ପଶ୍ଚିମବଙ୍ଗର ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିବାରୁ ମାନ୍ୟବର ଶ୍ରୀଯୁକ୍ତ ଦିଲୀପ ଘୋଷ ଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ, ସମୟ ଥିଲା ପଶ୍ଚିମବଙ୍ଗ ଲଣ୍ଡନ ଠାରୁ ଅଧିକ ସମୃଦ୍ଧ ଥିଲା ଏବଂ ଆମ ଦେଶ ଭାରତର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା, ଭାଗବାନ ଶ୍ରୀକୃଷ୍ଣ ଙ୍କ ଠାରେ ଏତିକି ପ୍ରାର୍ଥନା କରୁଛୁ କି ପଶ୍ଚିମବଙ୍ଗ ତାର ପୁରୁଣା ପରିଚୟ ଫେରଆଇ ଆଣିବା ରେ ଆପଣଙ୍କୁ ସାହାଯ୍ୟ କରନ୍ତୁ ଜୟ ମାଧବ ଜୟ ଯାଦବ #bym #bangiyayadavmahasabha #AllIndiaYadavMahasabha #UtkalYadavMahasabha #baragyadavmasabha #padamyadavmahasabha #yadavsamaj #yadav ପଶ୍ଚିମବଙ୍ଗର ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିବାରୁ ମାନ୍ୟବର ଶ୍ରୀଯୁକ୍ତ ଦିଲୀପ ଘୋଷ ଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ, ସମୟ ଥିଲା ପଶ୍ଚିମବଙ୍ଗ ଲଣ୍ଡନ ଠାରୁ ଅଧିକ ସମୃଦ୍ଧ ଥିଲା ଏବଂ ଆମ ଦେଶ ଭାରତର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା, ଭାଗବାନ ଶ୍ରୀକୃଷ୍ଣ ଙ୍କ ଠାରେ ଏତିକି ପ୍ରାର୍ଥନା କରୁଛୁ କି ପଶ୍ଚିମବଙ୍ଗ ତାର ପୁରୁଣା ପରିଚୟ ଫେରଆଇ ଆଣିବା ରେ ଆପଣଙ୍କୁ ସାହାଯ୍ୟ କରନ୍ତୁ ଜୟ ମାଧବ ଜୟ ଯାଦବ #bym #bangiyayadavmahasabha #AllIndiaYadavMahasabha #UtkalYadavMahasabha #baragyadavmasabha #padamyadavmahasabha #yadavsamaj #yadav

- ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling1
- ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।4
- ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida1
- ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲଚ୍ଚ ଅନ୍ତର୍ଗତ ରଥପୁର ଛକ ରେ ଲଗାହେଉଥିବା ଲାଇଟ ଖୁଣ୍ଟ ରେ ରଡ଼ ଦେଇ ନାହିଁ ନିନ୍ମ ମାନର କାମ ହେଇଥିବାର ଦେଖିବାକୁ ମିଳିଛି1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।1