Shuru
Apke Nagar Ki App…
ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୋଲିସ, #bhadrak #odisha #braunsugar #police
Bhadrak bulletin
ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୋଲିସ, #bhadrak #odisha #braunsugar #police
More news from ଓଡ଼ିଶା and nearby areas
- *_📡17 September 2026 | अब तक की बड़ी ख़बरें | Top 10 News | Breaking news | Latest news in hindi | #dblive_*1
- ମୋଦୀଙ୍କ ଦୀର୍ଘାୟୁ ପାଇଁ, ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କଲେ ଧର୍ମେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ପାଇଁ, ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କଲେ ଧର୍ମେନ୍ଦ୍ର । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ* *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ୍ ଏବଂ ବ୍ଲକସ୍ତରୀୟ ଫେଡେରେସନ୍ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ । ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା । ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନ ଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ । ###4
- ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ1
- ❤️❤️❤️🌺🌺🌺🙏🙏🙏✨*हरियाणा की बड़ी खबरें*✨🙏🙏🙏🌺🌺🌺❤️❤️❤️1
- ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha1
- ଜଗତସିଂହପୁର ଏସମା ବ୍ଲକ ଗୋପାଳପୁର ଠାରେ ଗଣେଷ ଭଷାଣି ବେଳେ ନଦୀରେ ଚାରି ଯୁବକ ବୁଡିଗଲେ1
- 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll 2 କୁନି ଛୁଆଙ୍କ ଆଗରେ ଜଳିଲା ବାପାର ଜୁଇ ll ଦେଖନ୍ତୁ ପୂରା ଘଟଣା ll1
- ଶୋଇଥିବା ଅବସ୍ଥାରେ ଜଳିଗଲେ ବୃଦ୍ଧ ll ଦେଖନ୍ତୁ ପୂରା ଘଟଣା ll breaking news ll ଶୋଇଥିବା ଅବସ୍ଥାରେ ଜଳିଗଲେ ବୃଦ୍ଧ ll ଦେଖନ୍ତୁ ପୂରା ଘଟଣା ll1