Shuru
Apke Nagar Ki App…
ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। ଗୋଟେପଟେ କାରଖାନାର ସୁରକ୍ଷାକର୍ମୀ ଓ ପୋଲିସ ଅଟକାଉଥିବା ବେଳେ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ।
Munna Kumar Chauhan
ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। ଗୋଟେପଟେ କାରଖାନାର ସୁରକ୍ଷାକର୍ମୀ ଓ ପୋଲିସ ଅଟକାଉଥିବା ବେଳେ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ।
More news from Kalinganagar and nearby areas
- କଳିଙ୍ଗନଗର ରେ ବିସ୍ଥାପିତ ସମସ୍ୟା ଅନ୍ଧୋଳାନ ଉଗ୍ର ରୂପ ନେଲା1
- କଳିଙ୍ଗନଗର ନୀଳାଚଳ କାରଖାନା ଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ୧୬୩ ଧାରା ଜାରି1
- କଳିଙ୍ଗନଗର ରେ ଉତ୍ତେଜନା ଜାରୀ, ଭୋକରେ ମରିବା ଅପେକ୍ଷା କାରଖାନା ସାମ୍ନାରେ ମରିବାକୁ ଚାହୁଁ || JAJPUR NEWS1
- କଳିଙ୍ଗନଗର ରେ ବିସ୍ଥାପିତ ସମସ୍ୟା ଅlନ୍ଧୋଲାଣ କୁ ଦବାଇ ଦେବା ଆଗତୁରା ୧୬୩ଧାରା ଲାଗୁ କରିବା ପୋଲିସ ର ଫ୍ଲାଗ ମାର୍ଚ1
- ବାଟ୍ ଛାଡ ରାସ୍ତା ତୋ ..କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା protest at Neelachal Ispat Nigam Limited.1
- କଳିଙ୍ଗନଗର : ବିସ୍ଥାପିତ ଙ୍କ ତିନି ଦଫା ଦାବି...1
- ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ।1
- ଯାଜପୁର, କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନା ଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ 163 ଧାରା ଜାରି। ଅପ୍ରୀତିକର ପରିସ୍ଥିତି ଏଡାଇବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ,୨ ତହସିଲଦାର,୨ ବିଡ଼ିଓ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ,୫ ଥାନା ଅଧିକାରୀ ଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।1
- ବାଟ୍ ଛାଡ ରାସ୍ତା ତୋ ..କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା । କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। protest at Neelachal Ispat Nigam Limited.1