଣ୍ଡି ଗ୍ରାମରେ ମହାସମାରୋହରେ ପାଳିତ ହେଲା ଘଟଯାତ୍ରା #kotpadbreakingnews #kotpad #Dhamanahandi #Ghatajatra #viral #fbviralvideo #koraput #odisha #OdishaNews
    1
    #ଢ଼ାମଣାହାଣ୍ଡି_ଘଟଯାତ୍ରାରେ_ଲକ୍ଷାଧିକ_ଲୋକଙ୍କ_ଭିଡ଼
କୋଟପାଡ଼ : ଢ଼ାମଣାହାଣ୍ଡି ଗ୍ରାମରେ ମହାସମାରୋହରେ ପାଳିତ ହେଲା ଘଟଯାତ୍ରା #kotpadbreakingnews #kotpad #Dhamanahandi #Ghatajatra #viral #fbviralvideo #koraput #odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.