ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାରେ ଯୁବ ଦିବସ ପାଳିତ ପୋଲସରା ୧୩/୦୧/୨୬ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା ବିଭାଗ) ତରଫରୁ ଜାତୀୟ ଯୁବ ଦିବସ -୨୬ ତା ୧୨.୦୧.୨୬ ରିଖ ଦିନ ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଅଛି । ସକାଳ ୯ଟା ସମୟରେ ଶୋଭାଯାତ୍ରା କୁ ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା।ମହାବିଦ୍ୟାଳୟ ପରିସର ମଧ୍ୟରୁ ବାହାରି ହାଇସ୍କୁଲ ଛକ,ବସ ଷ୍ଟାଣ୍ଡ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସ୍ ଦେଇ ମହାବିଦ୍ୟାଳୟ କୁ ଫେରିଥିଲା। ଏଵଂ ଘ ୧୨.୩୦ ରେ କଲେଜ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ ଦୀର୍ଘ ୪୫ ବର୍ଷ ଧରି କଲେଜ ପ୍ରତି ଅବଦାନ ଥିବା ଶ୍ରୀ ବନମାଳୀ ସାହୁ ଏବଂ ଅଧକ୍ଷ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ଡକ୍ଟର ମିନାକ୍ଷୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଅଧକ୍ଷ ନିଜର ବକ୍ତବ୍ୟରେ " ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ଯୁବଶକ୍ତି ଭୂମିକା ଏକାନ୍ତ ଅପରହାର୍ଯ୍ୟ" ବୋଲି କହିଥିଲେ। ପୁର୍ବ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ଜେନା, ଅନିଲ କୁମାର ଦାସ, ଡକ୍ଟର ବିରେଞ୍ଚୀ ନାରାୟଣ ରଥ,NCC ଅଫିସର୍ ବିନତା କୁମାରୀ ଦାସ, ଓଜାତୀୟ ସେବା ଯୋଜନା ମହିଳା ବିଭାଗ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଓ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ , ଯୁବ ରେଡକ୍ରସ୍ କାଉନସିଲର ଶ୍ରୀ ସ୍ୱାଭିମାନ ସାହୁ, ଇଂରାଜୀ ବିଭାଗ ଅଧ୍ୟାପକ ଡ଼କ୍ଟର ହରିଶ ଚନ୍ଦ୍ର ପାଇକ ,ସ୍ଵେଚ୍ଛାସେବୀ ସ୍ମୁତି ମହାରଣା ପ୍ରଭୃତି ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ନୀତିଶିକ୍ଷା, ସାର୍ବଜନୀନଧର୍ମ, ବିଶ୍ଵଭାତୃତ୍ଵ, ବେଦାନ୍ତ ଦର୍ଶନ, ମାୟା, ପରମ ସତ୍ତା, କର୍ମଯୋଗ, ଜ୍ଞାନଯୋଗ ଓ କର୍ମଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଧକ୍ଷ ଡକ୍ଟର ନାୟକ ଶ୍ରୀ ବନମାଳୀ ସାହୁ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବକ୍ତୃତା ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ବନ୍ଦେ ମାତରଂ ସମୂହ ଗାନ କରାଯାଇଥିଲା। ଶେଷରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ତଥା ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457
ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାରେ ଯୁବ ଦିବସ ପାଳିତ ପୋଲସରା ୧୩/୦୧/୨୬ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା ବିଭାଗ) ତରଫରୁ ଜାତୀୟ ଯୁବ ଦିବସ -୨୬ ତା ୧୨.୦୧.୨୬ ରିଖ ଦିନ ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଅଛି । ସକାଳ ୯ଟା ସମୟରେ ଶୋଭାଯାତ୍ରା କୁ ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା।ମହାବିଦ୍ୟାଳୟ ପରିସର ମଧ୍ୟରୁ
ବାହାରି ହାଇସ୍କୁଲ ଛକ,ବସ ଷ୍ଟାଣ୍ଡ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସ୍ ଦେଇ ମହାବିଦ୍ୟାଳୟ କୁ ଫେରିଥିଲା। ଏଵଂ ଘ ୧୨.୩୦ ରେ କଲେଜ ପରିସର ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ ଦୀର୍ଘ ୪୫ ବର୍ଷ ଧରି କଲେଜ ପ୍ରତି ଅବଦାନ ଥିବା ଶ୍ରୀ ବନମାଳୀ ସାହୁ ଏବଂ ଅଧକ୍ଷ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ଡକ୍ଟର ମିନାକ୍ଷୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଅଧକ୍ଷ ନିଜର ବକ୍ତବ୍ୟରେ " ବିକଶିତ ଭାରତ ଓ
ବିକଶିତ ଓଡ଼ିଶା ପାଇଁ ଯୁବଶକ୍ତି ଭୂମିକା ଏକାନ୍ତ ଅପରହାର୍ଯ୍ୟ" ବୋଲି କହିଥିଲେ। ପୁର୍ବ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ଜେନା, ଅନିଲ କୁମାର ଦାସ, ଡକ୍ଟର ବିରେଞ୍ଚୀ ନାରାୟଣ ରଥ,NCC ଅଫିସର୍ ବିନତା କୁମାରୀ ଦାସ, ଓଜାତୀୟ ସେବା ଯୋଜନା ମହିଳା ବିଭାଗ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଓ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ , ଯୁବ ରେଡକ୍ରସ୍ କାଉନସିଲର ଶ୍ରୀ ସ୍ୱାଭିମାନ ସାହୁ, ଇଂରାଜୀ ବିଭାଗ ଅଧ୍ୟାପକ ଡ଼କ୍ଟର ହରିଶ ଚନ୍ଦ୍ର ପାଇକ ,ସ୍ଵେଚ୍ଛାସେବୀ ସ୍ମୁତି ମହାରଣା
ପ୍ରଭୃତି ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ନୀତିଶିକ୍ଷା, ସାର୍ବଜନୀନଧର୍ମ, ବିଶ୍ଵଭାତୃତ୍ଵ, ବେଦାନ୍ତ ଦର୍ଶନ, ମାୟା, ପରମ ସତ୍ତା, କର୍ମଯୋଗ, ଜ୍ଞାନଯୋଗ ଓ କର୍ମଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଧକ୍ଷ ଡକ୍ଟର ନାୟକ ଶ୍ରୀ ବନମାଳୀ ସାହୁ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବକ୍ତୃତା ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ବନ୍ଦେ ମାତରଂ ସମୂହ ଗାନ କରାଯାଇଥିଲା। ଶେଷରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ତଥା ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457
- ବିବାହକୁ ମାତ୍ର ୮ ମାସ... ବୋହୂକୁ ସହ ଏମିତି କରିଦେଲେ ଶାଶୂ-ଶଶୂର... ସ୍ୱାମୀ ସବୁ ଜାଣି କରୁଛି ବାହାନା... ବିବାହ ପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା । #odisha #odishabhaskar #PoliceInvestigation #bhadrak1
- ବିବାହକୁ ମାତ୍ର ୮ ମାସ... ବୋହୂକୁ ସହ ଏମିତି କରିଦେଲେ ଶାଶୂ-ଶଶୂର... ସ୍ୱାମୀ ସବୁ ଜାଣି କରୁଛି ବାହାନା... ବିବାହ ପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା । #odisha #odishabhaskar #PoliceInvestigation #bhadrak1
- #୧୮ରେ_ସୁଭଦ୍ରା_ଟଙ୍କା ଆସନ୍ତା ୧୮ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା #KanakNews #Odisha #SubhadraYojana #mkt1
- ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି , ୨୮ ତମ ବାର୍ଷିକ ସମ୍ମିଳନୀ1
- post,bellaguntha dist ganjam Thana bellaguntha ଦୀର୍ଘ 8ମାସ ହେବ ଏମିତି ଅଛି ସେଥିରେ ଦୁଇ ଜଣ ମହିଳା ବି ପଡ଼ି ଆଘାତ ହେଇଛନ୍ତି1
- Post by Chocolate boy Kumar1
- କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ନିକଟ ରେ ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ଏକ ମୃତ ଚାରି ଶ୍ରମିକ ଗୁରୁତର। ପୋଲ ବୋଝେଇ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା, ସେଥିରେ ଥିବା ଜଣେ ଶ୍ରମିକ ଙ୍କ ମୃତୁ ଘଟି ଥିବାର ସୂଚନା ମିଳିଛି।1
- ଆରମ୍ଭ ହୋଇଗଲା ପ୍ଳାନ୍, ବିଜେପି ମଙ୍ଗ ଧରିବେ ନବୀନ, ହୋଇଯିବେ ପ୍ରକୃତ ରାଷ୍ଟ୍ରୀୟ ସଭାପତି #odishabhaskar #bjp #pmmodi #nitinnabingadkari1