logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା ବନବିଭାଗ ଦ୍ୱାରା ଚୋରା କାଠ ବୋଝେଇ ଟାଟା ac ଜବଦ ଉଦଳା -ଚୋରା କାଠ ନେଇ ଖସି ପଳାଉଥିଲା, ମାଡି ବସିଛି ବନ ବିଭାଗ l - ବିଳମ୍ବିତ ରାତ୍ର ସମୟରେ ଶାଳ କାଠ ପଟା ନେଇ ଯାଉଥିବା ଏକ ଟାଟା ଏସି ଗାଡିକୁ ଜବଦ କରିଛି ଉଦଳା ବନବିଭାଗ l ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ,ବିଳମ୍ବିତ ରାତ୍ର ସମୟରେ ଚୋରା କାଠ ଚାଲାଣ ହେଉଥିବା ର ଖବର ଉଦଳା ବନ ବିଭାଗ ନିକଟରେ ଖବର ଥିଲା, ତେଵେ ବିଶେଷ ସୂତ୍ରରୁ ଖବର ପାଇ ଉଦଳା ବନବିଭାଗ ଅଧିକାରୀ ରେଞ୍ଜର ଜଗଦୀଶ ଦାସ ଙ୍କ ନିର୍ଦେଶ କ୍ରମେ ଶାଳମୁଣ୍ଡଉକ୍ତ ରାସ୍ତାରେ ପେଟ୍ରାଲିଙ୍ଗ କୁ କଡାକଡି କରି ଜଗି ବସିଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା 0D 01X 7851 ନମ୍ବର ବିଶିଷ୍ଟ ଟାଟା AC ଗାଡିକୁ ଅଟକାଇ ବାକୁ ଚେଷ୍ଟା କରିଥିବା ବେଳେ ଗାଡିଟି ଦ୍ରୁତ ଗତିରେ ପଳାଇ ଯାଇ ଥିବା ବେଳେ, ଉକ୍ତ ଗାଡିକୁ ପିଛା କରିଥିଲା ବନ ବିଭାଗ, ବନ ବିଭାଗ କୁ ଦେଖି ଚାଳକ ଗାଡି ଛାଡି ଫେରାର ମାରି ଥିଲା, ତେଵେ ଗାଡିଟି ଶାଳମୁଣ୍ଡଳୀ ଅଞ୍ଚଳରୁ ଉଦଳା ଆଡକୁ ଆସୁଥିବା ବାଟରେ ଗୋଧିମରା ଡlହୀ ନିକଟରେ ମାଡି ବସି ଥିଲା ବନବିଭାଗ, ଗାଡିଟିକୁ ଜବଦ କରି ବନବିଭାଗ ଅଫିସ କୁ ଆଣି ଥିବା ବେଳେ ଗାଡି ଭିତରୁ ୩0ଗୋଟି ଶାଳ ପଟା ଜବଦ ହୋଇଛି ଯାହାର ଦାମ ଆନୁମାନିକ ୩୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି, ତେଵେ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l

on 13 September
user_Rajib Behera
Rajib Behera
Journalist Mayurbhanj, Odisha•

More news from Mayurbhanj and nearby areas
  • ବାରିପଦା ଅଲ ଇଣ୍ଡିଆ ଟି 20 କ୍ରିକେଟ ଟୁର୍ନାମେଣ୍ଟ 2025
    1
    ବାରିପଦା ଅଲ ଇଣ୍ଡିଆ ଟି 20 କ୍ରିକେଟ ଟୁର୍ନାମେଣ୍ଟ 2025
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    11 hrs ago
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajapur, Odisha•
    13 hrs ago
  • ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    1
    ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    9 hrs ago
  • MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate
    1
    MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    42 min ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    9 hrs ago
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajapur, Odisha•
    13 hrs ago
  • କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews
    1
    କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ 
#boudhnews
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    11 hrs ago
  • girls ହଷ୍ଟେଲ viral ଭିଡ଼ିଓ 😱
    1
    girls ହଷ୍ଟେଲ viral ଭିଡ଼ିଓ 😱
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.