logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟରରୁ ମନି ପର୍ସ ଚୋରୀ 👉 ସଚେତନତା ଆବଶ୍ୟକ ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟର ନିକଟରୁ ମନି ପର୍ସ ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସାଧାରଣ ଲୋକଙ୍କ ଭିଡ଼ ଥିବା ସ୍ଥାନରେ ଏପରି ଘଟଣା ଘଟିବା ଗଭୀର ଚିନ୍ତାର ବିଷୟ। 👉 ଯଦି କେହି ଏହି ଚୋରକୁ ଚିହ୍ନିଥାନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା/ଠିକଣା ଜାଣିଥାନ୍ତି, ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ କିମ୍ବା ସିଧାସଳଖ ପୋଲିସ ପ୍ରଶାସନକୁ ସୂଚନା ଦିଅନ୍ତୁ।ତେବେ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିର୍ତ୍ତି କରି ଉଦଳା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି l 🙏 ଆପଣଙ୍କର ସୂଚନା ମଧ୍ୟ ଦୋଷୀକୁ ଧରିବାରେ ବଡ଼ ସାହାଯ୍ୟ କରିପାରେ। ସମସ୍ତେ ସଚେତନ ରୁହନ୍ତୁ ଓ ନିଜ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ। #Udala #UdalaNews #AaharKendra #MoneyPurseChori #TheftAlert #PublicAwareness #Mayurbhanj #BeAlert #SupportJustice #OdiaBharatLive

15 hrs ago
user_Rajib Behera
Rajib Behera
Journalist Mayurbhanj, Odisha•
15 hrs ago

ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟରରୁ ମନି ପର୍ସ ଚୋରୀ 👉 ସଚେତନତା ଆବଶ୍ୟକ ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟର ନିକଟରୁ ମନି ପର୍ସ ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସାଧାରଣ ଲୋକଙ୍କ ଭିଡ଼ ଥିବା ସ୍ଥାନରେ ଏପରି ଘଟଣା ଘଟିବା ଗଭୀର ଚିନ୍ତାର ବିଷୟ। 👉 ଯଦି କେହି ଏହି ଚୋରକୁ ଚିହ୍ନିଥାନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା/ଠିକଣା ଜାଣିଥାନ୍ତି, ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ କିମ୍ବା ସିଧାସଳଖ ପୋଲିସ ପ୍ରଶାସନକୁ ସୂଚନା ଦିଅନ୍ତୁ।ତେବେ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିର୍ତ୍ତି କରି ଉଦଳା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି l 🙏 ଆପଣଙ୍କର ସୂଚନା ମଧ୍ୟ ଦୋଷୀକୁ ଧରିବାରେ ବଡ଼ ସାହାଯ୍ୟ କରିପାରେ। ସମସ୍ତେ ସଚେତନ ରୁହନ୍ତୁ ଓ ନିଜ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ। #Udala #UdalaNews #AaharKendra #MoneyPurseChori #TheftAlert #PublicAwareness #Mayurbhanj #BeAlert #SupportJustice #OdiaBharatLive

  • user_Electricals and house wiring electrician
    Electricals and house wiring electrician
    Kendujhar, Odisha
    👏
    14 min ago
More news from Odisha and nearby areas
  • #ଦନ୍ତାକୁ_ମାରିଲା_କିଏ? ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି। ଏହା ସହିତ ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି। #ElephantBombInjury_Mayurbhanj #BangiriposiElephantCase #WildlifeCruelty #SaveElephants #ForestInvestigation
    1
    #ଦନ୍ତାକୁ_ମାରିଲା_କିଏ?
ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି।
ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି।
ଏହା ସହିତ  ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି।
ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି।
#ElephantBombInjury_Mayurbhanj
#BangiriposiElephantCase
#WildlifeCruelty
#SaveElephants
#ForestInvestigation
    user_Rajib Behera
    Rajib Behera
    Journalist Mayurbhanj, Odisha•
    15 hrs ago
  • ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ
    1
    ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    19 hrs ago
  • ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ୍ ଅନ୍ତର୍ଗତ ମୋରଡା ବଣିକ ସଂଘ ତରଫର ମୋରଡା ବଜାର ର ଦୁର୍ଘଟଣା ନୀୟତ୍ରଣ ପାଇଁ ପୋଲିସ ବିଭାଗ କୁ ପ୍ରଦାନ କଲେ। ଏ ନେଇ କଣ କହୁଛନ୍ତି ବଣିକ ସଂଘ ସଭାପତି ଓ ସଂପାଦକ ଶୁଣନ୍ତୁ
    1
    ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ୍ ଅନ୍ତର୍ଗତ ମୋରଡା ବଣିକ ସଂଘ ତରଫର ମୋରଡା ବଜାର ର ଦୁର୍ଘଟଣା ନୀୟତ୍ରଣ ପାଇଁ ପୋଲିସ ବିଭାଗ କୁ ପ୍ରଦାନ କଲେ। ଏ ନେଇ କଣ କହୁଛନ୍ତି ବଣିକ ସଂଘ ସଭାପତି ଓ ସଂପାଦକ ଶୁଣନ୍ତୁ
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    14 hrs ago
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajapur, Odisha•
    43 min ago
  • ସୁକିନ୍ଦା ଗଡ଼ରେ ବିଜେପି ଆଗେଇ ଚାଲୁଥିବା ବେଳେ ବିଜେଡି ର ଦୃଗ ଭୁଶୁଡି ଯାଉଛି
    1
    ସୁକିନ୍ଦା ଗଡ଼ରେ ବିଜେପି ଆଗେଇ ଚାଲୁଥିବା ବେଳେ ବିଜେଡି ର ଦୃଗ ଭୁଶୁଡି ଯାଉଛି
    user_Kalingnagar khabar
    Kalingnagar khabar
    Jajpur, Odisha•
    23 hrs ago
  • Post by Anwar ali khan
    1
    Post by Anwar ali khan
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    2 hrs ago
  • କଟକ ଖପୁରୀୟା ଠାରେ ମେଳା ଆୟୋଜନ
    2
    କଟକ ଖପୁରୀୟା ଠାରେ ମେଳା ଆୟୋଜନ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    20 hrs ago
  • କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା କlର୍ଣ୍ଣିଭlଲ ଶୋଭା ଯାତ୍ରା
    1
    କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା କlର୍ଣ୍ଣିଭlଲ  ଶୋଭା ଯାତ୍ରା
    user_Rajib Behera
    Rajib Behera
    Journalist Mayurbhanj, Odisha•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.