Shuru
Apke Nagar Ki App…
ମା ହରଚଣ୍ଡୀ ଗୋଶାଳା ରଣପୁର.... ତଥାପି କହିବି ଆମ ପାଇଁ ବଡ଼ ଆମ ରଣପୁର ଗଡ଼ ବହୁତ ବଡ଼ ଭୁଲ ହେଇଗଲା ଗୋବଂଶ ର ସୁରକ୍ଷା କରି...ସତରେ କଣ ଗୋବଂଶ ର ସୁରକ୍ଷା ହେବନି... ସତରେ କଣ ଗୋମାତା ର ଦୁଃଖ ପାଇଁ ସରକାର କିଛି ଵେବସ୍ତା କରିବେନି......
Lochan Mohanta
ମା ହରଚଣ୍ଡୀ ଗୋଶାଳା ରଣପୁର.... ତଥାପି କହିବି ଆମ ପାଇଁ ବଡ଼ ଆମ ରଣପୁର ଗଡ଼ ବହୁତ ବଡ଼ ଭୁଲ ହେଇଗଲା ଗୋବଂଶ ର ସୁରକ୍ଷା କରି...ସତରେ କଣ ଗୋବଂଶ ର ସୁରକ୍ଷା ହେବନି... ସତରେ କଣ ଗୋମାତା ର ଦୁଃଖ ପାଇଁ ସରକାର କିଛି ଵେବସ୍ତା କରିବେନି......
- Titu MaharanaNayagarh, Odisha🙏5 hrs ago
More news from Begunia and nearby areas
- ବେଗୁନିଆ ନିର୍ବାଚନ ମଣ୍ଡଳୀର ବାଂକୋଇ ଏବଂ ବୋତଳମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା ଡାକ୍ତର ସମେତ ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି ଏହା ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଲେ ଓ ବେଗୁନିଆ ବୋଲଗଡ଼ PHC, CHC ଡାକ୍ତରଖାନା ଉପରେ କଡା ନଜର ରଖିବା ପ୍ରତି ଦୃଷ୍ଟି ଆକର୍ଷଣ କରିଲି ଏବଂ ଆବଶ୍ୟକରୁ ଅଧିକ ଡାକ୍ତର ଏବଂ Cardiology, Neurology ଓ Orthopedic ଆଦି ମୁଖ୍ୟ ବିଭାଗ ମାନଙ୍କରେ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଯୋଗାଇ ଦିଆଯିବା ସହ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯାହାକି ଏକ ସ୍ୱତନ୍ତ୍ର Burn Ward ଖୋଲିବା ପାଇଁ ।ବାଚସ୍ପତି ମହୋଦୟା ଏବଂ ବିଭାଗୀୟ ମନ୍ତ୍ରୀ ନିକଟରେ ଦାବୀ ଉପସ୍ଥାପନ କଲେ | #ମୋ_ପାଇଁ_ବଡ଼_ମୋ_ବେଗୁନିଆ_ବୋଲଗଡ଼ . .1
- ଫୁଳ୍ ଭିଡ଼ିଓ 👉2
- ମା ବୈଷ୍ଣବୀ ଦେବୀ ମନ୍ଦିର, ଯାମୁବଣ, ମଗରବନ୍ଧ, ନୟାଗଡ.1
- #ସଦସ୍ୟତା_ଅଭିଯାନର_କର୍ମଶାଳା_2024_ଅନୁଷ୍ଠିତ_ହୋଇଯାଇଅଛି ଅଦ୍ୟ ତା 31-08-2024 ରିଖ,ପୁରୁଣା ରାଜବାଟୀ ଠାରେ ଭାରତୀୟ ଜନତା ପାର୍ଟି ନୟାଗଡ଼ ତରଫରୁ ସଦସ୍ୟତା ଅଭିଯାନର କର୍ମଶାଳା -2024 ଅନୁଷ୍ଠିତ ହୋଇଯାଇଅଛି |ଉକ୍ତ କର୍ମଶାଳା ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଶୁଭାରମ୍ଭ କରାଯାଇଅଛି |ଏହି କର୍ମଶାଳାରେ ନୟାଗଡ଼ର ସମସ୍ତ ପଂଚାୟତ ନେତୃବୃନ୍ଦ ମାନେ ଯୋଗଦାନ କରିଥିଲେ | ଏକ ମାସ ମଧ୍ୟରେ ନୟାଗଡରେ ଭାରତୀୟ ଜନତା ପାର୍ଟିରେ 1ଲକ୍ଷ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଅଛି1
- ନୟାଗଡ଼ ମୁନିସିପାଲିଟି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହ -୨୦୨୪ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ପାଳିତ ଅନୁଷ୍ଠିତ , ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ IAS, DUDA ର PD ସୁମନ ବେହେରାଙ୍କ ଙ୍କ ସମସ୍ତ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ l #1
- #ବିଜେଡି_କାଉନସିଲରଙ୍କୁ_ଅପମାନ ବିଜେଡି କାଉନସିଲରଙ୍କୁ ମଞ୍ଚରେ ଅପମାନ । ଖୋର୍ଦ୍ଧାରେ ପାଳିତ ହେଉଥିବା ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ ସହିତ ମଞ୍ଚରେ ବିଜେପି ନେତାଙ୍କୁ ବସାଇବାକୁ ଆଦେଶ ଦେବାକୁ ବିରୋଧ । ସମସ୍ତ ବିଜେଡି କାଉନସିଲର ବର୍ଜନ କଲେ ଉତ୍ସବ1
- #ଜରାଜୀର୍ଣ୍ଣ_ପାଇକ_ସଂଗ୍ରହାଳୟ ଭୂତଖାନା ପାଲଟିଛି ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ନିର୍ମାଣ ହୋଇଥିବା ପାଇକ ସଂଗ୍ରହାଳୟ, ସ୍ମୃତି ସ୍ତମ୍ଭରେ ଉଠିଗଲାଣି ଗଛଲତା1
- ରଣପୁର ରେ ଜାତୀୟ କ୍ରୀଡା ଦିବସ ପାଳନ।1